Anupambharat News Bureau | ଶରୀରମାଦ୍ୟମ | | 395 | Read...
ପିଲା ବେଳୁ ମୁଁ ଭାରି ଈଶ୍ୱର ବିଶ୍ୱାସୀ । ଜେଜ ଥିବାବେଳେ ମୋତେ ପ୍ରତିଦିନ ସକାଳୁ ତାଙ୍କ ହାତ ଧରି ମନ୍ଦିରକୁ ନେଇଯାଆନ୍ତି । ଏହି କ୍ରମରେ ଆମ ଘର ପାଖ ଶିବ ମନ୍ଦିର ବେଳେ ବେଳେ ସମୟ କାଢ଼ି ସୋମବାରିଆ ଦର୍ଶନ କରିଆସେ । ଚିକିତ୍ସା
Anupambharat News Bureau | ଦେଶ | | 394 | Read...
ଅମୃତସର: ସାଧାରଣ ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୫ଟି ଆସନରେ ହାରିବା ପରେ ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମ
Anupambharat News Bureau | ଦେଶ | | 393 | Read...
ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇପଡ଼ିଥିବା ଭଳି ମନେ ହେଉଛି । ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି । ଏପରି
Anupambharat News Bureau | ଦେଶ | | 392 | Read...
କୋଲକାତା: ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ରଣନୀତି ପସ୍ତìତ କରିବା ହେଉ, କିମ୍ବା ନୀତୀଶ କୁମାର ଓ ଜଗନ ମୋହନ ରେzୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ହେଉ, ଏସବୁ ପଛରେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ
Anupambharat News Bureau | ଦେଶ | | 391 | Read...
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ । କେରଳରେ ମୌସୁମୀ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ମୌସୁମୀ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି । ମୌସୁମ
Anupambharat News Bureau | ଦେଶ | | 390 | Read...
ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛନ୍ତି କଶ୍ମୀର ଆତଙ୍କବାଦୀ । ଏହାକୁ ନଜରରେ ରଖି କଶ୍ମୀରରେ ସକ୍ରୀୟ ଥିବା ଟପ୍ ଟେନ ଆତଙ୍କବାଦୀଙ୍କ ତାଲିକା ପସ୍ତìତ କରିଛି ଭାରତ । ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ଗ୍ରହଣ କ
Anupambharat News Bureau | ଓଡ଼ିଶା | | 389 | Read...
ଆନନ୍ଦପୁର,୬ା୬(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ନିର୍ବାଚନ ମଣ୍ଡଳୀର ସାଇଁକୁଳ ପଞ୍ଚାୟତର କିଛି ବ୍ୟକ୍ତିଙ୍କୁ ହୀନ ରାଜନୀତି ଚକ୍ରାନ୍ତରେ ବିଜେଡ଼ିକୁ ଭୋଟ ଦେଇନଥିବା ଅଭିଯୋଗରେ ତୁମକୁ ଚାଉଳ ଦିଆଯିବ ନାହିଁ ଘଟଣା