Anupambharat News Bureau | ଦେଶ | | 2715 | Read...
ଭୁବନେଶ୍ୱର: ତାଲାବନ୍ଦଠାରୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥର ଚରି ଯୋଡ଼ା ଏକ୍ସପ୍ରେସ ରେଳ ସେବାକୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ବ୍ୟତୀତ ପୂର
Anupambharat News Bureau | ଓଡ଼ିଶା | | 2714 | Read...
ଭୁବନେଶ୍ୱର: ଗତକାଲି ୫ଜି ସ୍ପେକଫ୍ର ମ୍ ନିଲାମ ପ୍ରକ୍ରିୟା ଶେଷ ହେବା ସହ କେଉଁ କଂପାନି କେଉଁ ଟେଲିକମ୍ ସର୍କଲର ସ୍ପେକଫ୍ର ମ୍ ହାସଲ କରିଛନ୍ତି ତାହାର ତାଲିକା ଜାରି ହୋଇଛି । ଓଡ଼ିଶା ପାଇଁ କେବଳ ରିଲାଏନ୍ସ ଜିଓ ଓ ଭାରତୀ ଏ
Anupambharat News Bureau | ବିଦେଶ | | 2713 | Read...
ବେଜିଂ:ଏକ ଚୀନ ନୀତି ଉଲ୍ଲଂଘନ କରାଯାଇଥିବାରୁ ଆମେରିକା ଓ ତାଇୱାନ ବିରୋଧରେ ଶକ୍ତ ଓ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚୀନ ଚେତାବନୀ ଦେଇଛି । ଚୀନର ଚେତାବନୀକୁ ନମାନି ଆମେରିକୀୟ ପ୍ରତିନିଧି ସଭାର ବାଚସ୍ପତି ନାନସୀ
Anupambharat News Bureau | ଓଡ଼ିଶା | | 2712 | Read...
ଭୁବନେଶ୍ୱର, ୧ା୭(ଅନୁପମ ମିଡ଼ିଆ): ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନକରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କର;ୁ । ମୋର ବିଶ୍ୱାସ, ମୋ ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ଉ
Anupambharat News Bureau | ବିଦେଶ | | 2711 | Read...
ଆବୁଧାବ,୩୦ା୭: ସଂଯୁକ୍ତ ଆରବ ଇମିରାଟ (ୟୁଏଇ)ରେ ପ୍ରବଳ ବର୍ଷା ଜନିତ ବନ୍ୟାରେ ଅତିକମ୍ରେ ୭ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ ଅନେକ ଲୋକଙ୍କ ନିଖୋଜ ଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବହୁ ଅଞ୍ଚଳରେ ବିଭିନ୍ନ ନଗର
Anupambharat News Bureau | ଓଡ଼ିଶା | | 2710 | Read...
ଭୁୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ୨୦୨୪ ନିର୍ବାଚନରେ ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ ବିଜେଡି । ବିଜେଡି ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି । ବିରୋଧୀଙ୍କ କିଛି ହାୱା କାମ ଦେବନି । ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକ
Anupambharat News Bureau | ଓଡ଼ିଶା | | 2709 | Read...
ଭୁବନେଶ୍ୱର, ୩୦ା୭ (ଅନୁପମ ମିଡ଼ିଆ): ପତ୍ନୀ ତୃପ୍ତି ଦେଇଥିବା ଏତଲା ଆଧାରରେ ଆଜି ଜନ୍ମଦିନରେ ବାବୁସାନ୍ ଖାରବେଳ ଥାନାରେ ହାଜର ହୋଇଛନ୍ତି । ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ର
Anupambharat News Bureau | ଓଡ଼ିଶା | | 2708 | Read...
ଭୁବନେଶ୍ୱର, ୩୦ା୭ (ଅନୁପମ ମିଡ଼ିଆ): ବିରୋଧୀ ଦଳ ନେତା ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଇଛନ୍ତି ଜୟନାରା
Anupambharat News Bureau | ଓଡ଼ିଶା | | 2707 | Read...
ଭୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମନି ଲଣ୍ଡରିଂ ଆକଫ ଅନୁଯାୟୀ ତାଙ୍କର ଏହି ସ
Anupambharat News Bureau | ଦେଶ | | 2706 | Read...
ନୂଆଦିଲ୍ଲୀ,୩୦ା୭:ଭାରତରେ ମଙ୍କିପକ୍ସ ଭୂତାଣୁର ସଂକ୍ରମଣ କ୍ରମେ ଗୋଟିଏ ପରେ ଗୋଟିଏ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦେଶରେ ମଙ୍କିପକ୍ସର ଚିହ୍ନଟ ବହୁ ସଂଖ୍ୟାରେ ବଢ଼ିଯାଇଥିବା ବେଳେ ଭାରତରେ କିନ୍ତୁ ପଞ୍ଚ
Anupambharat News Bureau | ଓଡ଼ିଶା | | 2705 | Read...
ଭୁୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ଦରଦାମ ବୃଦ୍ଧି ଘଟିଛି । ପେଟ୍ରୋଲ ଡିଜେଲର ମୂଲ୍ୟ ମଧ୍ୟ ବଢିଲାଣି । ତେଣୁ ଯେତିକି ଅର୍ଥ ବିଧାୟକ ମାନଙ୍କୁ ଦରମା ଓ ଭତ୍ତା ବାବଦରେ ପ୍ରଦାନ କରା ଯାଉଛି ତାହା ସେମାନଙ୍କୁ ଯଥେଷ୍ଟ ହେଉ ନାହି
Anupambharat News Bureau | ଦେଶ | | 2704 | Read...
କୋଲକାତା : ବହିଷ୍କୃତ ହୋଇଛନ୍ତି ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ପାର୍ଥଙ୍କ ହ