Anupambharat News Bureau : News


କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

Anupambharat News Bureau | ଓଡ଼ିଶା | | 2166 | Read...

କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

ଭୁବନେଶ୍ୱର, ୮ା୫ (ସ୍ୱତନ୍ତ୍ର ପ୍ରତିନିଧି): ଦେଶରେ କରୋନାର ଭୟାବହତା ଥମିବାର ନାଁ ନେଉ ନଥିବା ବେଳେ ଟିକାର ଅଭାବ ପରିସ୍ଥିତିକୁ ଅଧିକ ଗୁରୁତର କରିଛି । ଠିକ୍‌ ସମୟରେ ଟିକା ଆସି ପାରୁ ନଥିବାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଟି



ନକଲି କରୋନା ଟୀକା ପ୍ରତି ସାବଧାନ

Anupambharat News Bureau | ଦେଶ | | 2165 | Read...

ନକଲି କରୋନା ଟୀକା ପ୍ରତି ସାବଧାନ

ନୂଆଦିଲ୍ଲୀ: କରୋନା ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ରୋଗୀଙ୍କ ପାଇଁ ରେମେïସିର୍ଭି ଇଞ୍ଜେକ୍ସନ୍‌ ଅନଲାଇନ୍‌ ମାଧ୍ୟମରେ ଅର୍ଡର କରୁଛନ୍ତି ସଂପର୍କୀୟ । ଯଦି ଆପଣ କରୋନା ରୋଗୀଙ୍କ ପାଇଁ ଏହି ଇଞ୍ଜେକ୍ସନ୍‌ ଅର୍ଡର କରୁଛ



ମୁକ୍ତ ହେବେ କଏଦୀ

Anupambharat News Bureau | ଦେଶ | | 2164 | Read...

ମୁକ୍ତ ହେବେ କଏଦୀ

ନୂଆଦିଲ୍ଲୀ: କରୋନା ବିପଦକୁ ଦୃଷ୍ଟିରେ ରଖି ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କୁ ୯୦ ଦିନ ପାଇଁ ପାରୋଲ୍‌ରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଏଥିରେ ଜେଲ୍‌ରେ କଏଦୀଙ୍କ ସଂଖ୍ୟାରେ କିଛି ମାତ୍ରାରେ ହ ୍ରାସ ଘଟ



ଖଣିରେ ଭୟଙ୍କର ବିସ୍ପୋରଣ, ୧୦ ମୃତ, ୧୦ ଆହତ

Anupambharat News Bureau | ଦେଶ | | 2163 | Read...

ଖଣିରେ ଭୟଙ୍କର ବିସ୍ପୋରଣ,  ୧୦ ମୃତ, ୧୦ ଆହତ

କଡ଼ପା: ଆନ୍ଧ୍ର ପ୍ରଦେଶର କଡ଼ପାରେ ଥିବା ଗୋଟିଏ ଖଣି ଖାଦାନରେ ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ର୍ଭିତ୍ତି କରାଯାଇଛି । ବିସ୍ପୋରଣ ବେଳେ ଏଠା



କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

Anupambharat News Bureau | ଦେଶ | | 2162 | Read...

କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

ନୂଆଦିଲ୍ଲୀ: ଡରାଉଛି ମହାମାରୀ କରୋନା । ଶିଶୁଙ୍କ ପ୍ରତି ବିପଦ ବେଶୀ । ନୂଆ ଷ୍ଟ୍ରେନ ଶିଶୁଙ୍କୁ ଅଧିକ କରୁଛି ସଂକ୍ରମିତ । କରୋନା ସଂକ୍ରମଣର ପ୍ରଥମ ଲହରୀରେ ପ୍ରାପ୍ତ ବୟସ୍କ ଲୋକ ବେଶୀ ପ୍ରଭାବିତ ହୋଇଥିଲେ । ଛୋଟ ପିଲାମାନଙ୍



ଟିକା ଉପରୁ ଜିଏସଟି ଛାଡ କରାଯାଉ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Anupambharat News Bureau | ଓଡ଼ିଶା | | 2161 | Read...

ଟିକା ଉପରୁ ଜିଏସଟି ଛାଡ କରାଯାଉ  : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ଟିକା ଉପରୁ ଜିଏସଟି ଛାଡ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ରୁ ୪୪ ବର୍ଷ ବର୍ଗ ପାଇଁ ରାଜ୍ୟ କିଣୁଥି



ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 2160 | Read...

ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): କରୋନା ଲଢ଼େଇରେ ହାରି ଯାଇଛନ୍ତି ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥ । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ସିଆରପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସିଆରପିଏଫ୍‌ ଗ୍ରୁପ ସେଣ



ଆଦାୟ ହେଲାଣି ୧୫ କୋଟି

Anupambharat News Bureau | ଓଡ଼ିଶା | | 2159 | Read...

ଆଦାୟ ହେଲାଣି ୧୫ କୋଟି

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ସରକାରଙ୍କ କରୋନା ନିୟମ ଅନେକ ଲୋକ ମାନୁଛନ୍ତି କି;ୁ କିଛି ଅମାନିଆ ମାନୁନାହାନ୍ତି, ସେମାନଙ୍କୁ ଦଣ୍ଡିତ କରାଯାଉଛି । ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୧୫ କୋଟି ଟ



ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

Anupambharat News Bureau | ଓଡ଼ିଶା | | 2158 | Read...

ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

ଭୁବନେଶ୍ୱର,୬ା୫(ଅନୁପମ ମିଡ଼ିଆ): ଯେଉଁମାନେ ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍‌ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍



ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

Anupambharat News Bureau | ଦେଶ | | 2157 | Read...

ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

ଲଣ୍ଡନ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରକୁ ବହୁତ ବଡ଼ ଆହ୍ୱାନ ବୋଲି କହିଛନ୍ତି । ଏଥିରେ ଭାରତକୁ ସାରା ବିଶ୍ୱର ଦେଶମାନଙ୍କରୁ ମିଳୁଥିବା ସହାନୁଭୂତିକୁ କୁଟନୈତିକ ଏକତା ବୋଲ



ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

Anupambharat News Bureau | ଦେଶ | | 2156 | Read...

  ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

ଭୋପାଳ: ଏଣିକି ଶ୍ମଶାନ ଜଗିବେ ଶିକ୍ଷକ। ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁସାରେ, ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ସରକାର ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରିଛନ୍ତ



ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

Anupambharat News Bureau | ବିଦେଶ | | 2155 | Read...

  ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page