: District News


ଦୀପଗ୍ରେସ, ବିରେନ୍ଦ୍ର ମହିଳା ଓ ପୁରୁଷ ଦଳର ଉପ ଅଧିନାୟକ

Anupambharat News Bureau | କ୍ରୀଡ଼ା | | 2279 | Read...

ଦୀପଗ୍ରେସ, ବିରେନ୍ଦ୍ର ମହିଳା ଓ ପୁରୁଷ ଦଳର ଉପ ଅଧିନାୟକ

ଭୁବନେଶ୍ୱର, ୨୨ା୬(ଅନୁପମ ମିଡ଼ିଆ): ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦୀପଗ୍ରେସ ଏMା ଓ ବିରେନ୍ଦ୍ର ଲାକ୍ରା ଯଥାକ୍ରମେ ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ



ଦିନକ ପରେ ସ୍ନାନ ଯାତ୍ରା : ପୁରୀରେ ୧୪୪ ଧାରା

Anupambharat News Bureau | ଓଡ଼ିଶା | | 2278 | Read...

ଦିନକ ପରେ ସ୍ନାନ ଯାତ୍ରା  : ପୁରୀରେ ୧୪୪ ଧାରା

ପୁରୀ, ୨୨ା୬(ଅନୁପମ ମିଡ଼ିଆ): ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା । ଏହି ବିଶେଷ ତିଥିରେ ସ୍ନାନ ମଣ୍ଡପରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବେ ଶ୍ରୀଜୀଉମାନେ । ଏହା ପରେ



ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

Anupambharat News Bureau | ଓଡ଼ିଶା | | 2277 | Read...

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର, ୨୨ା୬(ଅନୁପମ ମିଡ଼ିଆ): ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ । ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରି



ପୋଷ୍ଟର୍‌ ରାଜନୀତି ଭିତରେ ହଜୁଛି ପ୍ରମୁଖ ପ୍ରସଙ୍ଗ

Anupambharat News Bureau | ଓଡ଼ିଶା | | 2276 | Read...

ପୋଷ୍ଟର୍‌ ରାଜନୀତି ଭିତରେ ହଜୁଛି ପ୍ରମୁଖ ପ୍ରସଙ୍ଗ

ଭୁବନେଶ୍ୱର, ୨୨ା୬ (ସ୍ୱତନ୍ତ୍ର ପ୍ରତିନିଧି): ବିଧାୟକମାନଙ୍କୁ ଦିଆ ଯାଇଥିବା ସ୍ୱତନ୍ତ୍ର ପାଣwି ବ୍ୟୟ କରି ବଣ୍ଟନ କରାଯାଉଥିବା ମାସ୍କରେ ନବୀନଙ୍କ ଫଟୋ ଲାଗିଲେ ବିଜେପି ଚିହିଁକି ଉଠୁଛି । ସେପଟେ ସରକାରୀ ପୋଷ୍ଟର୍‌ ଓ କୋଭିଡ



ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

Anupambharat News Bureau | ଓଡ଼ିଶା | | 2275 | Read...

ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

ଭୁବନେଶ୍ୱର, ୨୧ା୬(ଅନୁପମ ମିଡ଼ିଆ): ଜୁନ ପହିଲାରୁ ୨୧ ସୁଦ୍ଧା ଓଡ଼ିଶାରେ ୧୩୬.୩ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୨୬.୬ ମିମି ଠାରୁ ୮ ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂ



କରୋନା ଚାପ: ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

Anupambharat News Bureau | ଓଡ଼ିଶା | | 2274 | Read...

କରୋନା ଚାପ:  ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

ଭୁବନେଶ୍ୱର, ୨୧ା୬ (ସ୍ୱତନ୍ତ୍ର ପ୍ରତିନିଧି): କରୋନା ମାଡ଼ରେ ଉଜୁଡ଼ି ଯାଇଛି ଲକ୍ଷ ଲକ୍ଷ ଲୋକଙ୍କର ଜୀବନଜୀବିକା । ମଲ୍‌, ସୋ’ରୁମ୍‌ ସବୁ ବନ୍ଦ । ତେଜରାତି ଦୋକାନର କିଣାବିକା ସମୟରେ କଟକଣା ଯୋଗୁ ଖୁଚୁରା କାରବାର କମିଛି । ଶିଳ୍ପ,



ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ନିହତ

Anupambharat News Bureau | ଦେଶ | | 2273 | Read...

ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଗତକାଲି ରାତିରେ ଉତ୍ତର କାଶ୍ମୀରର ଗୁଣ୍ଡବ୍ରଥ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି



ଜୁଲାଇ ପହିଲାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

Anupambharat News Bureau | ଦେଶ | | 2272 | Read...

ଜୁଲାଇ ପହିଲାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ମୁମ୍ବାଇ: ଜୁଲାଇ ୧ ରୁ ଚାର୍‌ ଧାମ ଯାତ୍ରା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି । ଖୁବ୍‌ ଶୀଘ୍ର ଏହି ଯାତ୍ରା ପାଇଁ ଏକ ଏସ୍‌ଓପି ଜାରି କରିବେ ସରକାର । ଜୁଲାଇ ୧ରୁ ଏହି ତିନିଟି ଚାମ



୨୩ରୁ ୟୁଏଇ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ

Anupambharat News Bureau | ଦେଶ | | 2271 | Read...

୨୩ରୁ ୟୁଏଇ ଓ ଭାରତ  ମଧ୍ୟରେ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁଁ ୟୁନାଇଟେଡ ଆରବ ଏମିରେଟସ ଓ ଭାରତ ମଧ୍ୟରେ ବନ୍ଦ ରହିଥିବା ବିମାନ ଉଡାଣ ସେବା ଆସନ୍ତା ୨୩ରୁ ପୁଣିଥରେ ଚାଲିବ । କଟକଣା ହଟିବା ପରେ ଦୁଇ ଦେଶ ମଧ୍ୟରେ ଚାଲିବ ବିମାନ ସେବା । ଏମିରେଟସ ପ



ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

Anupambharat News Bureau | ଦେଶ | | 2270 | Read...

ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

ନୂଆଦିଲ୍ଲୀ: ଅମରାନାଥ ଯାତ୍ରା ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଦୁଃଖଖବର । କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି । ଶ



ଏମ୍‌ ଯୋଗ ଆପ୍‌ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Anupambharat News Bureau | ଦେଶ | | 2269 | Read...

ଏମ୍‌ ଯୋଗ ଆପ୍‌ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମହାମାରୀର ୨ୟ ଲହରରେ ଲକ୍ଷାଧିକ ଲୋକେ ପ୍ରାଣ ହରାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍



ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍‌ଘାଟିତ : ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2268 | Read...

ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍‌ଘାଟିତ :  ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୬(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣାଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page