Anupambharat News Bureau : News


ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

Anupambharat News Bureau | ଓଡ଼ିଶା | | 263 | Read...

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): କାମ ଦେଲାନାହିଁ ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦୀ ଲହର । ବିଜେଡ଼ି ସୁପ୍ରିମୋ ନବୀନଙ୍କ ଯାଦୁ କି;ୁ କାମ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲା ଅନୁଗୋଳରେ ଗତ ଦୁଇଟି ନିର



ନୋଟାରେ ୧୨ ହଜାର ଭୋଟର

Anupambharat News Bureau | ଓଡ଼ିଶା | | 262 | Read...

ନୋଟାରେ ୧୨ ହଜାର ଭୋଟର

ଅନୁଗୋଳ,୨୫ା୫(ଅନୁପମ ମିଡିଆ): ଅଭିବକ୍ତ ଢ଼େଙ୍କାନାଳ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରେ ୧୨ ହଜାର ୪୭୦ ଭୋଟରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥିମାନଙ୍କୁ ପସନ୍ଦକୁ ଆସିନାହିଁ । ସେମାନେ କୌଣସି ପ୍ରାର୍ଥୀ ସପକ୍ଷରେ ଭ



ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 261 | Read...

 ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡଠାରେ ଶଳା ଭାଉଜକୁ ପ୍ରେମ କରି ବିଫଳ ହେବା ଫଳରେ ଉଭୟଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କୁମଣ୍ଡ ଗାଁ ରଞ୍ଜନ ସାହୁ ବାଳୁଅକଟା ଗାଁରେ



କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

Anupambharat News Bureau | ଦେଶ | | 260 | Read...

କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

ଗାନ୍ଧୀନଗର,୨୪ା୫: ଗୁଜରାଟର ସୁରତ ସ୍ଥିତ ଏକ କୋଚିଂ ସେଣ୍ଟରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ଘଟିଛି । ଅଗ୍ନିକାଣ୍ଡରୁ ନିଜକୁ ବଞ୍ଚାଇବା ଲାଗି ଚାରିତଳ ବିଶିଷ୍ଟ ଏହି କୋଠ



ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

Anupambharat News Bureau | ଓଡ଼ିଶା | | 259 | Read...

ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫: ବିଜେପି ପାଇଁ ଅଭୂତପୂର୍ବ ସଫଳତା ଆଣିଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରାଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେହିଭଳି ଓଡ଼ିଶାର ଅପ୍ରତିଦ୍ୱନ୍ଦି ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ



୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

Anupambharat News Bureau | ଓଡ଼ିଶା | | 258 | Read...

୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

ହିଞ୍ଜିଳିକାଟୁ,୨୪ ।୫(ଅନୁପମ ମିଡ଼ିଆ) : ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ଲଗାତାର ୫ମ ଥର ପାଇଁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ



ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

Anupambharat News Bureau | ଓଡ଼ିଶା | | 257 | Read...

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଶୁକ୍ରବାର ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଆଜି ଘୋଷଣା କରିଛନ୍ତି । ସେ ନିଜଇସ୍ତ



କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

Anupambharat News Bureau | ଦେଶ | | 256 | Read...

କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

ଭୁବନେଶ୍ୱର,୨୪ ।୫ (ଅନୁପମ ମିଡିଆ): ଗୁରୁବାର ପରଲୋକ ହୋଇଥିବା ପର୍ବତାରୋହଣକାରୀ କଳ୍ପନା ଦାସଙ୍କର ମର ଶରୀରକୁ ଓଡ଼ିଶାକୁ ଆଣିବାକୁ କୂଟନୈତିକ ସ୍ତରରେ ଆଲୋଚନା ପାଇଁ କ୍ରୀଡ଼ାବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବ



ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

Anupambharat News Bureau | କ୍ରୀଡ଼ା | | 255 | Read...

ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

ଲଣ୍ଡନ,୨୪ ।୫: ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଟାଇଟଲ୍‌ ଦାବିଦାର ଭାରତ ଶନିବାର ନିଜ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ନୁ୍ୟଜିଲାଣ୍ଡକୁ ଭେଟିବ । ଅସଲ ମୁକାବିଲା ପୂର୍ବରୁ ଭାରତ ଏହି ଅଭ୍ୟାସ ମ୍ୟାଚ୍‌ରେ ନିଜ ବ୍ୟାଟିଂକ୍ରମର ଚ



ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

Anupambharat News Bureau | କ୍ରୀଡ଼ା | | 254 | Read...

ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

ଲଣ୍ଡନ,୨୪ ।୫: ଆଗାମୀ ବିଶ୍ୱକପ୍‌ରେ ଖେଳିବାକୁ ଥିବା କୌଣସି ଅନ୍ତର୍ଜାତୀୟ ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି ବୋଲି ଆଇସିସି ଦୁର୍ନୀତି ନିବାରଣ ବିଭାଗ (ଏସିୟୁ)ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆଲେକ୍ସ ମାର୍ଶାଲ୍‌ ସ



ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

Anupambharat News Bureau | ଓଡ଼ିଶା | | 253 | Read...

ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ବିଜୁ ଲିଗାସି ଛାଡି ମୋଦି ଲିଗାସି ଆସିବାରୁ ଲୋକେ ରାଗିଯାଇ ଭୋଟ୍‌ ଦେଲେ ନାହିଁ । ସେଥିପାଇଁ ମୁଁ ହାରିଗଲି ବୋଲି ବାଲିକୁଦା- ଏରସମା ଆସନରୁ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ଡା. ଦାମୋଦ



ଜୟ ନାରାୟଣ ହେବେ ବିରୋଧୀଦଳର ନେତା

Anupambharat News Bureau | ଓଡ଼ିଶା | | 252 | Read...

 ଜୟ ନାରାୟଣ ହେବେ ବିରୋଧୀଦଳର ନେତା

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ): ବିଧାନସଭାରେ ବିରୋଧୀଦଳର ନେତା ଚୟନ ନେଇ ଖୁବ୍‌ ଶୀଘ୍ର ନବ ନିର୍ବାଚିତ ବିଜେପି ବିଧାୟକ ମାନଙ୍କର ବୈଠକ ବସିବ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ଶୁକ୍ରବାର ପ୍ରକାଶ କରିଛନ୍ତି । ଏ ସମ୍ପ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page