Anupambharat News Bureau | ଓଡ଼ିଶା | | 1834 | Read...
ଭୁବନେଶ୍ୱର, ୭ା୨(ଅନୁପମ ମିଡ଼ିଆ): ଆସନ୍ତାକାଲି (ସୋମବାର)ଠାରୁ ନବମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ । କୋଭିଡ୍ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ । ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ଏପ୍ରିଲ୍&
Anupambharat News Bureau | ଦେଶ | | 1833 | Read...
ନୂଆଦିଲ୍ଲୀ,୭ା୨: ଉତ୍ତରାଖଣ୍ଡରେ ରବିବାର ସକାଳେ ଭୟଙ୍କର ହିମÕଳନ ଯୋଗୁ ୧୦ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୭୦ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ଜଣାପଡ଼ିଛି । ଘଟଣାରେ ନିଖୋଜକଙ୍କ ପତ୍ତା ମିଳିପାରୁ ନଥିବାରୁ ମୃତୁ୍ୟ ସଂଖ୍ୟ୍ରା ୧
Anupambharat News Bureau | ଓଡ଼ିଶା | | 1832 | Read...
ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ): ଆଗ ଧାଡ଼ିର ପ୍ରମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ଆଜିଠାରୁ ଆରମ୍ଭ ହୋଇଛି । ଏହି କ୍ରମରେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ କରୋନା ଟିକା ନେଇଛନ୍ତି । କଟକର ଇଣ୍ଡୋର ଷ୍ଟାଡିୟମ ଠାରେ ସେ ଏହି ଟ
Anupambharat News Bureau | ଓଡ଼ିଶା | | 1831 | Read...
ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପ୍ରଥମରୁ ଅଷ୍ଟମ ଖୋଲିବାକୁ ଏସଆରସି ମାର୍ଗଦର୍ଶିକା ଜ
Anupambharat News Bureau | ଦେଶ | | 1830 | Read...
ନୂଆଦିଲ୍ଲୀ,୬ା୨: କୋଭିଡ଼-୧୯ କରୋନା ରୋଗରୁ ମୁକ୍ତ ହେବା ପାଇଁ ବିଶ୍ୱରେ ପ୍ରଥମ ଥର ପାଇଁ ବହୁମାତ୍ରାରେ ଭାରତରେ ହିିଁ ଟିକାକରଣ ଆରମ୍ଭ ହୋଇଛି । ଏପରିକି ୫୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରଥମ ପର୍ଯ୍ୟାୟରେ ଟିକା ପାଇଛନ୍ତି । ତ
Anupambharat News Bureau | ଓଡ଼ିଶା | | 1829 | Read...
ଯାଜପୁର,୬ା୨(ଅନୁପମ ମିଡିଆ): ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକର ହତ୍ୟାକାଣ୍ଡ ଗୁମାର ଧୀରେ ଧୀରେ ଖୋଲିବାରେ ଲାଗିଛି । ଅଭିଯୁକ୍ତ ରାକେଶ ଝରାଫୁଲକୁ ଖାଦ୍ୟପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେବା
Anupambharat News Bureau | ଓଡ଼ିଶା | | 1828 | Read...
ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ): ସର୍ବ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଘଣ୍ଟିଆ ଚକାଜାମ୍ କରାଯାଇଛି । କୃଷି ଆଇନ୍ ବାତିଲ ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର
Anupambharat News Bureau | ଦେଶ | | 1827 | Read...
ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର । ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ ସ୍ୱତନ୍ତ୍ର ହେବାକୁ ଯାଉଛି । ଗୋଟିଏ ପଟେ ଦେଶର ସାଧାରଣ ବଜେଟ ଉପସ୍
Anupambharat News Bureau | ଦେଶ | | 1826 | Read...
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । ଅସ;ୁଷ୍ଟ ଟିଏମସି ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ଏହା ସହିତ କେନ୍ଦ୍ରୀୟ ନେତାମାନଙ୍କ ଘନଘନ ବେଙ୍ଗଲ ଗସ୍ତ ମଧ୍ୟ ଟି
Anupambharat News Bureau | ଓଡ଼ିଶା | | 1825 | Read...
ଜୟପୁର/କୋରାପୁଟ,୩୧ା୧(ଅନୁପମ ମିଡ଼ିଆ): କୋଟପାଡ ଥାନା ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଏଖ ପିକଅପ୍ ଭ୍ୟାନ୍ ଓଲଟି ପଡିବାରୁ ୧୦ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶି
Anupambharat News Bureau | ଓଡ଼ିଶା | | 1824 | Read...
ଭୁବନେଶ୍ୱର, ୩୧ା୧ (ସ୍ୱତନ୍ତ୍ର ପ୍ରତିନିଧି): ବୃଦ୍ଧବୃଦ୍ଧାଙ୍କୁ ମାସିକ ପେନସନ୍ରୁ ଆରମ୍ଭ କରି ଛତା, କମ୍ବଳ, ମଶାରୀ ପାଇଁ ଆର୍ଥିକ ସହାୟତା ପ୍ରଦାନ, ବରିଷ୍ଠ ନାଗରିକ ତୀର୍ଥ ଭ୍ରମଣ, ହବିଷ୍ୟାଳିଙ୍କୁ ପୁରୀରେ ମାଗଣା ରହଣୀ ଓ
Anupambharat News Bureau | ଦେଶ | | 1823 | Read...
ନୂଆଦିଲ୍ଳୀ,୩୧ା୧: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଆସନ୍ତାକାଲଇ ୧୧ଟାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ବଜେଟ ।