: District News


ଗୋଷ୍ଠୀ ସଂଘର୍ଷରୁ ବୋମାମାଡ

Anupambharat News Bureau | ଓଡ଼ିଶା | | 2605 | Read...

ଗୋଷ୍ଠୀ ସଂଘର୍ଷରୁ ବୋମାମାଡ

ପୁରୀ, ୭ା୧୧(ଅନୁପମ ମିଡ଼ିଆ): ସରକାରୀ ଜମି ଜବର ଦଖଲକୁ କେନ୍ଦ୍ରକରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁରଗ୍ରାମରେ ସ୍ଥାନୀୟ ଅଧିବାସୀ ଓ ଅସ୍ଥାୟୀଭାବେ ରହୁଥିବାଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ବୋମା ଓ ଗୁଳିମାଡ଼ ହୋଇଛି



ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ !

Anupambharat News Bureau | ଦେଶ | | 2604 | Read...

ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ !

ନୂଆଦିଲ୍ଲୀ: ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀରେ ଭୟଙ୍କର ବିପର୍ଯ୍ୟୟ ଆସିପାରେ । ଯାହାକୁ ନେଇ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ବିଜ୍ଞାନ ଉପରେ ରିପୋର୍ଟ ପ୍ରକାଶିତ କରୁଥିବା ବିଶ୍ୱର ସବୁଠୁ ବଡ଼ ମାଗା



ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

Anupambharat News Bureau | ଦେଶ | | 2603 | Read...

ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍‌ସିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ପରଲୋକ । ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟ ବେଳକୁ ସୁବ୍ରତଙ୍କୁ ୭୫ ବର୍ଷ ହୋଇଥିଲା । ଗତ ଅକେଫାବର ମାସର



କରୋନା ମୁକାବିଲା ବିଶ୍ୱର ପ୍ରଥମ ବଟିକା ‘ମୋଲନୁପିରାଭିର’

Anupambharat News Bureau | ଦେଶ | | 2602 | Read...

କରୋନା ମୁକାବିଲା ବିଶ୍ୱର ପ୍ରଥମ ବଟିକା ‘ମୋଲନୁପିରାଭିର’

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଆସିଲା ବିଶ୍ୱର ପ୍ରଥମ ବଟିକା ମୋଲନୁପିରାଭିର । ଏହାକୁ ଗ୍ରୀନ ସିଗନାଲ ଦେଇଛି ବ୍ରିଟେନ ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ । ମୋଲୁନ ପ୍ରସ୍ତୁତକାରୀ କମ୍ପାନୀ ମୋଲୁନପିରାଭିର ବଟିକା ଦ



କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି

Anupambharat News Bureau | ଦେଶ | | 2601 | Read...

କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି

ଡେରାଡୁନ: ଆଜି (ଶୁକ୍ରବାର) ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସ୍ୱତନ୍ତ୍ର ହେଲିକାପଫରରେ ସମୟ ୯ଟାରେ ଉତ୍ତରାଖଣ୍ଡ ଭୂମିରେ ପହଞ୍ଚି ଥିଲେ ମୋଦି । ପ୍ରଥମେ ବାବା କେଦାରନା



ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

Anupambharat News Bureau | ଓଡ଼ିଶା | | 2600 | Read...

ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

ଭୁବନେଶ୍ୱର, ୨ା୧୧(ଅନୁପମ ମିଡ଼ିଆ): ଗ୍ରୀନ୍‌ କ୍ରାକରରେ ପ୍ରଦୂଷଣର ମାତ୍ରା କମ୍‌ । ସରକାରଙ୍କ ନିୟମ ମାନି ଆମେ କମ୍‌ ସମୟ ବାଣ ଫୁଟାଇବା । ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇଲେ ପ୍ରଦୂଷଣର ମାତ୍ରା ବଢିବ । ଏହାଯୋଗୁଁ କେବଳ କୋଭିଡ୍‌



୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

Anupambharat News Bureau | ଓଡ଼ିଶା | | 2599 | Read...

୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

ପୁରୀ,୨ା୧୦(ଅନୁପମ ମିଡ଼ିଆ):ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ୧୯୬.୨୬କୋଟି ଲକ୍ଷ ୫ହଜାର ୩୦୬ଟଙ୍କାର ବଜେଟ ପରିଚାଳନା କମିଟିର ଅନୁମୋଦନଲାଭ କରିଛି । ଆଜି ଗଜପତି ମହାରାଜା ଦ



ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

Anupambharat News Bureau | ଓଡ଼ିଶା | | 2598 | Read...

ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

ସମ୍ବଲପୁର, ୨ା୧୧(ଅନୁପମ ମିଡ଼ିଆ): ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଜରୁରୀ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ



ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉରୁ ଉତ୍ତେଜନା : କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ

Anupambharat News Bureau | ଓଡ଼ିଶା | | 2597 | Read...

ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉରୁ ଉତ୍ତେଜନା : କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ

କେନ୍ଦୁଝର, ୧ା୧୧(ଅନୁପମ ମିଡ଼ିଆ) : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ରାଜ୍ୟ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । କେନ୍ଦୁଝର ଜିଲ୍ଲା ଭାଜପା ପକ୍ଷରୁ ୪ ଦଫା ଦାବି ନେଇ ଏସ୍‌ପି ଅଫିସ ଘେରା



୧୨ରେ ଓଡ଼ିଶା ବନ୍ଦ ଡାକରା

Anupambharat News Bureau | ଓଡ଼ିଶା | | 2596 | Read...

୧୨ରେ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୧ା୧୧(ଅନୁପମ ମିଡ଼ିଆ): ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୨ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ପ୍ରଦେଶ କଂଗ୍ରେସ କା



ଆଉ ଛ’ ସହରରେ ଖୋଲିବ ସ୍ମାର୍ଟ ଆରଟିଓ

Anupambharat News Bureau | ଓଡ଼ିଶା | | 2595 | Read...

 ଆଉ ଛ’ ସହରରେ ଖୋଲିବ ସ୍ମାର୍ଟ ଆରଟିଓ

ଭୁବନେଶ୍ୱର, ୧ା୧୧(ଅନୁପମ ମିଡ଼ିଆ): ଭୁବନେଶ୍ୱର ଆଚାର୍ଯ୍ୟବିହାରଠାରେ ଆରଟିଓ-୧ କାର୍ଯ୍ୟାଳୟର ନୂତନ ବିଲïିଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏଠାରେ ସ୍ମାର୍ଟ କୁ୍ୟ ମ୍ୟାନେଜମେଣ୍ଟର ମଧ୍ୟ ଶୁଭାରମ୍ଭ ହ



ବାଣ ଫୁଟାରେ ସମ୍ପୂର୍ଣ୍ଣ କଟକଣା ଲାଗି ପାରିବନି

Anupambharat News Bureau | ଦେଶ | | 2594 | Read...

ବାଣ ଫୁଟାରେ ସମ୍ପୂର୍ଣ୍ଣ କଟକଣା ଲାଗି ପାରିବନି

ନୂଆଦିଲ୍ଲୀ,୧ା୧୧: ସବୁଜ ବାଣ, ଯାହାକି ବିନା ପ୍ରଦୂଷଣରେ ବ୍ୟବହାର କରାଯାଇପାରିବ । ଉକ୍ତ ବାଣ ଉପରେ କୋହଳ ନିୟମାବଳୀ ନିର୍ଦ୍ଦେଶ ହୋଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ । ଏହି ଅବସରରେ ସୁପ୍ର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page