Anupambharat News Bureau : News


ପୁଣି ବନ୍ଦ ହେବ ଡ୍ୟାନ୍ସବାର

Anupambharat News Bureau | ଓଡ଼ିଶା | | 651 | Read...

ପୁଣି ବନ୍ଦ ହେବ ଡ୍ୟାନ୍ସବାର

ଭୁବନେଶ୍ୱର, ୨ା୧୦ (ଅନୁପମ ମିଡିଆ) : ଭୁବନେଶ୍ୱରରେ ଚାଲିଥିବା ଡ୍ୟାନ୍ସ ବାର ପୁଣି ବନ୍ଦ ହେବା ଦେଇ ନିର୍ଦ୍ଦେଶ ହୋଇଛି । ରାଜଧାନୀରେ ଥିବା ବିଭିନ୍ନ ଡ୍ୟାନ୍ସ ବାର୍‌କୁ ମିଳିଥିବା ଫାୟାର୍‌ ନୋ ଅବ୍‌ଜେକସନ୍‌ ସାର୍ଟିଫିକ



ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଆରମ୍ଭ

Anupambharat News Bureau | ଓଡ଼ିଶା | | 650 | Read...

ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଆରମ୍ଭ

ବ୍ରହ୍ମପୁର,୨ ।୧୦(ଅନୁପମ ମିଡ଼ିଆ) : ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଶୁଭାରମ୍ଭ କରଯାଇଛି ।ଗତ ଅଗଷ୍ଟ ମାସରେ ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କି୍ରୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପ



ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Anupambharat News Bureau | ଦେଶ | | 649 | Read...

ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହାଇଦ୍ରାବାଦ: ଇସ୍ରୋର ଏନ୍‌ଆରଏସ୍‌ସିରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଏସ୍‌.ସୁରେଶଙ୍କ ମୃତଦେହ ଆଜି ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥି



ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ପାଇଁ ସାଉଦି ଗଲେ ଅଜିତ ଡୋଭାଲ

Anupambharat News Bureau | ଦେଶ | | 648 | Read...

ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ପାଇଁ ସାଉଦି ଗଲେ ଅଜିତ ଡୋଭାଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମୁସଲିମ ରାଷ୍ଟ୍ରଙ୍କୁ ମିଛ କଥା କହି ଉସାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ଲାଗି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସ



ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

Anupambharat News Bureau | ଦେଶ | | 647 | Read...

ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ଦେଉଥିବା ଭାଷଣଙ୍କୁ ଦୂରଦର୍ଶନରେ ନ ଦେଖାଇବାରୁ ଜଣେ ଅଧିକାରୀଙ୍କୁ ପ୍ରସାର ଭାରତୀ ପକ୍ଷରୁ ନିଲମ୍ବିତ କରାଯାଇଛି । ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରରେ ଆସିସଷ



ସିନାପାଲିରେ ଆବାସ ଯୋଜନା ବାଟବଣା- ପାଲ ପଲିଥିନ୍‌ ତଳେ ୮ ନିରୀହ ଜୀବନ

Anupambharat News Bureau | ଓଡ଼ିଶା | | 646 | Read...

ସିନାପାଲିରେ ଆବାସ ଯୋଜନା ବାଟବଣା-  ପାଲ ପଲିଥିନ୍‌ ତଳେ ୮ ନିରୀହ ଜୀବନ

ସିନାପାଲି , ୨ା୧୦ (ଅନୁପମ ମିଡିଆ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ ଅନେକ ଆବାସ ଯୋଜନା କରିଛନ୍ତି । ହେଲେ ସିନାପାଲି ବ୍ଲକରେ ଏହି ଯୋଜନାର ସୁଫଳ ପ୍ରକୃତ ଗରିବ ଲୋକଙ୍କୁ ମିଳିପାରୁନାହିଁ । ଯାହାଫଳରେ ଗରିବ



ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଗଲା

Anupambharat News Bureau | ଓଡ଼ିଶା | | 645 | Read...

ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଗଲା

ହରିଚନ୍ଦନପୁର,୨ା୧୦(ଅନୁପମ ମିଡିଆ): ପୈତୃକ ସମ୍ପତିକୁ ନେଇ ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଚାଲିଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗତ ମଙ୍ଗଳବାର ରାତ



ଏମିତି ହେଲେ ସେ ମହାତ୍ମା ଗାନ୍ଧୀ..!

Anupambharat News Bureau | ତରୁଣ ଅରୁଣ | | 644 | Read...

ଏମିତି ହେଲେ ସେ ମହାତ୍ମା ଗାନ୍ଧୀ..!

ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କର ଜନ୍ମ ଗୁଜୁରାଟର ପୋରବନ୍ଦର ସହରର ଗୋଟିଏ ବୈðଷ୍ଣବ ହିନ୍ଦୁ ପରିବାରରେ ୨ ଅକେଫାବର ୧୮୬୯ରେ ହୋଇଥିଲା । ତାଙ୍କ ମା’ ପୁତଲୀ ବାଈ ଆଉ ବାପା କରମଚାନ୍ଦ ଗାନ୍ଧୀ ଥିଲେ ଜଣେ ପାରମ୍ପରିକ ଆଉ ଆ



୩ରୁ ଚାରି ଜିଲ୍ଲାରେ ବର୍ଷା ସମ୍ଭାବନା

Anupambharat News Bureau | ଓଡ଼ିଶା | | 643 | Read...

୩ରୁ ଚାରି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧ ।୧୦ (ଅନୁପମ ମିଡିଆ) : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସତର୍କ ସୂଚନା ଜାରି କରାଯ



ଆଜିଠୁ ‘ମୋ ସରକାର’, ଫୋନ୍‌ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 642 | Read...

ଆଜିଠୁ ‘ମୋ ସରକାର’, ଫୋନ୍‌ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ ।୧୦(ଅନୁପମ ମିଡିଆ): ଆସନ୍ତାକାଲି ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହୀଦ ନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରେ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ର



ଗୋଷ୍ଠୀ ସଂଘର୍ଷ, ୧୧ ଆହତ

Anupambharat News Bureau | ଓଡ଼ିଶା | | 641 | Read...

ଗୋଷ୍ଠୀ ସଂଘର୍ଷ, ୧୧ ଆହତ

ଚିକିଟି,୧ ।୧୦(ଅନୁପମ ମିଡ଼ିଆ): ଚିକିଟି ବ୍ଲକ୍‌ ରାମେୟାପାଟଣା-ଚନ୍ଦନ ବାଡ଼ ଗ୍ରାମରେ ମାଛ ଧରିବାକୁ ନେଇ ସୋମବାର ରାତିରେ ସଂଘର୍ଷ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ୮ ଜଣ ସାମାନ୍ୟ ଆହତ ହୋଇଥିବା ଏବଂ ଦୁଇ ଗ



ପଲିଥିନ ବ୍ୟବହାର ଉପରେ ରୋକ

Anupambharat News Bureau | ଦେଶ | | 640 | Read...

ପଲିଥିନ ବ୍ୟବହାର ଉପରେ ରୋକ

ଭୁବନେଶ୍ୱର,୧ା୧୦: (ଅନୁପମ ମିଡ଼ିଆ): ବୁଧବାରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ରୋକ୍‌ ଲାଗିବ । ପୂର୍ବରୁ ଗାନ୍ଧି ଜୟନ୍ତୀରୁ ସମଗ୍ର ରାଜ୍ୟରେ ପ୍ଳାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଯିବା ନେଇ ସର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page