: District News


ଅଂଶୁଘାତ: ଦିନକରେ ପାଞ୍ଚ ମୃତ

Anupambharat News Bureau | ଓଡ଼ିଶା | | 135 | Read...

ଅଂଶୁଘାତ: ଦିନକରେ ପାଞ୍ଚ ମୃତ

ଭୁବନେଶ୍ୱର, ୧୭ ।୫ (ଅନୁପମ ମିଡିଆ): ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ପାଞ୍ଚଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ଆସିଛି । ବଲାଙ୍ଗୀର, ପୁରୀ , କେନ୍ଦୁଝର, ବୌଦ୍ଧ ଓ ନୂଆପଡା ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଅ



ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

Anupambharat News Bureau | ଓଡ଼ିଶା | | 134 | Read...

ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ସାଉଥ୍‌କୋର ଜଣେ ଲାଇନ୍‌ମ୍ୟାନ୍‌ଙ୍କୁ ବଦଳି ପାଇଁ ୧୫ ହଜାର ଟଙ୍କା ଲାଞ୍ଚଦାବି କରି ନେବାବେଳେ ସାଉଥ୍‌କୋର ଖଲ୍ଲିକୋଟ ସହକାରୀ ଯନ୍ତ୍ରୀ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିବା



ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Anupambharat News Bureau | ଓଡ଼ିଶା | | 133 | Read...

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ନିକଟସ୍ଥ ହଳଦିଆପଦର ଗ୍ରାମରେ ୨୦୧୪ ମେ’ ୧୪ ତାରିଖ ରାତିରେ ଜନୈକା ନାବାଳିକାକୁ ଘରୁ ଉଠାଇନେଇ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜି ଜିଲ୍ଲା ଦୌରାଜଜ୍‌ ବିଭୂପ୍ରସାଦ ରାଉତରା



ଇଣ୍ଡିଗୋ ସମସ୍ୟା, ଦୁଇ ପ୍ରୋମେଟର ରାକେଶ ଓ ରାହୁଲ୍‌ଙ୍କ ମଧ୍ୟରେ ବିବାଦ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 132 | Read...

ଇଣ୍ଡିଗୋ ସମସ୍ୟା, ଦୁଇ ପ୍ରୋମେଟର ରାକେଶ ଓ ରାହୁଲ୍‌ଙ୍କ ମଧ୍ୟରେ ବିବାଦ

ଦୁଇ ପ୍ରୋମେଟର ରାକେଶ ଗଙ୍ଗୱାଲ ଓ ରାହୁଲ ଭାଟିଆ ମଧ୍ୟରେ ବିବାଦ ଦେଖାଦେଇଛି । ଉଭୟ ପ୍ରୋମେଟର ସମାନ ପ୍ରକାରର ଇକୁ୍ୟଟି ଏୟାର ୍‌ଲାଇନ୍ସରେ ରହିିଛି । ଏୟାର୍‌ଲାଇନ୍ସର ଚୁକ୍ତି ହୋଇନଥିବା ଫଳରେ ଭବିଷ୍ୟତ ନେଇ ଅନିଶ୍ଚିତା



ଆଇସିସି ଜାରି କଲା ବିଶ୍ୱକପ୍‌ ଗୀତ

Anupambharat News Bureau | କ୍ରୀଡ଼ା | | 131 | Read...

ଆଇସିସି ଜାରି କଲା ବିଶ୍ୱକପ୍‌ ଗୀତ

ଲଣ୍ଡନ,୧୭ ।୫: ଆଇସିସି ପୁରୁଷ ବିଶ୍ୱକପ୍‌-୨୦୧୯ର ଅଫିସିଆଲ୍‌ ଗୀତ ‘ଷ୍ଟାଣ୍ଡ୍‌ବାଏ’ ଶୁକ୍ରବାର ମୁକ୍ତିଲାଭ କରିଛି । ସବୁ ଡିଜିଟାଲ ମିଡିଆରେ ଏହା ଡାଉନ୍‌ଲୋନ୍‌ ପାଇଁ ଏବେ ପ୍ରଶଂସକଙ୍କ ପାଇଁ ଉପଲବ୍ଧ ହେବ । ବ୍ରିଟ



ଏଥର ବିଶ୍ୱକପ୍‌ରେ ରେକର୍ଡ ପୁରସ୍କାର ଅର୍ଥ, ବିଜେତା ପାଇବେ ୪ ନିୟୁତ ଡଲାର

Anupambharat News Bureau | କ୍ରୀଡ଼ା | | 130 | Read...

ଏଥର ବିଶ୍ୱକପ୍‌ରେ ରେକର୍ଡ ପୁରସ୍କାର ଅର୍ଥ, ବିଜେତା ପାଇବେ ୪ ନିୟୁତ ଡଲାର

ଲଣ୍ଡନ,୧୭ ।୫: ଏଥର ବିଶ୍ୱକପ୍‌ ବିଜେତା ପାଇବେ ରେକର୍ଡ ପୁରସ୍କାର ରାଶି । ମେ ୩୦ରୁ ଆରମ୍ଭ ହେଉଥିବା ଆଇସିସି ପୁରୁଷ ବିଶ୍ୱକପ୍‌ର ବିଜେତା ଦଳ ପୁରସ୍କାର ଅର୍ଥ ବାବଦକୁ ୪ ନିୟୁତ ଡଲାର (୨୮ କୋଟି) ପାଇବେ । ଯାହା ଏହି ଟୁର୍ଣ୍ଣା



ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

Anupambharat News Bureau | ଓଡ଼ିଶା | | 128 | Read...

ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

ଖଲ୍ଲିକୋଟ,୧୭ା୫(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢ଼ିପା ଗ୍ରାମରେ ବେଆଇନ ମଦଭାଟିକୁ ବିରୋଧ କରୁଥିବା ଜଣେ ଯୁବକ କୈଳାସ ବାରିକଙ୍କୁ ଗତ ମାସ ୨୮ତାରିଖ ରାତି୍ରରେ ଅତି ନୃଶଂସ ଭାବେ ଗାଁ ଦାଣ୍ଡରେ ପଥର ଛେଚି ହତ୍ୟା



ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

Anupambharat News Bureau | ଓଡ଼ିଶା | | 127 | Read...

ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

ମୋହନା, ୧୭ ।୫(ଅନୁପମ ମିଡ଼ିଆ): ଗଜପତି ଜିଲ୍ଲା ମୋହନା ବ୍ଳକ ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ଳକ । କିନ୍ତୁ ଏଠି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ରାଜନେତା ଏହି ଅଞ୍ଚଳରେ ବିଜୟ ଲାଭ କରି ଆସୁଛନ୍ତି ଯାଉଛନ୍ତି । ନିର୍ବା



ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

Anupambharat News Bureau | ଓଡ଼ିଶା | | 126 | Read...

ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ, ୧୭ା୫(ଅନୁପମ ମିଡ଼ିଆ): ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶୁକ୍ରବାର ଦିନ ମହାଆଡ଼ମ୍ବର ସହକାରେ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ୧ୟ ଦିବସ କେଉଟବାଡ଼ ଓ



ସବୁ ଧର୍ମରେ ଆତଙ୍କବାଦୀ ଅଛନ୍ତି, କେହି ବି ପବିତ୍ର ନୁହନ୍ତି: କମଲ ହାସନ

Anupambharat News Bureau | ଦେଶ | | 125 | Read...

ସବୁ ଧର୍ମରେ ଆତଙ୍କବାଦୀ ଅଛନ୍ତି,  କେହି ବି ପବିତ୍ର ନୁହନ୍ତି: କମଲ ହାସନ

ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମMଲ ନିଧି ମଇୟମ୍‌ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି, ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ । ଆଗାମୀ ଦିନରେ ଯାହା



ମୋଦିଙ୍କୁ କାନଧରି ଉଠ୍‌ବସ୍‌ କରାଇବାକୁ ଇଚ୍ଛା: ମମତା

Anupambharat News Bureau | ଦେଶ | | 124 | Read...

ମୋଦିଙ୍କୁ କାନଧରି ଉଠ୍‌ବସ୍‌ କରାଇବାକୁ ଇଚ୍ଛା: ମମତା

କୋଲକତା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଆଜି ପଶ୍ଚିମବଙ୍ଗ ଅଶାନ୍ତ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ମୋଦି ଯେଉଁ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଇ



ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

Anupambharat News Bureau | ଓଡ଼ିଶା | | 123 | Read...

ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

ଭଦ୍ରକ, ୧୭ା୫ (ଅନୁପମ ମିଡିଆ): ଭଦ୍ରକ ଭଳି ଏକ ଉପକୂଳବର୍ତ୍ତୀ ଜିଲାରେ ଏବେ ଲୋକଙ୍କୁ ଘାରିଛି ସାପ କାମୁଡା ଭୟ । ସରକାରୀ ଭାବେ ଜିଲାରେ କେବଳ ସାପ କାମୁଡାରେ ବାର୍ଷିକ ୪୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତୁ୍ୟ ଘଟୁଥିବା ବେଳେ ହଜାର ହଜ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page