Anupambharat News Bureau : News


ସୁନ୍ଦରୀ ପାଇଁ ମଇଁଷି ଶିକାର...

Anupambharat News Bureau | ଓଡ଼ିଶା | | 78 | Read...

ସୁନ୍ଦରୀ ପାଇଁ ମଇଁଷି ଶିକାର...

ଅନୁଗୋଳ ,୧୪ା୫(ଅନୁପମ ମିଡିଆ): ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାର ଏନ୍‌କ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀ ପାଇଁ ଗୃହପାଳିତ ପଶୁ ଶିକାର କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ବନ୍ତଳା ଥାନାରେ ଅଭିଯୋଗ ହେବ



ମହଙ୍ଗା ପଡିଲା ମଦ୍ୟପାନ, ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

Anupambharat News Bureau | ଓଡ଼ିଶା | | 77 | Read...

ମହଙ୍ଗା ପଡିଲା ମଦ୍ୟପାନ,   ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

ସମ୍ବଲପୁର,୧୪ା୫ (ଅନୁପମ ମିଡିଆ): ବିବାହ ଏକ ସାମାଜିକ ବନ୍ଧନ ଅଟେ । ସାତ ଜନମ ପାଇଁ ସାଥୀ କରିବାକୁ ବର ନିଜର ଆତ୍ମିୟ ସ୍ୱଜନଙ୍କ ସହ କନ୍ୟା ଘରେ ପହଞ୍ଚିଥିବା ବେଳେ ମଦ୍ୟପାନ ମହଙ୍ଗା ପଡିଛି । ମଦ୍ୟପାନ ବରକୁ ଦେଖି କନ୍ୟା ବେଦିରୁ



ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 76 | Read...

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

କେନ୍ଦୁଝର, ୧୪ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଚିକିସିା ଅବହେଳାରୁ ମହିଳା ଜଣଙ୍କର ମୃତୁ୍ୟ



ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

Anupambharat News Bureau | ଓଡ଼ିଶା | | 74 | Read...

ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

ଅନୁଗୋଳ,୧୪ା୫ (ଅନୁପମ ମିଡିଆ): ରାସ୍ତା ଜବଲଦଖଲ କରି ଜିନିଷପତ୍ର ରଖିଥିବା ଜଣେ ବ୍ରବସାୟୀ ଆଜି ଅନୁଗୋଳ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା କରିଛନ୍ତି । ଘଟଣା ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଶୁଭେ



ବାପା ଆଗରେ ଗଲା ପୁଅର ଜୀବନ

Anupambharat News Bureau | ଓଡ଼ିଶା | | 73 | Read...

ବାପା ଆଗରେ ଗଲା ପୁଅର ଜୀବନ

ବ୍ୟାସନଗର,୧୪ ।୦୫(ଅନୁପମ ମିଡ଼ିଆ): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁଢିଆ ଆନିକଟସ୍ଥିତ ବୁଢା ନଦୀରେ ୫ ଜଣ ଗୋଧୋଇବାକୁ ଯାଇଥିବା ବେଳେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର



ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

Anupambharat News Bureau | ଓଡ଼ିଶା | | 72 | Read...

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

କଟକ,୧୪ା୫ (ଅନୁପମ ମିଡିଆ): ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗତ ଏପ୍ରିଲ ୧୪ ତାରିଖରେ ହତ୍ୟା କରାଯାଇଥିଲେ ହେଁ ଗତ ୨୦୧୬ ମସିହାରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏହି ଘଟଣାରେ କ୍ରାଇମବ୍ରାଂଚ ୫ ଜଣ ଦୁର୍ଦ୍ଦାନ୍ତ ଅପରା



କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

Anupambharat News Bureau | କ୍ରୀଡ଼ା | | 71 | Read...

କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

ନୂଆଦିଲ୍ଲୀ,୧୩ ।୫: ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ ବୋଲି ଦକ୍ଷିଣ ଆଫି୍ରକାର ପୂର୍ବତନ ଷ୍ଟାର୍‌ ଫିଲïର ଜଣ୍ଟି ରୋଡ୍ସ ପ୍ରକାଶ କରିଛନ୍ତି । ଚଳିତବର୍ଷ ଇଂଲଣ୍ଡ ଠାରେ ଆଇସିସି କ୍ରିକେଟ୍‌ ବିଶ୍ୱକପ



ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

Anupambharat News Bureau | ଓଡ଼ିଶା | | 70 | Read...

 ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

ଭୁବନେଶ୍ୱର, ୧୩ା୫ (ଅନୁପମ ମିଡିଆ) : ରବିବାର ମଧ୍ୟରାତ୍ର ସୁଦ୍ଧା ଭୁବନେଶ୍ୱର ସହରରେ ୧୦୦ ପ୍ରତିଶତ ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ବାସ୍ତବ କ୍ଷେତ୍ରରେ କେତେକ ଅଞ୍ଚଳ ଏଥିରୁ ବଞ୍ଚ



ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ବ୍ୟାନ୍‌

Anupambharat News Bureau | ବିଦେଶ | | 69 | Read...

ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ବ୍ୟାନ୍‌

କଲମ୍ବୋ: ଇଷ୍ଟର୍‌ ରବିବାର ସିରିଜ୍‌ ବୋମା ବିସ୍ପୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କାରେ ସାଂପ୍ରଦାୟିକ ଉତ୍ତେଜନା ଓ ହିଂସା ବିବାରେ ଲାଗିଛି । ଦେଶରେ ବସବାସ କରୁଥିବା ମୁସଲିମ୍‌ ସଂପ୍ରଦାୟ ଏବଂ ସେମାନଙ୍କ ଧର୍ମପୀଠ ଉପରେ



ଚୀନ୍‌ ନିର୍ମାଣ କଲା ଅତ୍ୟାଧୁନିକ କ୍ୟାମେରା

Anupambharat News Bureau | ବିଦେଶ | | 68 | Read...

ଚୀନ୍‌ ନିର୍ମାଣ କଲା ଅତ୍ୟାଧୁନିକ କ୍ୟାମେରା

ବେଜିଂ: ଚୀନ୍‌ର ଗବେଷକମାନେ ନିକଟରେ ‘ଅଲଟ୍ରା-ଲଙ୍ଗ ରେଞ୍ଜ ଏଆଇ କ୍ୟାମେରା’ ନିର୍ମାଣ କରିଛନ୍ତି । ଏହି କ୍ୟାମେରା ସାହାର୍ଯ୍ୟରେ ଜଣେ ବ୍ୟକ୍ତି ୪୫ କିଲୋମିଟରରେ ଥିବା ବସ୍ତìର ଫଟୋ ଉତ୍ତୋଳନ କରିପାରିବେ । ଗବେଷକ ଝେଙ



ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଧର୍ମେନ୍ଦ୍ର

Anupambharat News Bureau | ଦେଶ | | 67 | Read...

ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ବିଜେପି ଟିକେଟ୍‌ରେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଏହାକୁ ନେଇ ତାଙ୍କ ବାପା ତଥା ଭେଟେରାନ୍‌ ଆକଫର ଓ ପୂର୍ବତନ ସାଂସଦ



ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ

Anupambharat News Bureau | ଦେଶ | | 66 | Read...

ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୧୩ା୫: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବା ନାହିଁ । ଆଜି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page