Anupambharat News Bureau | ଓଡ଼ିଶା | | 1509 | Read...
ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ବୈଠକରେ ୨୦ଟି ପ୍ରସ୍ତାବକୁ ମଞ୍ଜରୀ ଦିଆଯାଇଛି । ଏଥିରେ ବିଭିନ୍ନ ଆକଫରେ ସଂଶୋଧନ, ପାନୀୟ ଜଳ ପ୍ରକଳ୍ପ ସମ୍ପର୍
Anupambharat News Bureau | ବିଦେଶ | | 1508 | Read...
ନୂଆଦିଲ୍ଲୀ: ଚୀନ ଲଗାତାର ଭାବେ ନିଜ ପଡୋଶୀଙ୍କୁ ଦୁର୍ବଳ ଦେଖାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରୁନାହିଁ । ଚୀନ ନିଜ ଶକ୍ତି ପ୍ରଦର୍ଶନ କରି ତାଇୱାନ ଆକଶ ସୀମା ଉଲଙ୍ଘନ କରିଥିଲା । ତାଇୱାନ ଆକାଶରେ ଚୀନ ବାୟୁସେନାର ଲଢୁଆ ବ
Anupambharat News Bureau | ବିଦେଶ | | 1507 | Read...
ନୂଆଦିଲ୍ଲୀ: ତି³ତରେ ବ୍ରହ୍ମପୁତ୍ର ନଦୀରେ ଅତି କମ୍ରେ ଆଠଟି ନୂତନ ପ୍ରକଳ୍ପ ସହ ଚୀନ୍ ଚଳାଇଥିବା ବ୍ୟାପକ ନଦୀବନ୍ଧ ନିର୍ମାଣ ଭାରତରେ ଜଳଯୋଗାଣ ସମସ୍ୟାକୁ ଉତ୍କଟ କରିଦେବାର ଆଶଙ୍କା ପ୍ରକାଶ ପାଇଛି । ତି³ତର ୟାର୍ଲଙ୍
Anupambharat News Bureau | ଦେଶ | | 1506 | Read...
ପାଟନା: ବିହାରରେ ପୁଣି ଏକ ପୋଲର ଆପ୍ରୋଚ ରୋଡ଼ ଉଦଘାଟନ ପୂର୍ବରୁ ଭାଙ୍ଗି ଯାଇଛି । ମାମଲା ଗୋପାଳଗଞ୍ଜ ସହ ଜଡିତ । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଙ୍ଗରା ଘାଟ ମହାସେତୁକୁ ଉଦଘାଟନ କରିବାର ଥିଲା । ମହାସେତୁର ଆପ୍ରୋ
Anupambharat News Bureau | ଦେଶ | | 1505 | Read...
ବେଙ୍ଗାଲୁରୁ: ଦେଶର ସବୁଠୁ ହାଇଟେକ୍ ସହର ଭାବେ ପରିଗଣିତ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହର ଜଳାପୋଡା ଓ ହିଂସାର ଶିକାର ହୋଇଛି । ମାତ୍ର ଗୋଟିଏ ଫେସବୁକ୍ ପୋଷ୍ଟକୁ ନେଇ ଗତକାଲି ହିଂସାକାଣ୍ଡର ସୂତ୍ରପାତ ଘଟିଥିଲା
Anupambharat News Bureau | ଦେଶ | | 1504 | Read...
ନୂଆଦିଲ୍ଲୀ:ଫର୍ଚୁ୍ୟନ୍ ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ରହିଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ୧୦ଟି ସ୍ଥାନ ଉପରକୁ ଉଠି ବିଶ୍ୱ ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକାରେ ସ୍ଥାନ ପାଇଛି ।ଫର୍ଚୁ୍
Anupambharat News Bureau | ଦେଶ | | 1503 | Read...
ନୁଆଦିଲ୍ଲୀ: ଝିଅମାନେ ମଧ୍ୟ ପୈତୃକ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ । ଝିଅମାନଙ୍କୁ ମଧ୍ୟ ଅଧା ସମ୍ପତ୍ତି ମିଳିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୨୦୦୫ ଲାଗୁ ହେବା ପୂର୍ବର
Anupambharat News Bureau | ଦେଶ | | 1502 | Read...
ଜୟପୁର: ରାଜସ୍ଥାନରେ ଦୀର୍ଘ ଦିନ ଚାଲିଥିବା ବିବାଦ ଏବେ ଅନ୍ତ ହୋଇଛି । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧାର ଶେଷ ହୋଇଛି । କଂଗ୍ରେସକୁ ସଚ୍ଚିନ ପାଇଲଟ ଫେରିବାର ରାସ୍ତା ସଫା ହୋଇଛି । ସେହିପ
Anupambharat News Bureau | ଓଡ଼ିଶା | | 1500 | Read...
ଭୁବନେଶ୍ୱର, ୧୧ା୮(ଅନୁପମ ମିଡ଼ିଆ):ଏସ୍ଡ଼ି ଶିବୁଲାଲ ଓ କୁମାରୀ ଶିବୁ ଲାଲ ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ବୃତି ପ୍ରଦାନ କରଯାଉଛି ।
Anupambharat News Bureau | ଦେଶ | | 1499 | Read...
ନୂଆଦିଲ୍ଲୀ:ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ମଧ୍ୟମଧରଣ ବୃଦ୍ଧି ହୋଇ କାରବାର କରିଥିଲା । ଘରୋଇ ଇକୁ୍ୟଟି କ୍ଷେତ୍ରରେ ସକରାତ୍ମକ ସ୍ଥିତି ଦେଖାଦେଇଛି । ଇଣ୍ଟରବ୍ୟାଙ୍କ୍ ଫରେକ୍ସ ବଜାର ଟଙ୍କା ମୂଲ୍ୟରେ ୭୪.୯୬ ହୋଇଥ
Anupambharat News Bureau | ଦେଶ | | 1498 | Read...
ଇନ୍ଦୋର,୧୧ା୮: ଜଣାଣୁଣା ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କୁ ଆଜି ଦେହାନ୍ତ ଘଟିଛି । କୋଭିଡ଼ ପଜିଟିଭ୍ ହେବା ପରେ ଗତ ସୋମବାର ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ହୃଦ୍ଘାତରେ ଏହି ୭୦ ବର୍ଷୀୟ ପ୍ରଖ୍ୟାତ କବିଙ୍
Anupambharat News Bureau | ଓଡ଼ିଶା | | 1497 | Read...
ସମ୍ବଲପୁର, ୧୧ା୮(ଅନୁପମ ମିଡ଼ିଆ): ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଯାଇଛି ଡ଼ବଲ ମର୍ଡ଼ର । ଗୋବିନ୍ଦପୁର ଥାନା ତାଳଡ଼ିହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏଭଳି ଏକ ଲୋମହର୍ଷଣ ହତ୍ୟାକାଣ୍ଡ । ଅଭିଯୁକ୍ତ ସାନଭା