Anupambharat News Bureau | ଶିଳ୍ପ ବାଣିଜ୍ୟ | | 468 | Read...
ନୂଆଦିଲ୍ଲୀ: ଆନ୍ତଃସ୍ତରୀୟ ଯୋଗାଯୋଗକୁ ଉଲଂଘନ କରିଥିବା ଯୋଗୁଁ ଭାରତୀ ଏୟାର୍ଟେଲ୍ ଓ ଭୋଡ଼ାଫୋନ୍ଆଇଡ଼ିଆ ଟେଲି ଯୋଗାଯୋଗ କମ୍ପାନୀ ଉପରେ ଜରିମାନା ରାଶି ଆଦାୟ କରିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ଏହାକୁ ଆଜି ଡ଼ି
Anupambharat News Bureau | ଦେଶ | | 467 | Read...
ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭଳି ଯୋଜନା ଆରମ୍ଭ କରିଛନ୍ତି । କି;ୁ ସତ କଥା ହେଉଛି, ଦେଶର ସ୍ୱାସ୍ଥ୍ୟସେବାର ସ୍ୱ୍ୱାସ୍ଥ୍ୟ ହିଁ ବିଗିଡ଼ିବାରେ ଲାଗିଛି ।
Anupambharat News Bureau | ଦେଶ | | 466 | Read...
ଶ୍ରୀନଗର: ଆମେ କେବେ ଭୁଲିବୁ ନାହିଁ । ଆମେ କେବେ କ୍ଷମା ଦେବୁ ନାହିଁ- ଫେବୃଆରୀ ୧୪ ପୁଲ୍ୱାମା ହମ୍ଲା ପରେ ସିଆରପିଏଫ୍ ପକ୍ଷରୁ ନିଆଯାଇଥିଲା ଏପରି ଶପଥ । ଆଜି ଶେଷରେ ତାକୁ ପୂରଣ କରାଯାଇଛି । ପୁଲ୍ୱାମା ହମ୍ଲାରେ ସାମିଲ
Anupambharat News Bureau | ଓଡ଼ିଶା | | 465 | Read...
ରାୟଗଡା, ୧୮ା୬ (ଅନୁପମ ମିଡିଆ): ରାୟଗଡା ସହରରେ ଗତକାଲି ବିଳମ୍ବିତ ରାତିରେ ଜଣେ କଲେଜ ଛାତ୍ରଙ୍କୁ ର୍ନିମମ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଛାତ୍ରଙ୍କ ନାମ ଏମ୍. ସୁରେଶ କୁମାର । ସୁରେଶ ରାୟଗଡା ସ୍ୱ
Anupambharat News Bureau | ଓଡ଼ିଶା | | 464 | Read...
କୋରାପୁଟ, ୧୮ା୬ (ଅନୁପମ ମିଡିଆ): ଅଟୋକୁ ଏକ ଯାତ୍ରୀବାହୀ ବସ୍ ଧMା ଦେବାରୁ ମଙ୍ଗଳବାର ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୩ ଜଣ ଅନ୍ୟ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମ
Anupambharat News Bureau | ଓଡ଼ିଶା | | 463 | Read...
ଜଳେଶ୍ୱର,୧୮ା୬ (ଅନୁପମ ମିଡିଆ): ଜଳେଶ୍ୱର ରେଳ ଷ୍ଟେସନ ପ୍ରତୀକ୍ଷାଳୟରେ ଦୀର୍ଘ ଦିନ ଧରି ଭିକ୍ଷାବୃତି କରି ଚଳି ଆସୁଥିବା ଜନୈକା ଅସହାୟା ଅପରିଚିତା ବୃଦ୍ଧା ମହିଳାକୁ ମଙ୍ଗଳବାର ଦିନ ଗୁରୁତର ଅବସ୍ଥାରେ ଷ୍ଟେସନ ମ୍ୟାନେଜର ଖଗ
Anupambharat News Bureau | ଓଡ଼ିଶା | | 462 | Read...
କେନ୍ଦୁଝର, ୧୮ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ୩୦ଟି ଖଣି ଚାଲିଛି । ଚାଲିଥିବା ଖଣି ମେସିନ ଦ୍ୱାରା ସମସ୍ତ କାମ ହେଉଥିବାରୁ ସ୍ଥାନୀୟ ଲୋକ କର୍ମନିଯୁକ୍ତି ପାଇପାରୁନାହାଁନ୍ତି । ରାଜ୍ୟ ସରକାର ଏବଂ କେନ୍
Anupambharat News Bureau | ଓଡ଼ିଶା | | 461 | Read...
ଭଦ୍ରକ,୧୮ା୬ (ଅନୁପମ ମିଡିଆ): ଗତକାଲି ରାତିରେ ଦୁଇଜଣ ଦୁବୃର୍ତ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାହାଞ୍ଜ ଗ୍ରାମନିବାସୀ ଜଣେ ବ୍ୟକ୍ତିଙ୍କୁ ପିଛାକରି ତାଙ୍କ ଠାରୁ ଅର୍ଥ ଲୁଟ୍ କରିବାରେ ବିଫଳ ହୋଇ ଗ୍ରାମବାସୀଙ୍କ ଦ୍
Anupambharat News Bureau | ଓଡ଼ିଶା | | 460 | Read...
ଦିଗପହଣ୍ଡି, ୧୭ା୬(ଅନୁପମମିଡ଼ିଆ): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ ସାନ ବୁରୁଡ଼ାର ପ୍ରକାଶ ମଳିକ ନାମକ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସୂଚନା ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ
Anupambharat News Bureau | ଦେଶ | | 459 | Read...
କୋଲକତା/ଭୁବନେଶ୍ୱର, ୧୭ ।୬(ଅନୁପମ ମିଡିଆ): ରାଜ୍ୟ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଶ୍ରୁତି ପରେ ଗତ ସାତ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳ
Anupambharat News Bureau | ଦେଶ | | 458 | Read...
ଶ୍ରୀନଗର : ଗତ ଫେବୃଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ଏହାର ୪ମାସ ପରେ ଆଜି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ପୁଲୱାମାର ଅରିହଲ ଅଞ୍ଚଳ
Anupambharat News Bureau | ଦେଶ | | 457 | Read...
ନୂଆଦିଲ୍ଲୀ: ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍ ଢାଳି ଦେଲେ । ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ । ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍ରେ ଯାଉଥିବ