: District News


ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

Anupambharat News Bureau | ବିଦେଶ | | 2051 | Read...

ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

ଶବ ପାଖରେ କାନ୍ଦୁଥିଲା ୪ ବର୍ଷର ଶିଶୁ କନ୍ୟା ନ୍ୟୁଜର୍ସି: ଘର ଭିତରେ ପଡ଼ିଥିଲା ବାପାମା’ଙ୍କ ମୃତ ଦେହ । ପାଖରେ ବସି କାନ୍ଦୁଥିଲା ଚାରି ବର୍ଷର ଝିଅ । ବହୁ ସମୟ ଧରି କୁନି ଝିଅଟିର କାନ୍ଦ ଶୁଣିବା ପରେ ସନ୍ଦେହରେ ଦୌଡ଼ି ଆସିଥିଲ



ଦେଶରେ ସୁସ୍ଥହାର ହ ୍ରାସ ପାଇଛି: ହର୍ଷବର୍ଦ୍ଧନ

Anupambharat News Bureau | ଦେଶ | | 2050 | Read...

ଦେଶରେ ସୁସ୍ଥହାର ହ ୍ରାସ ପାଇଛି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ମାମଲା ନିୟମିତ ବୃଦ୍ଧି ପାଇବାରେ ଲାଗିଛି । ଏହାର ସିଧା ପ୍ରଭାବ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସୁସ୍ତାହାର ଉପରେ ପଡୁଛି । କରୋନାକୁ ନେଇ ହୋଇଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯ



କୋଭିଡ ଟୀକା ନେଲେ ବୈଜୟନ୍ତ ପଣ୍ଡା

Anupambharat News Bureau | ଓଡ଼ିଶା | | 2049 | Read...

କୋଭିଡ ଟୀକା ନେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ, ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀର ଆଶ୍ଳୋକ ହସ୍ପିଟାଲଠାରେ କୋଭିଡ ଟୀକାର ପ୍ରଥମ ଡୋଜ ନେଇଛନ୍ତି। ଏଥିସହ ଯୋଗ୍ୟ ବ୍ୟକ୍ତି ଟୀକା ନେବା ଲାଗି ଶ୍ରୀ ପଣ୍ଡା ଅନୁ



ରାଫେଲ୍‌ ଚୁକ୍ତି : ଭାରତୀୟ ମଧ୍ୟସ୍ଥି ଟଙ୍କା ନେଇଥିଲେ

Anupambharat News Bureau | ବିଦେଶ | | 2048 | Read...

ରାଫେଲ୍‌ ଚୁକ୍ତି : ଭାରତୀୟ ମଧ୍ୟସ୍ଥି ଟଙ୍କା ନେଇଥିଲେ

ନୂଆଦିଲ୍ଲୀ,୫ା୪: ବହୁ ଚର୍ଚ୍ଚିତ ରାଫେଲ କାରବାରରେ ଭାରତୀୟ ମଧ୍ୟସ୍ଥିଙ୍କୁ ୧.୧ ମିଲିୟନ ୟୁରୋ ଟଙ୍କା ଲାଞ୍ଚ ଦିଆଯାଇଥିବା ଘଟଣା ପଦାକୁ ଆସିବା ପରେ ଜାତୀୟ ରାଜନୀତିରେ ଏକ ପ୍ରକାର ହଟଚମଟ ସୃଷ୍ଟି ହୋଇଛି । ଏହାକୁ ନେଇ କଂଗ୍ରେ



ଏୟାର ଇଣ୍ଡିଆକୁ କିଣିବ ଟାଟାଗ୍ରୁପ୍‌

Anupambharat News Bureau | ଦେଶ | | 2047 | Read...

ଏୟାର ଇଣ୍ଡିଆକୁ କିଣିବ ଟାଟାଗ୍ରୁପ୍‌

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ପାଇଁ ଦୌଡରେ ସବୁଠୁ ଆଗରେ ରହିଛି ଟାଟା ସନ୍ସ ଲିମିଟେଡ୍‌ । ସରକାର ଏବଂ ଟାଟା ମଧ୍ୟରେ ଶୀଘ୍ର ଚୁକ୍ତିନାମା ପୂରା ହେବାକୁ ଯାଉଛି । ସୂତ୍ର ଅନୁଯାୟୀ, ଟାଟା ଚଳିତ



ପୁଣି ମୁମ୍ବାଇରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି

Anupambharat News Bureau | ଦେଶ | | 2046 | Read...

ପୁଣି ମୁମ୍ବାଇରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି

ମୁମ୍ବାଇ: ଦେଶରେ କରୋନାରେ ସବୁଠୁ ଅଧିକ ପ୍ରକୋପ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂତନ କଟକଣା ଲାଗୁ କରିଛନ୍ତି । ଏହାକୁ ଦେଖି ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବଢି ଯାଇଛି । ଫଳରେ ସ



ଦିଲୀପ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀର

Anupambharat News Bureau | ଦେଶ | | 2045 | Read...

 ଦିଲୀପ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀର

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନିଲ ଦେଶମୁଖ ଇସ୍ତଫା ଦେବାପରେ ଏବେ ପରବର୍ତ୍ତୀ ଗୃହମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ୍ସ ଲାଗି ରହିଛି । ଏହି କ୍ରମରେ ଆଗରେ ରହିଛି ଦିଲୀପ ପାଟିଲଙ୍କ ନାଁ । ଦିଲୀପ ପାଟିଲ ହ



ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ହ୍ରାସ

Anupambharat News Bureau | ଦେଶ | | 2044 | Read...

  ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ହ୍ରାସ

ନୂଆଦିଲ୍ଲୀ : ରୋଷେଇ ଗ୍ୟାସ ମୂଲ୍ୟ ହ୍ରାସ କରିଛନ୍ତି ତୈଳ କମ୍ପାନୀ । ଇଣ୍ଡିଆନ ଅୟେଲ କର୍ପୋରେସନ ଲିମିଟେଡ୍‌ (ଆଇଓସିଏଲ) ବୁଧବାର ଏହି ସୂଚନା ଦେଇଛନ୍ତି । ଘରୋଇ ଉପଯୋଗ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏ



ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 2043 | Read...

ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିର୍ଦ୍ଦେଶ

ଭୁବନେଶ୍ୱର, ୩୧ା୩(ଅନୁପମ ମିଡ଼ିଆ): କୋରନାକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ଼ ଲାଇନ ଆସନ୍ତାକାଲିଠାରୁ ୩୦ ପର୍ଯ୍ୟନ୍ତ ଜାରି ରହିବ । ଏଣିକି କରୋନା ସଂକ୍ରମିତ ବହୁଳ ଅଞ୍ଚଳକ ଚିହ୍ନଟ



ବିଦୁ୍ୟତ୍‌ ଦର ବୃଦ୍ଧି ତାତି : ପୁନର୍ବିଚାର ପାଇଁ ଚିଠି ଲେଖିବେ ସରକାର: ଶକ୍ତିମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2042 | Read...

ବିଦୁ୍ୟତ୍‌ ଦର ବୃଦ୍ଧି ତାତି : ପୁନର୍ବିଚାର ପାଇଁ ଚିଠି ଲେଖିବେ ସରକାର: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୩୧ା୩(ଅନୁପମ ମିଡ଼ିଆ): ବିଧାନସଭାରେ ବୁଧବାର ­ ବିଦୁ୍ୟତ୍‌ ଦର ବୃଦ୍ଧି ତାତି ଦେଖିବାକୁ ମିଳିଛି । ତେବେ ଏ ସଂକ୍ରାନ୍ତରେ ଓଇଆର୍‌ସି ନେଇଥିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ରାଜ୍ୟ ସରକାର ପତ୍ର ଲେଖିବେ ବୋଲ



ସିଝିଲା ସାରା ଓଡ଼ିଶା: ଝାଞ୍ଜି ପବନ ରେ ଜନଜୀବନ ଅସ୍ତବ୍ୟସ୍ତ

Anupambharat News Bureau | ଓଡ଼ିଶା | | 2041 | Read...

ସିଝିଲା ସାରା ଓଡ଼ିଶା:  ଝାଞ୍ଜି ପବନ ରେ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର, ୩୧ା୩(ଅନୁପମ ମିଡ଼ିଆ): ­ଗ୍ରୀଷ୍ମ ପ୍ରକୋପରେ ବୁଧବାର ସାରା ଓଡ଼ିଶା ସିଝିଛି । ଦିନ ସାରା ଝାଞ୍ଜି ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଥିଲ । ଏପରିକି ମୁଁହଦେହ ପୋଡ଼ିବା ଭଳି ଅନୁଭୂତ ହେବାରେ ଲାଗିଥିଲା । ର



ନନ୍ଦିଗ୍ରାମରେ ଭୋଟ୍‌ ମାଗିଲେ ମମତା

Anupambharat News Bureau | ଦେଶ | | 2040 | Read...

ନନ୍ଦିଗ୍ରାମରେ ଭୋଟ୍‌ ମାଗିଲେ ମମତା

ନନ୍ଦିଗ୍ରାମ: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ । ରାଜ୍ୟର ହଟ ସିଟ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ୱିଲ୍‌ ଚେୟାରରେ ବସି ପଦଯାତ୍ରା କର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page