Anupambharat News Bureau : News


ଭଲ କାମ କରୁଛି ଚୀନ୍‌ର କରୋନା ଟିକା: କିମ୍‌

Anupambharat News Bureau | ଦେଶ | | 1625 | Read...

ଭଲ କାମ କରୁଛି ଚୀନ୍‌ର କରୋନା ଟିକା: କିମ୍‌

ସିଓଲ୍‌: କରୋନା ମହାମାରୀ ସାରା ବିଶ୍ୱରେ ସଂହାରଲୀଳା ଚଳାଇଛି । ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବିଭିନ୍ନ ଦେଶ ଶକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । କି;ୁ ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ କରୋନା ସଂକ୍ରମ



ହରିଦ୍ୱାରରେ ଭୂକମ୍ପ ଝଟ୍‌କା

Anupambharat News Bureau | ଦେଶ | | 1624 | Read...

ହରିଦ୍ୱାରରେ ଭୂକମ୍ପ ଝଟ୍‌କା

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକେ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ । କିଛି ସମୟ ଯାଏଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା । ଯାହାଫଳରେ ବହୁ ସମୟ ଯାଏଁ ରାସ



ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ

Anupambharat News Bureau | ଦେଶ | | 1623 | Read...

ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ

ନୂଆଦିଲ୍ଲୀ: ଭାରତର ସୀମାରେ ମଜବୁତ ରାସ୍ତା ନିର୍ମାଣ ପରେ ଏବେ କେନ୍ଦ୍ର ସରକାର ଚୀନକୁ ଆଉ ଏକ ବଡ ଝଟକା ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ । ଆସାମ



ସଫଳ ନ ହେବା ଯାଏଁ ପଛକୁ ହଟିବୁ ନାହିଁ: କୃଷକ ସଂଗଠନ

Anupambharat News Bureau | ଦେଶ | | 1622 | Read...

ସଫଳ ନ ହେବା ଯାଏଁ ପଛକୁ ହଟିବୁ ନାହିଁ: କୃଷକ ସଂଗଠନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷକ ଆଇନକୁ ନେଇ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ନୂଆ କୃଷକ ଆନ୍ଦୋଳନକୁ ବଦଳାଇବା ଦାବିରେ ରାଜଧାନୀ ଦିଲ୍ଲୀରେ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ରାଜସ୍ଥାନ କ



ଦେହଜୀବୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା

Anupambharat News Bureau | ଦେଶ | | 1620 | Read...

ଦେହଜୀବୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା

ମୁମ୍ବାଇ: ଦେହଜୀବୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବେ ମହାରାଷ୍ଟ୍ର ସରକାର । ପ୍ରତି ଦେହଜୀବୀଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇବାକୁ ମହାରାଷ୍ଟ୍ର ସରକାର ଗୁରୁବାର ଘୋଷଣା କରିଛନ୍ତି । ଅକେଫାବରରୁ ଡିସେମ୍ବର



ହ୍ୱାଇଟ୍‌ ହାଉସ ଛାଡିବେ ଟ୍ରମ୍ପ୍‌

Anupambharat News Bureau | ବିଦେଶ | | 1619 | Read...

ହ୍ୱାଇଟ୍‌ ହାଉସ ଛାଡିବେ ଟ୍ରମ୍ପ୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ତିନି ମାସ ପରେ ବି ଡୋନାଲï ଟ୍ରମ୍ପ ନିଜ ଜିଦରେ ଅଟଳ ଅଛନ୍ତି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ସେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏବେ କି;ୁ ସେ ହ୍ୱାଇଟ୍‌ ହାଉସ ଛାଡିବ



ଟୀକା ପ୍ରସ୍ତìତ କମ୍ପାନୀ ଗୁଡିକୁ ଯାଇ ଦେଖିବେ ମୋଦି

Anupambharat News Bureau | ଦେଶ | | 1618 | Read...

ଟୀକା ପ୍ରସ୍ତìତ କମ୍ପାନୀ ଗୁଡିକୁ ଯାଇ ଦେଖିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ପ୍ରସ୍ତୁତି ଦେଖିବାକୁ ଯିବେ । ଶନିବାର ସେ ପୁନେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସଆଇଆଇ) ସହ ଅହମ୍ମଦାବାଦରେ ଥିବା ଜାଇଡସ୍‌ ବାୟୋଟେକ୍‌ ପାର୍କ ଏବ



ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ସୁରକ୍ଷା ଦେବା ଅଦାଲତଙ୍କ ଦାୟିତ୍ୱ

Anupambharat News Bureau | ଦେଶ | | 1617 | Read...

ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ସୁରକ୍ଷା ଦେବା ଅଦାଲତଙ୍କ ଦାୟିତ୍ୱ

ନୂଆଦିଲ୍ଲୀ: କୋର୍ଟର କାର୍ଯ୍ୟ ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ରକ୍ଷା କରିବା । ଏହାସହ ନାଗରିକଙ୍କୁ ଦିଆଯାଉଥିବା ମୌଳିକ ଅଧିକାରକୁ ସୁରକ୍ଷା ଦେବା ମଧ୍ୟ କୋର୍ଟର ପ୍ରମୁଖ କାର୍ଯ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧ



ଡିସେମ୍ବର୧ରୁ ଖୋଲିବ ସବୁ ମେଡିକାଲ କଲେଜ

Anupambharat News Bureau | ଓଡ଼ିଶା | | 1616 | Read...

ଡିସେମ୍ବର୧ରୁ ଖୋଲିବ ସବୁ ମେଡିକାଲ କଲେଜ

ଭୁବନେଶ୍ୱର, ୨୭ା୧୧(ଅନୁପମ ମିଡ଼ିଆ): ଓଡ଼ିଶାର ସମସ୍ତ ମେଡିକାଲ କଲେଜ ଆସନ୍ତା ଡିସେମ୍ବର ୧ରୁ ଖୋଲିବ । ନେଇ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭ



ପରୀ ପାଇଁ ବିଧାନସଭା ଅଚଳ, ଏସଆଇଟି ଯାଞ୍ଚ କରାଯିବ କହିଲେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1615 | Read...

ପରୀ ପାଇଁ ବିଧାନସଭା ଅଚଳ, ଏସଆଇଟି ଯାଞ୍ଚ କରାଯିବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୧୧(ଅନୁପମ ମିଡ଼ିଆ): ପରୀ ପାଇଁ ପୁଣି ଆଜି ବିଧାନସଭା ଅଚଳ । କ୍ରମାଗତ ତୃତୀୟ ଦିନ ପାଇଁ ସମ ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଦେଖା ଦେଇଥିଲା । ଆଜିର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ମୁଲତବୀ ପ



ଜେଲ ଗଲେ ବାପା,ପୁଅ, ନ’କୋଟିରୁ ଊର୍ଦ୍ଧ୍ୱ ଆୟ ବହିର୍ଭୂତ ସମ୍ପତ୍ତିି ଠାବ

Anupambharat News Bureau | ଓଡ଼ିଶା | | 1614 | Read...

ଜେଲ ଗଲେ ବାପା,ପୁଅ, ନ’କୋଟିରୁ ଊର୍ଦ୍ଧ୍ୱ ଆୟ ବହିର୍ଭୂତ ସମ୍ପତ୍ତିି ଠାବ

ଭୁବନେଶ୍ୱର, ୨୭ା୧୧(ଅନୁପମ ମିଡ଼ିଆ): ଆୟବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁଅ ଆକାଶ ବନ୍ଧା ହେବା ପରେ ଜେଲ୍‌ ଯାଇଛନ୍ତ



ଲାଞ୍ଚ କାରବାରରେ ଭାରତ ନମ୍ବର ୧

Anupambharat News Bureau | ଦେଶ | | 1613 | Read...

ଲାଞ୍ଚ କାରବାରରେ ଭାରତ ନମ୍ବର ୧

ନୂଆଦିଲ୍ଲୀ: ସରକାରଙ୍କ ନିରନ୍ତର ପ୍ରୟାସ ସେ‰ ଦେଶରେ ଦୁର୍ନୀତିର ଚେର ବଢି ବଢି ଚାଲିଛି । ଏହି ଚେର କେତେ ଗଭୀର ତାହାର ଝଲକ ଏକ ରିପୋର୍ଟରେ ସାମ୍ନାକୁ ଆସିଛି । ଏକ ସର୍ଭେ ଅନୁସାରେ ଏତେ ପ୍ରତିଶତ ଲୋକ କହିଛନ୍ତି ଯେ, ଦେଶରେ ଗ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page