ଓଡ଼ିଶା : Category News


ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

Anupambharat News Bureau | ଓଡ଼ିଶା | | 2209 | Read...

 ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:  ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

ଭୁବନେଶ୍ୱର, ୨୫ ମଇ(ଅନୁପମ ମିଡ଼ିଆ): ବୁଧବାର ସକାଳେ ବାତ୍ୟା ୟାସ୍‌ ଓଡ଼ିଶା ଉପକୂଳକୁ ସ୍ପର୍ଶ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାତ୍ୟାର ସ୍ଥିତି ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ପର


ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

Anupambharat News Bureau | ଓଡ଼ିଶା | | 2208 | Read...

  ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

ଭୁବନେଶ୍ୱର, ୨୫ା୫(ଅନୁପମ ମିଡ଼ିଆ): ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ୟାସ୍‌ ବୁଧବାର ସକାଳେ ଚାନ୍ଦବାଲି- ଧାମରା ମଧ୍ୟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ । ଏହି ବାତ୍ୟା ପାରାଦ୍ୱୀପ ଓ ସାଗରଦୀପ ମଧ୍ୟରେ ଧାମରାର ଉତ୍ତର ଓ ବାଲେଶ୍ୱର


ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

Anupambharat News Bureau | ଓଡ଼ିଶା | | 2207 | Read...

ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

ଡ୍ରାଇଭ୍‌ ଇନ୍‌ ଏବଂ ଘରେ ଟିକାକରଣକୁ ବନ୍ଦ କରିଛନ୍ତି ସରକାର । ବୁଧବାର ଏନେଇ ସବୁ ଜିଲ୍ଲାପାଳ,ମୁ୍ୟନିସପାଲ କମିଶନର ଓ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି


ଉପକୂଳ ମୁହାଁ ହୋଇପାରେ ‘ୟଶ’!

Anupambharat News Bureau | ଓଡ଼ିଶା | | 2206 | Read...

ଉପକୂଳ ମୁହାଁ ହୋଇପାରେ ‘ୟଶ’!

ଭୁବନେଶ୍ୱର, ୧୯ା୫(ଅନୁପମ ମିଡ଼ିଆ): ­ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜ


ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

Anupambharat News Bureau | ଓଡ଼ିଶା | | 2205 | Read...

ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

ବ୍ରହ୍ମପୁର, ୧୮ା୫ (ଅନୁପମ ମିଡ଼ିଆ) : ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ ନେଇ ମଙ୍ଗଳବାର ସରକାର ପ୍ରକିୟା ଆରମ୍ଭ କରିଛନ୍ତି । ଫଳରେ ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟରେ ଏକ ପ


ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2204 | Read...

 ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୫(ଅନୁପମ ମିଡ଼ିଆ): ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂ


ଦାନା ବାନ୍ଧୁଛି ଲଘୁଚାପ

Anupambharat News Bureau | ଓଡ଼ିଶା | | 2203 | Read...

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୧୮ା୫ (ଅନୁପମ ମିଡ଼ିଆ): କରୋନା ଦାଉରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଏପରିକି ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି କୁହାଯାଇଛି । ସୂଚନାନୁଯାୟୀ ଆ


ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

Anupambharat News Bureau | ଓଡ଼ିଶା | | 2202 | Read...

ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

ଭୁବନେଶ୍ୱର, ୧୮ା୫(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆଜି କୋଭିଡ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତାହ ଅର୍ଥାତ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜୁନ୍‌ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ


କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

Anupambharat News Bureau | ଓଡ଼ିଶା | | 2200 | Read...

  କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

ଭୁବନେଶ୍ୱର ,୧୭ା୫(ଅନୁପମ ମିଡ଼ିଆ): ଆସନ୍ତା ୨୪ରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ୍‌ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସମ୍ପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା


ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

Anupambharat News Bureau | ଓଡ଼ିଶା | | 2199 | Read...

ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର ,୧୭ା୫(ଅନୁପମ ମିଡ଼ିଆ):ଏଣିକି ଲୋକଙ୍କ ଠାରୁ ମନଇଚ୍ଛା ଭଡା ଆଦାୟ କରିପାରିବନି ଆମ୍ବୁଲାନ୍ସ । ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରି


ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

Anupambharat News Bureau | ଓଡ଼ିଶା | | 2197 | Read...

ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ପୁରୀ,୧୬ା୫(ଅନୁପମ ମିଡ଼ିଆ): ଆସନ୍ତା ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ତେବେ ଶ୍ରୀମନ୍ଦିରର ସେବାୟତ ଓ କର୍ମଚାରୀମାନଙ୍କ ସହଯୋଗରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି କାନ୍ତି ଜାରି ର


ଅନଲାଇନ୍‌ରେ ମିଳିବ ମଦ

Anupambharat News Bureau | ଓଡ଼ିଶା | | 2190 | Read...

ଅନଲାଇନ୍‌ରେ ମିଳିବ ମଦ

ଭୁବନେଶ୍ୱର, ୧୩ା୫(ଅନୁପମ ମିଡ଼ିଆ): ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଅନଲାଇନ୍‌ରେ ମିଳିବ ମଦ । ଲକଡାଉନ ବେଳେ ମଦର ହୋମ୍‌ ଡେଲିଭରି ଦିଆଯିବ । ଉଭୟ ଅଫ୍‌, ଅନ୍‌, ସିଏଲ୍‌ ଦୋକାନୀ ହୋମ୍‌ ଡେଲିଭରି ଦେଇପାରିବେ । ଖାଦ୍ୟ ଯୋଗାଣକାରୀ ସଂସ୍




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page