Anupambharat News Bureau : News


ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

Anupambharat News Bureau | ଦେଶ | | 2322 | Read...

ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

ନୂଆଦିଲ୍ଲୀ,୧୮ା୭: ଦେଶରେ ମୌସୁମୀ ବର୍ଷାର ଆଗମନଠାରୁ ମାତ୍ର କେତେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତର ରେକର୍ଡ ହୋଇଛି । ତେବେ ଜୁଲାଇରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଜୁଲାଇରେ ଏଯାବତ୍‌ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥ



ବଡଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ

Anupambharat News Bureau | ଓଡ଼ିଶା | | 2321 | Read...

 ବଡଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ

ପୁରୀ,୧୮ା୭(ଅନୁପମ ମିଡ଼ିଆ): ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା । ନବଦିନ ଯାତ୍ରାରେ ବାହାରିଥିବା ଦାରୁ ବିଗ୍ରହ ମାନେ ଜନ୍ମ ବେଦୀରୁ ପ୍ରତ୍ୟାବର୍ତ୍ତନ କରିବେ ରତ୍ନ ବେଦୀକୁ । ରଥଯାତ୍ରା ଭଳି ବିନା ଭକ୍ତରେ ସମ



ମୁମ୍ବାଇରେ ପ୍ରବଳ ବର୍ଷା : କୋଠା ଭୁଶୁଡ଼ି ୩୨ ମୃତ

Anupambharat News Bureau | ଦେଶ | | 2320 | Read...

ମୁମ୍ବାଇରେ ପ୍ରବଳ ବର୍ଷା :  କୋଠା ଭୁଶୁଡ଼ି ୩୨ ମୃତ

ମୁମ୍ବାଇ,୧୮ା୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ପୃଥକ ସ୍ଥାନରେ କୋଠା ଭୁଶୁଡ଼ି ୩୨ ଜଣଙ୍କର ମୃତୁ୍ୟ ଘଟିଛି । ମୂଷଳ ଧାରାରେ ବର୍ଷା ଯୋଗୁ କୋଠା ଭୁଶୁଡ଼ିବା ଯୋଗୁ ଚେମ୍ବୁର,ବିକ୍ରୋଲିରେ ଏବଂ ଭାଣ୍ଡୁପରେ ୩୨ଜଣଙ୍କର ମୃତୁ୍ୟ ହୋ



ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2319 | Read...

 ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

ମୁମ୍ବଇ,୧୭ା୭: ଦେଶର ମୁଦ୍ର ସଂରକ୍ଷଣ ଭଣ୍ଡାର(ଫରେକ୍ସ ରିଜର୍ଭ ରେସିଓ)ରେ ୧.୮୮୩ ବିଲିୟନ ଡଲାର ବୃଦ୍ଧି ସହ ରେକର୍ଡ ସ୍ତର ୬୧୧.୮୯୫ ବିଲିୟନ ଡଲାର ହୋଇଛି । ଜୁନ ୯ରେ ଶେଷ ହୋଇଥିବା ସପ୍ତାହରେ ସ୍ତର ଏହା ଥିବା ବେଳେ ପୂର୍ବ ସପ୍ତା



ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2318 | Read...

ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

ମୁମ୍ବଇ,୧୭ା୭:ଆନ୍ତର୍ଜାତିକ କାରଣରୁ ପେଟ୍ରୋଲ ଦର ବୃଦ୍ଧି ଅବ୍ୟାହତ ରହିଛି । ଏଭଳି ଦରବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆୟ ହ୍ରାସ ପାଉଥିବା ଏବଂ ଖାଦ୍ୟ ଦ୍ରବ୍ୟର ମୁîଲ୍ୟ ବୃଦ୍ଧି ବେଳେ ତୈଳ ଦର ବୃଦ୍ଧି ଏବେ ଦେଶର



ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌

Anupambharat News Bureau | ଓଡ଼ିଶା | | 2317 | Read...

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି । ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏବଂ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ର ଗୁଡିକୁ ସାନିଟାଇଜ୍‌ କରାଯିବ । ପ୍ରତି ପରୀକ୍ଷା କେନ



୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ : ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ , ଜିଲ୍ଲାପାଳ ନିଷ୍ପତ୍ତିି ନେବେ

Anupambharat News Bureau | ଓଡ଼ିଶା | | 2316 | Read...

୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ :  ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ , ଜିଲ୍ଲାପାଳ ନିଷ୍ପତ୍ତିି ନେବେ

ଭୁବନେଶ୍ୱର, ୧୭ା୭(ଅନୁପମ ମିଡ଼ିଆ):ଆସନ୍ତା ୨୬ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢା ଆସନ୍ତା ୨୬ରୁ ଆରମ୍ଭ ହେବ । ଯେଉଁ ସ୍କୁଲରେ ମ



ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି:: ୧୫ ପ୍ରସ୍ତାବ ଉପରେ ମୋହର

Anupambharat News Bureau | ଓଡ଼ିଶା | | 2315 | Read...

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି::  ୧୫ ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର, ୧୭ା୭(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳ



ଶରଧାବାଲିରେ ତିନି ରଥ

Anupambharat News Bureau | ଓଡ଼ିଶା | | 2314 | Read...

ଶରଧାବାଲିରେ ତିନି ରଥ

ପୁରୀ,୧୨ା୭(ଅନୁପମ ମିଡ଼ିଆ): ଶରଧାବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ସାଢ଼େ ୫ଟାରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ।



ନିଅଣ୍ଟିଆ ବର୍ଷା, ଚାଷୀକୂଳ ହତାଶ

Anupambharat News Bureau | ଓଡ଼ିଶା | | 2313 | Read...

ନିଅଣ୍ଟିଆ ବର୍ଷା, ଚାଷୀକୂଳ ହତାଶ

ବ୍ରହ୍ମପୁର,୧୧ା୭ (ବିନୋଦ ପଟ୍ଟନାୟକ): ସାଧାରଣତଃ ଅକ୍ଷୟ ତୃତୀୟାରୁ ଚାଷ କାର୍ଯ୍ୟ ଆରମ୍ଭ ହୁଏ । ଜମିରେ ବିହନ ବୁଣିବା ପାଇଁ କୃଷକ ବର୍ଷାକୁ ଅନାଇ ବସିଥାଏ । ପାଣି ମୁନ୍ଦାଏ ପଡ଼ିଲେ କୃଷକ ଜମିରେ ତଳି ପକାଇବା କାର୍ଯ୍ୟ ଆରମ୍ଭ କର



କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2312 | Read...

 କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୭(ଅନୁପମ ମିଡ଼ିଆ): ରଥ ଯାତ୍ରାର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନଫୋଭାଲୀରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହ



ସେପେଫମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

Anupambharat News Bureau | ଦେଶ | | 2311 | Read...

ସେପେଫମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

ନୂଆଦିଲ୍ଲୀ, ୧୨ା୭: ଆସନ୍ତା ସେପେଫମ୍ବର ୧୨ ତାରିଖରେ କୋଭିଡ୍‌ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି (ମଙ୍ଗଳବାର)ଅପରାହ୍ନ ୫ଟାରୁ ଏନଟିଏ େୱବସ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page