: District News


୯ରୁ ପ୍ରବଳ ବର୍ଷା : ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2831 | Read...

୯ରୁ ପ୍ରବଳ ବର୍ଷା : ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୫ା୯ (ଅନୁପମ ମିଡିଆ): ­ ଆସନ୍ତା ୭ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ



ଚୀନ ଭୂକମ୍ପରେ ୪୬ ମୃତ

Anupambharat News Bureau | ବିଦେଶ | | 2830 | Read...

ଚୀନ ଭୂକମ୍ପରେ ୪୬ ମୃତ

ବେଜିଂ: ଚୀନର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ସିଚୁଆନ ପ୍ରଦେଶର ରାଜଧାନୀ ନଗରୀ ଚିଙ୍ଗୁଡୁ ଠାରେ ଆଜି ଭୟଙ୍କର ଭୂକମ୍ପ ସୃଷ୍ଟି ହୋଇଛି । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ମ



ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

Anupambharat News Bureau | ବିଦେଶ | | 2829 | Read...

ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯୁକ୍ତରାଜ୍ୟ ତଥା ଗ୍ରେଟ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଲିଜ୍‌ ଟ୍ରସ୍‌ ନିର୍ବାଚିତ ହୋଇଛନ୍ତି । ଜଣେ ମହିଳା ପ୍ରଧାନମନ୍ତ୍ରୀ ଭାବେ ଲିଜ୍‌ ଟ୍ରସ୍‌ ଏହି ସୁଯୋଗ ପାଇଛନ୍ତି । ଏହା ସହିତ ଇଂଲଣ୍ଡର ତୃତୀ



୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

Anupambharat News Bureau | ଦେଶ | | 2828 | Read...

୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର, ୫ା୯ (ଅନୁପମ ମିଡିଆ): ­ ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନ ଆଦି ବିଷୟ ଗୁଡିକରେ ମୂଳ ପ୍ରତିଭାର ବିକାଶ ମାତୃଭାଷା ମାଧ୍ୟମରେ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ସୋମବାର ଗୁରୁଦିବସ ଅବସର



ରାଜପଥ ନାମ ହେବ ‘କର୍ତ୍ତବ୍ୟ’ ପଥ

Anupambharat News Bureau | ଦେଶ | | 2827 | Read...

ରାଜପଥ ନାମ ହେବ ‘କର୍ତ୍ତବ୍ୟ’ ପଥ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜପଥର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜପଥର ନାଁ ଏବେ କର୍ତ୍ତବ୍ୟ ପଥ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାଁ ପରିବର୍ତ୍ତନକୁ କେ



ବଢୁଛି ଭାରତର ବିଦେଶୀ ଋଣ: ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

Anupambharat News Bureau | ଦେଶ | | 2826 | Read...

ବଢୁଛି ଭାରତର ବିଦେଶୀ ଋଣ:  ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ବଢିଛି । ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବିଦେଶୀ ଋଣ ୬୨୦.୭ ବିଲିୟନ ଡଲାର ରହିଛି, ଯାହା ୨୦୨୧ ମାର୍ଚ୍ଚ ଶେଷରେ ଥିବା ଋଣଠ



ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

Anupambharat News Bureau | ଦେଶ | | 2825 | Read...

ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

ନୂଆଦିଲ୍ଲୀ,୩ା୯: ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଆଜି ଅତ୍ୟନ୍ତ ରୋମାଞ୍ଚକର ମନ୍ତବ୍ୟ ଦେଇ ରାଜନୀତିର କେନ୍ଦ୍ରକୁ ଆସିଛନ୍ତି । ଦେଶର ସମସ୍ତ ବିରୋଧୀ ରାଜନୈତିକ ଦଳ ଏକତ୍ରିତ ହେଉଥିବା କଥା ସେ କହିଥିବା ବେଳେ ୨୦୨୪ ନିର



ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2824 | Read...

ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩ା୯(ଅନୁପମ ମିଡ଼ିଆ): ଦୃଢ଼ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି (ରବିବାର)ଜୀବନବ୍ୟାପୀ ସାଧନା ସମ୍ମାନ ବା ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ । ଦିଲ୍ଲୀସ୍ଥିତ ଇଣ୍



ବାତ୍ୟା ସମ୍ଭାବନା ନାହିଁ

Anupambharat News Bureau | ଓଡ଼ିଶା | | 2823 | Read...

ବାତ୍ୟା ସମ୍ଭାବନା ନାହିଁ

ନିକଟରେ ବାତ୍ୟା ହେବାର ସମ୍ଭାବନା ନାହିଁ । ବାତ୍ୟା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଭଳି କିଛି ସୂଚନା ନଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେ କହିଛନ୍ତି ଯେ ଆଇଏମଡି ବାତ୍ୟା ନେଇ କୌଣସି ଆକଳନ କରିନାହିଁ



୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2822 | Read...

୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୩ା୯(ଅନୁପମ ମିଡ଼ିଆ): ମୌସୁମୀ ନିମ୍ନ-ଚାପ ରେଖାର ପଶ୍ଚିମ ଭାଗ ଆଜି ହିମାଳୟର ପାଦଦେଶରେ ଅବସ୍ଥାନ କରିଛି । ଏଥିସହ ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ମୁଜାଫରପୁର, ଜଲପାଈଗୁଡ଼ିରୁ ପୂର୍ବ ଦିଗରେ ଉତ୍ତର



ସ୍ଲରି ପାଇପ ଲାଇନକୁ ବିରୋଧ :କ୍ୟାମ୍ପ ପୋଡି ଓ ଭଙ୍ଗାରୁଜା

Anupambharat News Bureau | ଓଡ଼ିଶା | | 2821 | Read...

 ସ୍ଲରି ପାଇପ ଲାଇନକୁ ବିରୋଧ  :କ୍ୟାମ୍ପ ପୋଡି  ଓ ଭଙ୍ଗାରୁଜା

କେନ୍ଦୁଝର, ୨ା୯(ଅନୁପମ ମିଡ଼ିଆ): ବଡବିଲ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କାରଖାନାର ଦେଓଝର ଠାରୁ ଅନୁଗୁଳ ପର୍ଯ୍ୟନ୍ତ ୨୦୦ କିଲୋମିଟର ସ୍ଲରି ପାଇପ ଲାଇନ ବିଛା ଚାଲିଛି । ଏହି କାମ ଏବେ ବାଂଶପାଳ ତହସିଲ ଅନ୍ତର୍ଗତ ଜମ୍ବିରିପଶିଠାର



ନୌସେନାରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’

Anupambharat News Bureau | ଦେଶ | | 2820 | Read...

ନୌସେନାରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଶକ୍ତିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ଧରରଣର ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇଛି । ନୌସେନାରେ ସାମିଲ ହେବାକୁ ଯାଉଛି ସ୍ୱଦେଶୀ କୌଶଳରେ ନିର୍ମିତ ଏୟାର୍‌କ୍ରାଫଫ କ୍ୟାରିୟର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page