: District News


ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

Anupambharat News Bureau | ଓଡ଼ିଶା | | 1265 | Read...

ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

ପୁରୀ,୧ା୭(ଅନୁପମମିଡ଼ିଆ): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସନ୍ଧ୍ୟା ପୂର୍



ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

Anupambharat News Bureau | ଓଡ଼ିଶା | | 1264 | Read...

ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

ଭୁବନେଶ୍ୱର, ୧ା୭(ଅନୁପମମିଡ଼ିଆ): ରାଜ୍ୟରେ ଆଜି ଆଉ ୨୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୭୩୧୬କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛ



ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

Anupambharat News Bureau | ଦେଶ | | 1263 | Read...

ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

ନୂଆଦିଲ୍ଲୀ,୧ା୭: ଦେଶରେ କରୋନା ମହାମାରୀ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୦୭ ଜଣଙ୍କ ମୁଣ୍ଡ ନେଇଛି । ଏହି କରୋନା ଭୂତାଣୁର ସଂକ୍ରମଣରେ ଦିନକରେ ସର୍ବାଧିକ ୧୮,୬୫୩ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ଼ ହସ୍‌ପିଟାଲ୍‌ରେ



ବଢିଲା ବସ୍‌ ଭଡ଼ା

Anupambharat News Bureau | ଓଡ଼ିଶା | | 1262 | Read...

ବଢିଲା ବସ୍‌ ଭଡ଼ା

ଭୁବନେଶ୍ୱର, ୧ା୭ (ଅନୁପମ ମିଡ଼ିଆ): ଓଡିଶାରେ ବସ୍‌ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର । ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ଦୁଇ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓଏସି ଡିଲକ୍ସ ବସ୍‌ ଭଡ଼ା ଚାରି ପଇସା ଲେଖାଏଁ ବଢି



ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

Anupambharat News Bureau | ଓଡ଼ିଶା | | 1261 | Read...

ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

ଭୁବନେଶ୍ୱର, ୧ା୭(ଅନୁପମମିଡ଼ିଆ): ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ କରା ଯିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି । ତେଣୁ ଛାତ୍ର ଛାତ୍ରୀଙ୍କୁ ବଳକା ଥିବା ପରୀକ୍ଷା ଦେବାକ



ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

Anupambharat News Bureau | ବିଦେଶ | | 1257 | Read...

ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

ମେକ୍ସିକୋ: ମେକ୍ସିକୋରେ ମହିଳା ବିରୋଧି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ପ୍ରାୟ ୯୮୭ରୁ ଅଧିକ ମହିଳା ଓ ଯୁବତୀଙ୍କୁ ହତ୍ୟା କରାଯାଇ ସାରିଛି । ତେବେ ଏହାରୁ ଦେଶର ରାଷ୍ଟ୍ରପତି ଲୋପେଜ୍‌ ଓବ୍ରୋଡୋର୍‌ ଖଣ୍ଡାନ



ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

Anupambharat News Bureau | ଦେଶ | | 1256 | Read...

ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । କେନ୍ଦ୍ର ସରକାରଙ୍କ ଯେବେ ନିଷ୍ପତ୍ତି ନେବେ ତା’ପରେ ସ୍କୁଲ-କଲେଜ୍‌ ଖୋଲିବ । ସେତେବେଳ ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍



ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

Anupambharat News Bureau | ଦେଶ | | 1255 | Read...

ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ନୂଆ ମାର୍ଗଦର୍ଶନ ଜାରିକରିଛନ୍ତି । ଏଥିରେ ସାର୍ବଜନିକ ସ୍ଥାନକୁ ଯାତାୟାତ ହେଉଥିବା ଲୋକଙ୍କୁ ୩ ପରସ୍ତ ନନ୍‌ ମେଡିକାଲ ମାସ୍କ ବ୍ୟବହା



ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

Anupambharat News Bureau | ଦେଶ | | 1253 | Read...

ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

ନୂଆଦିଲ୍ଲୀ,୫ା୬: ଚଳିତ ବର୍ଷର ସଭିଲ ସର୍ଭିସ ପ୍ରାରମ୍ଭିକ ପରୀକ୍ଷା (ପ୍ରିଲିମ୍‌) ଆକେଫାବର ୪ରେ ଅନୁଷ୍ଠିତ ହେବ । କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି । ୟୁପିଏସ୍‌ସିର ସଂଶୋଧିତ ବ



ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ

Anupambharat News Bureau | ଓଡ଼ିଶା | | 1252 | Read...

ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ

ଭୁବନେଶ୍ୱର,୫ା୬(ଅନୁପମମିଡ଼ିଆ): ରାଜ୍ୟ ସରକାରଙ୍କ ପୂର୍ବ ଘୋଷିତ ପ୍ରକାରେ ଆସନ୍ତାକାଲିଠାରୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ ଆରମ୍ଭ ହେବ । ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ଅଧିକ ସଂକ୍ରମଣ ହୋଇଥିବ



ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

Anupambharat News Bureau | ଦେଶ | | 1248 | Read...

ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ :ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଏକ ବଡ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି । ଏବେ ଉଭୟ ଦେଶ ପରସ୍ପରର ସାମରିକ ଘାଟିକୁ ବ୍ୟବହାର କରିପାରିବେ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛ



ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

Anupambharat News Bureau | ଦେଶ | | 1247 | Read...

ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ମଲªୁରମ: କେରଳର ସାଇଲେଣ୍ଟ ଭ୍ୟାଲି ଜଙ୍ଗଲ ନିକଟସ୍ଥ ଗାଁରେ ଗର୍ଭବତୀ ହାତୀକୁ ଅତି ଅମାନୁଷିକ ଭାବେ ବିସ୍ପୋରକ ଭର୍ତ୍ତି ସପୁରିଖୁଆଇ ହତ୍ୟା ଘଟଣାରେ ମାନବିକତା ଉପରେ ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ଘୋର ନିନ୍ଦା କରାଯାଉଛି ।




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page