: District News


ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

Anupambharat News Bureau | ଓଡ଼ିଶା | | 1170 | Read...

ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

ଭୁବନେଶ୍ୱର,୧୨ା୫(ଅନୁପମମିଡ଼ିଆ):ରାଜ୍ୟ ପାଇଁ ଖୁସି ଖବର । ମଙ୍ଗଳବାର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୩୧ ଜଣ କରୋନା ପଜିଟିଭ୍‌ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯା



ଦିନକୁ ଦିନ ସାଂଘାତିକ ରୂପ ନେଉଛି

Anupambharat News Bureau | ଦେଶ | | 1169 | Read...

ଦିନକୁ ଦିନ ସାଂଘାତିକ ରୂପ ନେଉଛି

ନୂଆଦିଲ୍ଲୀ,୯ା୫: ସାଂଘାତିକ ରୂପ ଧାରଣ କରିଛି କରୋନା ଭାଇରସ ଜନିତ ମହାମାରୀ । ସମଗ୍ର ବିଶ୍ୱରେ ଏହି କରୋନା ମହାମାରୀର ଭୟାବହତା ଅତ୍ୟନ୍ତ ଭୟଙ୍କର ଭାବେ ମୃତୁ୍ୟ ସଂଖ୍ୟାକୁ ବୃଦ୍ଧି କରିବାରେ ଲାଗିଛି । ସମଗ୍ର ଭାରତବର୍ଷରେ ଆଜ



ମାଟ୍ରିକ ଖାତା ଦେଖା ୨୦ରୁ ­

Anupambharat News Bureau | ଓଡ଼ିଶା | | 1168 | Read...

ମାଟ୍ରିକ ଖାତା ଦେଖା ୨୦ରୁ ­

ଭୁବନେଶ୍ୱର, ୯ା୫(ଅନୁପମ ମିଡ଼ିଆ): ରାଜ୍ୟରେ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଗାମୀ ୨୦ ମଇରୁ ଆରମ୍ଭ ହେବ । ଆଗାମୀ ୧୯ ମଇରେ ଖାତା ଦେଖିବାକୁ ଶିକ୍ଷକ ମାନେ ଖାତା ଦେଖା କେନ୍ଦ୍ରରେ ପହଞ୍ଚିବେ । ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ରାଜ୍ୟ



ରାଜ୍ୟବାସୀ ଭୟଭୀତ ହୁଅ;ୁ ନାହିଁ : ବାଗଚୀ

Anupambharat News Bureau | ଓଡ଼ିଶା | | 1167 | Read...

ରାଜ୍ୟବାସୀ ଭୟଭୀତ ହୁଅ;ୁ ନାହିଁ : ବାଗଚୀ

ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କି;ୁ



ଆଉ ପାଞ୍ଚ ସୁସ୍ଥ ହେଲେ

Anupambharat News Bureau | ଓଡ଼ିଶା | | 1166 | Read...

ଆଉ ପାଞ୍ଚ ସୁସ୍ଥ ହେଲେ

ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଉ ପାଞ୍ଚ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ଚାରିଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଯାଜପୁରର । ଏଥି



ଗଞ୍ଜାମ ଜିଲ୍ଲାରେ ବେକାବୁ

Anupambharat News Bureau | ଓଡ଼ିଶା | | 1165 | Read...

ଗଞ୍ଜାମ ଜିଲ୍ଲାରେ ବେକାବୁ

ବ୍ରହ୍ମପୁର/ଛତ୍ରପୁର, ୯ା୫(ଅନୁପମମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ବେକାବୁ ହେବାରେ ଲାଗିଛି । ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧିି ଜିଲ୍ଲାବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିବାରେ ଲାଗିଛି । ଅନ୍ୟପକ୍ଷେ ସମସ୍ତ



ରାଜ୍ୟରେ ହୁହୁ ବଢ଼ୁଛି କରୋନା ପଜିଟିଭ ନୟାଗଡକୁ ଛୁଇଁଲା କୋଭିଡ଼, ୧୯ ଜିଲ୍ଲାକୁ ବ୍ୟାପିଲା ଭୂତାଣୁ, ଆକ୍ରାନ୍ତ ସଂଖ୍ୟା ୨୯୪କୁ ଛୁଇଁଲା

Anupambharat News Bureau | ଓଡ଼ିଶା | | 1164 | Read...

ରାଜ୍ୟରେ ହୁହୁ ବଢ଼ୁଛି କରୋନା ପଜିଟିଭ ନୟାଗଡକୁ ଛୁଇଁଲା କୋଭିଡ଼, ୧୯ ଜିଲ୍ଲାକୁ ବ୍ୟାପିଲା ଭୂତାଣୁ, ଆକ୍ରାନ୍ତ ସଂଖ୍ୟା ୨୯୪କୁ ଛୁଇଁଲା

ଭୁବନେଶ୍ୱର,୯ା୫(ଅନୁପମମିଡ଼ିଆ): ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା । ଶନିବାର ଓଡିଶାରେ ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ପକ୍ଷରୁ ଜଣଙ୍କୁ ଛାଡି ଦେଲେ ବାକି ସମସ୍ତେ ସୁରତ ଫେରନ



ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା

Anupambharat News Bureau | ଓଡ଼ିଶା | | 1163 | Read...

ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ):­ ଓଡିଶା ଫେରିଥିବା ପ୍ରବାସୀଙ୍କ ପାଇଁ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଯେଉଁ ପ୍ରବାସୀ ଓଡ଼ିଆ ଫେରି



ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ପରୀକ୍ଷା

Anupambharat News Bureau | ଓଡ଼ିଶା | | 1162 | Read...

ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ପରୀକ୍ଷା

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ତିନି ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନିର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍‌) ପରୀକ୍ଷା ଜୁନ ୨୦ ତାରିଖ ପରେ ଆର



ଓଡ଼ିଶା ଫେରିଲେଣି ୩୫ ହଜାର ପ୍ରବାସୀ

Anupambharat News Bureau | ଓଡ଼ିଶା | | 1161 | Read...

ଓଡ଼ିଶା ଫେରିଲେଣି ୩୫ ହଜାର ପ୍ରବାସୀ

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ମଇ ­ ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ବୁଧବାର ୭୪୫୧ ଜଣ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩



ବୟସ୍କ, ଦୂରାରୋଗ୍ୟ ପୀଡିତଙ୍କ ଯତ୍ନ ନିଅ;ୁ

Anupambharat News Bureau | ଓଡ଼ିଶା | | 1160 | Read...

ବୟସ୍କ, ଦୂରାରୋଗ୍ୟ ପୀଡିତଙ୍କ ଯତ୍ନ ନିଅ;ୁ

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ­ ଘରେ ବୟସ୍କ , ଡାଏବିଟିସ୍‌ , ରକ୍ତଚାପ କିମ୍ବା କିଡନୀ ସମ୍ପର୍କିତ ରୋଗୀ ଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅ;ୁ । ସେମାନଙ୍କର ଯତ୍ନ ନିଅ;ୁ । ସେମାନଙ୍କୁ ମାସ୍କ ପିନ୍ଧା;ୁ , ବାରମ୍



ରାଜ୍ୟରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

Anupambharat News Bureau | ଓଡ଼ିଶା | | 1159 | Read...

ରାଜ୍ୟରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ):­ ରାଜ୍ୟରେ କରୋନାରେ ଦ୍ୱିତୀୟ ମୃତୁ୍ୟ ଘଟିଛି । ଭୁବନେଶ୍ୱରର ମଧୁସୂଦନ ନଗରର କରୋନା ସଂକ୍ରମିତ ୭୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ କିମ୍ସ ହସପିଟାଲରେ ମୃତୁ୍ୟ ବରଣ କରିଛନ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page