: District News


ବାଲି ଚାଲାଣରୁ ଗାଡ଼ି ପୋଡ଼ି ଘଟଣା: ଥାନା ଘେରାଉରୁ ଲାଠିଚାର୍ଜ

Anupambharat News Bureau | ଓଡ଼ିଶା | | 1541 | Read...

ବାଲି ଚାଲାଣରୁ ଗାଡ଼ି ପୋଡ଼ି ଘଟଣା:  ଥାନା ଘେରାଉରୁ ଲାଠିଚାର୍ଜ

ହିିଳିକାଟୁ, ୨୩ା୮(ଅନୁପମ ମିଡ଼ିଆ): ହିଞ୍ଜିଳି ଥାନା ସ୍ଥିତ କାଳିଦାସପୁରରେ ବାଲି ଚାଲାଣକୁ ବିରୋଧ କରି ଗାଡ଼ି ପୋଡ଼ି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ରବିବାର ଗ୍ରାମବାସୀ ଥାନା ଘେରାଉକୁ ନେଇ ଉତ୍ତେଜନା ପରିସ୍ଥିତି



ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

Anupambharat News Bureau | ଦେଶ | | 1540 | Read...

ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

ନୂଆଦିଲ୍ଲୀ, ୨୩ା୮: ଚଳଚ୍ଚିତ୍ର ଶିଳ୍ପ ପାଇଁ ରବିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସଓପି)ଜାରି କରଛି କେନ୍ଦ୍ର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏସଓପି ଅଣାଯାଇଛି ବୋଲି ଘୋଷଣା କରିଛନ୍ତି ସୂଚନା ଓ ପ୍ରସ



୨୬ ଯାଏଁ ବର୍ଷିବ

Anupambharat News Bureau | ଓଡ଼ିଶା | | 1539 | Read...

୨୬ ଯାଏଁ ବର୍ଷିବ

ଭୁବନେଶ୍ୱର, ୨୩ା୮(ଅନୁପମ ମିଡ଼ିଆ): ବାଂଲାଦେଶ ଏବଂ ତାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୫.୮ କିମି ରୁ ୭.୬ କିମି ମଧ୍ୟରେ ବାୟୁମଣ୍ଡଳରେ ଗୋଟିଏ ଘୁର୍ଣ୍ଣିବଳୟ ରହିଛି ଏହା ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର ବଙ୍ଗୋପସା



ପିକ୍‌ରେ ରହିଛି ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଚାରି ବ୍ଳକରେ ଅଧିକ ପଜିଟିଭ୍‌

Anupambharat News Bureau | ଓଡ଼ିଶା | | 1538 | Read...

 ପିକ୍‌ରେ ରହିଛି ଭୁବନେଶ୍ୱର:  ଖୋର୍ଦ୍ଧା ଜିଲ୍ଲାର ଚାରି ବ୍ଳକରେ ଅଧିକ ପଜିଟିଭ୍‌

ଭୁବନେଶ୍ୱର, ୨୨ା୮(ଅନୁପମ ମିଡ଼ିଆ): ପ୍ରତିଦିନ ଟେଷ୍ଟିଂ ବଢୁଥିବାରୁ ଭୁବନେଶ୍ୱରରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବା ସ୍ୱାଭାବିକ । ବର୍ତ୍ତମାନ ଭୁବନେଶ୍ୱର ପିକ୍‌ରେ ଅଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ



ରାଜ୍ୟ ସରକାର ସାଜିଛନ୍ତି ପ୍ରପଟି ଡିଲର: ସମ୍ବିତ

Anupambharat News Bureau | ଓଡ଼ିଶା | | 1537 | Read...

ରାଜ୍ୟ ସରକାର ସାଜିଛନ୍ତି ପ୍ରପଟି ଡିଲର: ସମ୍ବିତ

ଭୁବନେଶ୍ୱର, ୨୨ା୮(ଅନୁପମ ମିଡ଼ିଆ):ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଛନ୍ତି । କି;ୁ ଧର୍ମଶାଳା ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆଇନ ରହ



ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 1536 | Read...

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୨ା୮(ଅନୁପମ ମିଡ଼ିଆ):ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।



କିଆ ସୋନେଟ୍‌ ପ୍ରଥମଦିନର ବୁକିଂ ୬,୫୨୩

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1535 | Read...

କିଆ ସୋନେଟ୍‌ ପ୍ରଥମଦିନର ବୁକିଂ ୬,୫୨୩

ନୂଆଦିଲ୍ଲୀ:କିଆ ସୋନେଟ୍‌ ପ୍ରଥମଥର ବୁକିଂ ୬,୫୨୩ ରହିଥିବା ଜଣାପଡିଛି ।ସୋନେଟ୍‌ ସେପେଫମ୍ବରରେ ବଜାର ପ୍ରବେଶ କରିବ । ଅନ୍ୟ କାର୍‌ ଗୁଡିକ ତୁଳନାରେ ଅଧିକ ପ୍ରତିଯୋଗିତା କରିବ । ଯେଉଁଥିରେ ସବ୍‌କମ୍ପାଟ୍‌ ଏସ୍‌ୟୁଭ



ଟୟେଟା ଆର୍ବାନ୍‌ କ୍ର୍ୟସେର୍‌ ବୁକିଂ ଆରମ୍ଭ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1534 | Read...

ଟୟେଟା ଆର୍ବାନ୍‌ କ୍ର୍ୟସେର୍‌ ବୁକିଂ ଆରମ୍ଭ

ନୂଆଦିଲ୍ଲୀ:ଟୟେଟା ଇଣ୍ଡିଆ ପକ୍ଷରୁ ଆର୍ବାନ୍‌ କ୍ର୍ୟସେର୍‌ ସବ୍‌କମ୍ପାଟ୍‌ ଏସ୍‌ୟୁଭି ବୁକିଂ ଆରମ୍ଭ ହୋଇଛି । ଏହି ବୁକିଂଗୁଡିକ ଟୟେଟା ଡିଲରସିପ୍‌ ଓ ଅନ୍‌ଲାଇନ୍‌ରେ ହୋଇଛି । ବୁକିଂ ବାବଦରେ ଗ୍ରାହକଙ୍କୁ କେବଳ



ସୁନା ଓ ରୁପା ମୂଲ୍ୟରେ ହ୍ରାସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1533 | Read...

ସୁନା ଓ ରୁପା ମୂଲ୍ୟରେ ହ୍ରାସ

ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ଓ ରୁପା ମୂଲ୍ୟରେ ହ୍ରାସ ହୋଇଛି । ସୁନା ମୂଲ୍ୟରେ ୧୦ଗ୍ରାମ ପିଛା ୪ହଜାର ହ୍ରାସ ଚଳିତ ମାସରେ ହୋଇଛି । ସୁନା ଓ ରୁପା ମୂଲ୍ୟ ଭାରତୀୟ ବଜାରରେ ସପ୍ତାହିକରେ ହ୍ରାସ ଘଟ



କିଏ ଯାଣିଛି ଭାଇରସ୍‌ କେବେ ଯିବ ?

Anupambharat News Bureau | ଦେଶ | | 1532 | Read...

କିଏ ଯାଣିଛି ଭାଇରସ୍‌ କେବେ ଯିବ ?

ନୂଆଦିଲ୍ଲୀ: ସାରାବିଶ୍ୱରେ ଅଣାୟତ ରହିଛି କରୋନା ଭାଇରସ । ତେବେ ଭାଇରସର ପ୍ରକୋପ କେବେ କମିବ ସେନେଇ କେହି ବି କହିବା ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ ରହିଛି । କି;ୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡାବ୍ଲìଏଚ୍‌ଓ) କରୋନା ମହ



ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

Anupambharat News Bureau | ଦେଶ | | 1531 | Read...

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

ନୂଆଦିଲ୍ଲୀ: ଦେଶରେ ଆଜି ଗଣେଶ ପୂଜା ପର୍ବ ପାଳନ କରାଯାଉଛି । କି;ୁ ଏଥର କରୋନା ମହାମାରୀ କାରଣରୁ କୌଣସି ପର୍ବ ପୂର୍ବ ଭଳି ପାଳନ ହେବ ନାହିଁ । ଏଥିପାଇଁ ଘରେ ରହି କିମ୍ବା କମ୍‌ ଲୋକଙ୍କ ସହ ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ଉ



ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

Anupambharat News Bureau | ଦେଶ | | 1530 | Read...

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ବିତିଗଲାଣି । ଏତେ ଦିନ ବିତି ଯାଇଥିଲେ ହେଁ ଯାଞ୍ଚ ଏଜେନ୍ସି ଓ ମୁମ୍ବାଇ ପୁଲିସ ଅଭିନେତାଙ୍କ ମୃତ୍ୟୁ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଖୋଜି ପାଇପାରି ନାହ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page