: District News


ଭୁବନେଶ୍ୱର ନାଇଜରରେ ହେବ କ୍ୟାନ୍ସର ହସ୍ପିଟାଲ

Anupambharat News Bureau | ଓଡ଼ିଶା | | 2691 | Read...

ଭୁବନେଶ୍ୱର ନାଇଜରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ): ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍‌ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମା



କଚ୍ଚା ଘରେ ୧୨ ଲକ୍ଷରୁ ଅଧିକ ପରିବାର

Anupambharat News Bureau | ଓଡ଼ିଶା | | 2690 | Read...

କଚ୍ଚା ଘରେ ୧୨ ଲକ୍ଷରୁ ଅଧିକ ପରିବାର

ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ):­ ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ସେହିପରି ରାଜ୍ୟରେ ବର୍ତମାନ ୨୧,୨୩୯ ଭୂମିହୀନ ପରିବାର ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା



ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2689 | Read...

ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ମୁମ୍ବାଇ:ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୧୫ ଜୁଲାଇରେ ସମାପ୍ତ ସପ୍ତାହରେ ୭.୫୪୧ ବିଲିୟନ ଡଲାର ଖସି ୫୭୨.୭୧୨ ବିଲିୟନ ଡଲାରରେ ପହଞ୍ଚିଛି । ଟଙ୍କାର ମୂଲ୍ୟ ହ ୍ରାସ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ବାରମ୍ବାର ହସ୍



ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2688 | Read...

 ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

ମୁମ୍ବାଇ: ସାରା ବିଶ୍ୱର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ଭାରତ କି;ୁ ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି । ବ୍ୟାଙ୍କ ଅଫ୍‌ ବରୋଦାର ବାର୍ଷିକ ବ୍ୟାଙ୍କିଙ୍ଗ୍‌ କନେP୍ଲଭ୍‌ ୨୦୨୨କୁ ଭର୍ଚୁ୍ୟଆ



ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

Anupambharat News Bureau | ଓଡ଼ିଶା | | 2687 | Read...

ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

ଭୁବନେଶ୍ୱର, ୨୩ା୭ (ଅନୁପମ ମିଡିଆ): ଓଲିଉଡ୍‌ର ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ଘର କଳି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ନାୟକ ବାବୁସାନ୍‌ ଓ ନାୟିକା ପ୍ରକୃତି ମିଶ୍ର ଏକାଠି ଯାଉଥିବା ବେଳେ ନାୟକଙ୍କ ପତ୍ନୀ ତୃପ୍ତି



ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ, ଗିରଫ ହେଲେ ଅର୍ପିତା

Anupambharat News Bureau | ଦେଶ | | 2686 | Read...

 ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ,  ଗିରଫ ହେଲେ ଅର୍ପିତା

କୋଲକାତା: ଚଳିତ ଶାସନ ବ୍ୟବସ୍ଥାରେ ଯଦିଓ କଡ଼ା ନିୟମାବଳୀ କାର୍ଯ୍ୟକାରୀ କରୁଛି ତେବେ ମଧ୍ୟ କେତେକ କ୍ଷେତ୍ରରେ ସରକାରଙ୍କ କୋହଳ ମନୋଭାବ ଏବଂ ଉଦାସୀନତାର ସୁଯୋଗ ନେଇ ବିଶିଷ୍ଟ ବ୍ୟକ୍ତିମାନେ କୋଟି କୋଟି ଟଙ୍କାର ଜାଲିଆତି କର



ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

Anupambharat News Bureau | ଦେଶ | | 2685 | Read...

ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

ନୂଆଦିଲ୍ଲୀ: ଭାରତରେ ଗଣମାଧ୍ୟମର କାର୍ଯ୍ୟକଳାପର ସୀମା ଟପି ଯାଇଥିବା ସମ୍ପର୍କରେ ହୃଦବୋଧ କରାଇଛନ୍ତି ଭାରତର ମୁଖ୍ୟ ନ୍ୟାୟାଧୀଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା । ବିଭିନ୍ନ ଜାତୀୟ ଗଣମାଧ୍ୟମର



କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

Anupambharat News Bureau | ଓଡ଼ିଶା | | 2684 | Read...

କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

ରାୟଗଡ଼ା, ୨୩ ।୭ (ଅନୁପମ ମିଡିଆ) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଆଉ ଜଣକର ମୃତୁ୍ୟ ଘଟିଛି । ଫଳରେ ବ୍ଲକରେ ଝାଡ଼ାବାନ୍ତିଜନିତ ମୃତୁ୍ୟ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ମୃତ



ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

Anupambharat News Bureau | ଦେଶ | | 2683 | Read...

 ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ : ବିଶ୍ୱରେ ମଙ୍କିପକ୍ସ ମାମଲା ଚିନ୍ତାଜନକ ଭାବେ ବଢିଚାଲିଛି । ଭାରତରେ ମଧ୍ୟ ଏହା ନିଜର କାୟା ମେଲାଇ ଚାଲିଛି । ଶନିବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲìଏଚ୍‌ଓ ) ଏହାକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପର



ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

Anupambharat News Bureau | ଦେଶ | | 2682 | Read...

 ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଜି କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଦେଶର ସର୍ବୋଚ୍ଚ ବ୍ୟକ୍ତିଙ୍କୁ ସମ୍ମାନୀୟ ଭାବେ ଆଜି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କର



ହକି ଇଣ୍ଡିଆ ସଙ୍କଟ: ଆସନ୍ତା ମାସରେ ଭାରତ ଆସିବ ଏଫ୍‌ଆଇଏଚ୍‌ ଦଳ

Anupambharat News Bureau | କ୍ରୀଡ଼ା | | 2681 | Read...

ହକି ଇଣ୍ଡିଆ ସଙ୍କଟ: ଆସନ୍ତା ମାସରେ ଭାରତ ଆସିବ ଏଫ୍‌ଆଇଏଚ୍‌ ଦଳ

ନୂଆଦିଲ୍ଲୀ,୨୧ା୭: ନବ ନିଯୁକ୍ତ ଅନ୍ତରୀଣ ସଭାପତି ସୈଫ ଅହମ୍ମଦଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ହକି ଫେଡେରେସନ୍‌ (ଏଫ୍‌ଆଇଏଚ୍‌) ଦଳ ଅଗଷ୍ଟ ୧୫ ରେ ଭାରତ ଗସ୍ତ କରି ନୂଆ ସମ୍ବିଧାନ କାର୍ଯ୍ୟକାରୀ କରିବ



ଆଜିଠୁ ଭାରତ-େୱଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌

Anupambharat News Bureau | କ୍ରୀଡ଼ା | | 2680 | Read...

ଆଜିଠୁ ଭାରତ-େୱଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨୧ା୭: ଭାରତ ଓ େୱଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ସମ୍ପ୍ରତି ଦିନିକିଆ ଫର୍ମାଟ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବା ବେ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page