Anupambharat News Bureau : News


ଦିନ ମଜୁରିଆଙ୍କ ପେଟରେ ଲାତ

Anupambharat News Bureau | ଓଡ଼ିଶା | | 202 | Read...

ଦିନ ମଜୁରିଆଙ୍କ ପେଟରେ ଲାତ

ଭଦ୍ରକ,୨୨ା୫(ଅନୁପମ ମିଡିଆ): ଗତ ଡିସମ୍ବେର ମାସରେ ବନ୍ତ ସହର ମହକୁମାରେ ଅବସ୍ଥିତ ସରକାରୀ ଚାଉଳ ଗୋଦାମରେ ଘୋଟାଲା ହେବା ପରେ ଗୋଦାମ ବନ୍ଦ ରହିଛି । ଫଳରେ ଉକ୍ତ ଗୋଦାମରେ କାର୍ଯ୍ୟ କରି ପରିବାର ଚଳାଉଥିବା ବହୁ ଶ୍ରମିକ ନିଜର ଜୀ



ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

Anupambharat News Bureau | ଓଡ଼ିଶା | | 201 | Read...

  ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

ଭଦ୍ରକ,୨୨ା୫(ଅନୁପମ ମିଡିଆ): ସାରା ଦେଶରେ ୧୪ଟି ଟେବୁଲରେ ଭୋଟ୍‌ ଗଣତି ହେଉଥିବାବେଳେ ଓଡ଼ିଶା ପାଇଁ ୭ ଟି ଟେବୁଲ୍‌କୁ ଅନୁମତି ମିଳିଛି । ଭଦ୍ରକ ଜିଲା ପ୍ରଶାସନ ଅଧିକ ଟେବୁଲ ପାଇଁ ଅନୁମତି ମାଗିଥିଲେ ମଧ୍ୟ ନିର୍ବାଚନ କମିଶନର



ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

Anupambharat News Bureau | ଦେଶ | | 200 | Read...

ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

ଭୁବନେଶ୍ୱର,୨୧ ।୫ (ଅନୁପମ ମିଡିଆ):ଆଉ ଦିନକ ପରେ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ହେବ । ୨୧ ଟି ଲୋକସଭା ଏବଂ ୧୪୬ ଟି ବିଧାନସଭା ଆସନ ପାଇଁ ୬୩ ଟି କେନ୍ଦ୍ରରେ ଭୋଟ୍‌ ଗଣନା କରାଯିବ । ଭୋଟ ଗଣତିକୁ ନେଇ ଅବଗଣନା ଆରମ୍ଭ ହୋଇଛି ।



ତପ୍ତପାଣି ଘାଟିରୁ ଖସିଲା ବସ, ଜଣେ ମୃତ,୩୫ ଆହତ

Anupambharat News Bureau | ଓଡ଼ିଶା | | 199 | Read...

ତପ୍ତପାଣି ଘାଟିରୁ ଖସିଲା ବସ,  ଜଣେ ମୃତ,୩୫ ଆହତ

ମୋହନା/ସାନଢ଼େମୁଣ୍ଡି/ଦିଗପହଣ୍ଡି,୨୧ ।୫(ଅନୁପମ ମିଡ଼ିଆ): ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍‌ ଖସିପଡ଼ିବାରୁ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରୁ



ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

Anupambharat News Bureau | ଦେଶ | | 198 | Read...

ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ୨୧ା୫: ଅରୁଣାଚଳ ପ୍ରଦେଶର ତିରାପ୍‌ ଜିଲ୍ଳାରେ ଆଜି ଏକ ବଡ଼ଧରଣର ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ତିରାପ୍‌ ଜିଲ୍ଲାରେ ବଗାପାଣି ଠାରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜଣେ ବିଧାୟକ ଓ ତାହାଙ୍କ ପୁ



କମିଲା ପାସ୍‌ ହାର

Anupambharat News Bureau | ଓଡ଼ିଶା | | 197 | Read...

କମିଲା ପାସ୍‌ ହାର

କଟକ, ୨୧ା୫(ଅନୁପମ ମିଡ଼ିଆ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପୂର୍ବାହ୍ନ ୯ଟା ବେଳେ ପ୍ରକା



ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

Anupambharat News Bureau | ଓଡ଼ିଶା | | 196 | Read...

ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

ବ୍ରହ୍ମପୁର,୨୧ ।୫(ଅନୁପମ ମିଡ଼ିଆ) : ଗତକାଲି ବିଳମ୍ବିତ ରାତିରେ ଆସିକାରୋଡ଼ ଶେଷ ଭାରତ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ୬ ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିବା ସହ ଦୁଇଟି ଖଣ୍ଡା, ୪ଟି ବୋମା ଓ ଅନ୍ୟାନ୍ୟ ଆପତ୍ତି



ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

Anupambharat News Bureau | ଓଡ଼ିଶା | | 195 | Read...

ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

ବ୍ରହ୍ମପୁର,୨୧ ।୫(ଅନୁପମ ମିଡ଼ିଆ) : ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏହି ଫଳ ଜାଣିବାପାଇଁ ବିଭିନ୍ନ ଇଣ୍ଟରନେଟ୍‌ ସେଣ୍ଟର ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଭିଡ଼



ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

Anupambharat News Bureau | ଓଡ଼ିଶା | | 194 | Read...

ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

ଲମତାପୁଟ,୨୧ ।୫ (ଅନୁପମ ମିଡ଼ିଆ): କୋରାପୁଟ ଜିଲ୍ଲାରେ ସାରା ଓଡ଼ିଶାରେ ମେଟ୍ରିକ ପରୀକ୍ଷାରେ ପାସ୍‌ ହାର କମିବାରେ ଶୀର୍ଷରେ ରହିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ଆଢ଼ୁସିତ ଲମତାପୁଟ ବ୍ଲକ ଏଥିରୁ ବାଦ ପଡ଼ିନି । ଚଳିତ ବ



୫ ବିଜେପି କର୍ମୀଙ୍କୁ ଆକ୍ରମଣ

Anupambharat News Bureau | ଓଡ଼ିଶା | | 193 | Read...

୫ ବିଜେପି କର୍ମୀଙ୍କୁ ଆକ୍ରମଣ

କୋଲକତା: ନିର୍ବାଚନ ଶେଷ ହେବା ପରେ ମଧ୍ୟ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆତଙ୍କରାଜ ପଶ୍ଚିମବଙ୍ଗରେ କମୁ ନାହିଁ । ପୁଣି ଥରେ ଭାରତୀୟ ଜନତା ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କ ଆକ୍ରମଣ ହୋଇଛି । ସିତାଇ ଅଞ୍ଚଳରେ ହୋଇଥିବା ଆକ୍ରମଣରେ



କ୍ଷମା ମାଗିଲେ ବିବେକ୍‌ ଓବରୟ

Anupambharat News Bureau | ଦେଶ | | 192 | Read...

କ୍ଷମା ମାଗିଲେ ବିବେକ୍‌ ଓବରୟ

ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ୍‌ ପରେ ଶେଷରେ ଅଭିନେତା ବିବେକ୍‌ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍‌ କରିଥିବା ଏକ ମିମ୍‌ ଓ ଫଟୋକୁ ଆଜି ଡିଲିଟ୍‌ କରିଛନ୍ତି । ଏ ନେଇ ସେ ଟ୍ୱ



ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

Anupambharat News Bureau | ଦେଶ | | 191 | Read...

ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ପିତା ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଭାଇ ଭଉଣୀ ବାପାଙ୍କୁ ମନେ ପକାଇବା ସହ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page