ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ

October 25, 2022, ଓଡ଼ିଶା, , Anupambharat News Bureau


 ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ
Anupambharat News Bureau
October 25, 2022


ଭୁବନେଶ୍ୱର,୨୫ା୧୦(ଅନୁପମ ମିଡ଼ିଆ): ­ ବର୍ଷର ଶେଷ ସୂର୍ଯେ୍ୟାପରାଗ । ଏହି ଆଂଶିକ ସୂର୍ଯେ୍ୟାପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଥିଲା ।
ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ଯେ୍ୟାପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିଥିଲା । ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହୋଇଥିଲା । ସୂର୍ଯେ୍ୟାପରାଗ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବାସୀଙ୍କ ପ୍ରବଳ ଉତ୍ସାହ ଦେଖାଯାଇଥିଲା । ଭୁବନେଶ୍ୱର ପ୍ଲାନେଟାରିଅମରେ ସୂର୍ଯେ୍ୟାପରାଗ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏତଦ ବ୍ୟତୀତ ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାକୁ ଦେଖିଥିଲେ । ଭୁବନେଶ୍ୱର ସାଇନ୍ସ ପାର୍କରେ ମଧ୍ୟ ସୂର୍ଯେ୍ୟାପରାଗ ଦେଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା ।
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣ ବା ପରାଗକୁ ଅଶୁଭ ଘଟଣାରେ ଗଣତି କରାଯାଇଥାଏ । ଏହି କାରଣରୁ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ ଓ ପୂଜାପାଠ ବାରଣ କରାଯାଇଥାଏ । ସୂର୍ଯେ୍ୟାପରାଗ ସମୟରେ ସୂର୍ଯ୍ୟ ପୀଡିତ ହୋଇଯାଆନ୍ତି ବୋଲି ବିଶ୍ୱାସ ରହିଛି । ପରାଗ ସ୍ପର୍ଶ କରିବାର୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଥିଲା । ତେବେ ସର୍ବ ମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହୋଇଯାଇଛି । କି;ୁ ବୁଧବାର ସୂର୍ଯେ୍ୟାଦୟ ପରେ ଦେବନୀତି ଆରମ୍ଭ ହେବ । କାର୍ତ୍ତିକ ମାସରେ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ମହଙ୍ଗା ହେଲା ଅଟା

ପୁଣି ମହଙ୍ଗା ହେଲା ଅଟା

Read More...

ଆଜି ଏଆଇସିସି ସଭାପତି ଦାୟିତ୍ୱ ନେବେ ଖଡଗେ

ଆଜି ଏଆଇସିସି ସଭାପତି ଦାୟିତ୍ୱ ନେବେ ଖଡଗେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page