: District News


ବିଭିନ୍ନ ମିକ୍ସଚର୍‌ ଓ କାଜୁ ଫ୍ୟାକଫି୍ର ଉପରେ ଚଢାଉ, ଛ’ଅଖା ପଲିଥିନ୍‌ ଜବତ, ୧ଲକ୍ଷ ଟଙ୍କା ଜରିମାନା

Anupambharat News Bureau | ଓଡ଼ିଶା | | 523 | Read...

ବିଭିନ୍ନ ମିକ୍ସଚର୍‌ ଓ କାଜୁ ଫ୍ୟାକଫି୍ର ଉପରେ ଚଢାଉ, ଛ’ଅଖା ପଲିଥିନ୍‌ ଜବତ, ୧ଲକ୍ଷ ଟଙ୍କା ଜରିମାନା

ଛତ୍ରପୁର,୨୫ ।୬(ଅନୁପମ ମିଡ଼ିଆ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ନେତ



ଫେରାର ପ୍ରେମୀ ଯୁଗଳ ବିବାହ

Anupambharat News Bureau | ଓଡ଼ିଶା | | 522 | Read...

ଫେରାର ପ୍ରେମୀ ଯୁଗଳ ବିବାହ

ବୁଗୁଡ଼ା, ୨୫ା୬(ଅନୁପମ ମିଡ଼ିଆ): ବୁଗୁଡ଼ା ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରୁ ପ୍ରାୟ ୨ ମାସ ତଳେ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କୁ ଖଦାଳ ସମାଜ ନେତୃବର୍ଗ ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିରରେ ମଙ୍ଗଳବାର ଦିନ ବିବାହ କରା



ବିବାହ ସମୟରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ହେବ : ଜିଲ୍ଲାପାଳ

Anupambharat News Bureau | ଓଡ଼ିଶା | | 521 | Read...

ବିବାହ ସମୟରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ହେବ : ଜିଲ୍ଲାପାଳ

ଛତ୍ରପୁର,୨୫ ।୬(ଅନୁପମ ମିଡ଼ିଆ) : ଜିଲ୍ଲାରେ ବାଲ୍ୟ ବିବାହକୁ ସଂପୂର୍ଣ୍ଣ ନିରାକରଣ କରିବା ପାଇଁ ପ୍ରତ୍ୟେକ ବିବାହରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ ହେବ । ଏଥିପାଇଁ ଗ୍ରାମ୍ୟ ସ୍ତରରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗ



ଗୁଣିଆ ସନ୍ଦେହରେ ହତ୍ୟା

Anupambharat News Bureau | ଓଡ଼ିଶା | | 520 | Read...

ଗୁଣିଆ ସନ୍ଦେହରେ ହତ୍ୟା

ପୁରୁଷୋତ୍ତମପୁର,୨୫ା୬(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଧୋବାଡ଼ି ପାଟପୁର ଗ୍ରାମରେ ଗୁଣିଆ କରିବା ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଅଛି । ଘଟଣାରୁ ଜଣାପଡିଛି ଯେ, ଗତ ୯ବର୍ଷ ତଳର ଘଟଣା ମୃତ କୃଷ୍ଣ ପ୍ରଧାନ ଓ ହତ୍ୟ



କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

Anupambharat News Bureau | ଦେଶ | | 519 | Read...

କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ପ୍ରବେଶ କରି ଭାରତୀୟ ବାୟୁସେନା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ କିଛି ତଥ୍ୟ ପ୍ରକାଶ କରିଛନ୍ତି । ଏୟାର ଷ୍ଟ୍ରାଇକ୍ରେ ସାମିଲ ଥିବା ୨ ଜଣ ପା



ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

Anupambharat News Bureau | ଦେଶ | | 518 | Read...

ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

ଭୋପାଲ୍‌: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍‌ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି । ଝିଅଟି ଗୋଟିଏ ଷ୍ଟìଲ୍‌ ଉପରେ ଠିଆ ହ



ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

Anupambharat News Bureau | ଦେଶ | | 517 | Read...

ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍‌ କରିଥିଲେ । ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା । ତେବେ



ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

Anupambharat News Bureau | ଦେଶ | | 516 | Read...

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା : ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହାୱଡା ଜିଲ୍ଲାର ସାଲିକାରେ ଜଣେ ଶାଶୁ ବୋହୂକୁ ବଞ୍ଚାଇବାକୁ ଯାଇ ନ



ଯୁବତୀକୁ ପ୍ରତାରଣା ଅଭିଯୋଗ : ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

Anupambharat News Bureau | ଓଡ଼ିଶା | | 515 | Read...

ଯୁବତୀକୁ ପ୍ରତାରଣା ଅଭିଯୋଗ :  ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

ମାହାଙ୍ଗା,୨୫ା୬ (ଅନୁପମ ମିଡିଆ): ଜଣେ ଯୁବତୀକୁ ପ୍ରେମ କରିବା ସହ ବିବାହର ପ୍ରତିଶ୍ରୁତି ଦେଇ ତା ନିକଟରୁ ଅର୍ଥ ହଡପ କରିବା ଓ ପରେ ଅନ୍ୟ ଜଣେ ଯୁବତୀକୁ ବିବାହ କରିବା ଅଭିଯୋଗରେ ଆଜି ବିବାହ କରୁଥିବା ବରକୁ ପୋଲିସ ଉଠାଇ ଆଣିବା ଘଟ



ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

Anupambharat News Bureau | ଓଡ଼ିଶା | | 514 | Read...

ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

କେନ୍ଦ୍ରାପଡା,୨୫ ।୬(ଅନୁପମ ମିଡ଼ିଆ) :କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସିାଳୟରେ ପୁଣି ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଅଳାଇଲୋ ଗ



ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

Anupambharat News Bureau | ଓଡ଼ିଶା | | 513 | Read...

  ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

କଟକ,୨୫ା୬ (ଅନୁପମ ମିଡିଆ): ଜବତ ହୋଇଥିବା ଏକ ବାଇକକୁ ଏହାର ମାଲିକଙ୍କୁ ହସ୍ତାନ୍ତର କରିବା ନିମନ୍ତେ ତାଙ୍କଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କଟକ ଡିଭିଜନ ଭିଜିଲାନ୍ସ ଟିମ ଜାଲରେ ପଡି ଗରିଫ ହୋଇଛନ୍ତି କେନ୍ଦ୍ରାପଡା ଜ



ନକଲି ଡ଼ାକ୍ତର ଜେଲ ଗଲା

Anupambharat News Bureau | ଓଡ଼ିଶା | | 512 | Read...

ନକଲି ଡ଼ାକ୍ତର ଜେଲ ଗଲା

ଚଣ୍ଡିଖୋଲ,୨୫ା୬ (ଅନୁପମ ମିଡିଆ): ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ପରିଚୟ ଦେଇ ପ୍ରସୁତୀମାନଙ୍କୁ ଚିକିତ୍ସା କରୁଥିବା ନକଲି ଡ଼ାକ୍ତର ନିହାର ରଂଜନ ସାମଲ(୩୪)ଙ୍କୁ ବଡ଼ଚଣା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page