Anupambharat News Bureau : News


ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

Anupambharat News Bureau | ଦେଶ | | 1080 | Read...

ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

ନୂଆଦିଲ୍ଲୀ,୮ା୪: ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି । ଏହା ଚୀନ୍‌ରୁ ଆରମ୍ଭ ହୋଇ ଗୋଟିଏ ପରେ ଗୋଟିଏ ୨୦୮ ରାଷ୍ଟ୍ରକୁ ବ୍ୟାପି ଯାଇଛି । ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବା



ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

Anupambharat News Bureau | ଦେଶ | | 1079 | Read...

ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

ନୂଆଦିଲ୍ଲୀ,୬ା୪: ସୋମବାର କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କରୋନା ମୁକାବିଲା ଲାଗି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଏକ ଅଧ୍ୟାଦେଶକୁ ମଞ୍ଜୁର ପୂର୍ବକ ଏଥିରେ ସାଂସଦଙ୍କ ଭତ୍ତା ଓ ପେନ୍&z



ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

Anupambharat News Bureau | ଓଡ଼ିଶା | | 1078 | Read...

ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର, ୬ା୪ (ଅନୁପମ ମିଡ଼ିଆ): କରାନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟର ତୃତୀୟ କୋଭିଡ -୧୯ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ୨୦ ଶଯ୍ୟା ଆଇସିୟୁ ସୁବିଧା ସହ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସୋଆ



ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

Anupambharat News Bureau | ଓଡ଼ିଶା | | 1077 | Read...

ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

ଭୁବନେଶ୍ୱର, ୬ା୪(ଅନୁପମମିଡ଼ିଆ): ରାଜ୍ୟରେ ସୋମବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଆକ୍ରାନ୍ତ ୩୨ ବର୍ଷିୟ ଯୁବକଙ୍କ ଘର କେନ୍ଦ୍ରପଡ଼ାରେ



ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

Anupambharat News Bureau | ଦେଶ | | 1076 | Read...

ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

ନୂଆଦିଲ୍ଲୀ,୬ା୪ ସମଗ୍ର ବିଶ୍ୱରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଦେଶରେ ଏହି ମହାମାରୀରେ ମୃତ ସଂଖ୍ୟା ସୋମବାର ଶହେ ଟପିଛି । ଆଜି ୨୪ ଘଣ୍ଟା ମଧ୍ୟରେ ଦେଶରେ ଏହି ଭୂତାଣୁ ୨୮ ଜଣଙ୍କ ଜୀବନ ନେଇଛି । ସେହିଭଳି ଏହି ସମୟ ମଧ



ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

Anupambharat News Bureau | ଓଡ଼ିଶା | | 1075 | Read...

ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

ଛତ୍ରପୁର,୪ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଭାବରେ ବୃଦ୍ଧି ଘଟୁଥିବାର ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୈନିକ ୧୯ ଘଣ୍ଟା ସଟ୍‌ ଡାଉନ ଘୋଷଣା କରିଛନ୍ତି । ଶନିବାରଠାରୁ ଜିଲ୍



ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

Anupambharat News Bureau | ଓଡ଼ିଶା | | 1074 | Read...

ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

ଭୁବନେଶ୍ୱର,୪ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଶନିବାର ପଶ୍ଚିମ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହଣ୍ଡି ଜିଲ୍ଲାର ଏହି ୨୯ ବର୍ଷିୟ ଯୁବକ ନିକଟରେ ବାହାରି



ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

Anupambharat News Bureau | ଓଡ଼ିଶା | | 1073 | Read...

ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

ଭୁବନେଶ୍ୱର , ୪ ।୪(ଅନୁପମମିଡ଼ିଆ): କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବଂ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ମିଳିବା ପରେ ସେ ଯେଉଁ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରିବାକୁ ପଡିଥାଏ । ‘କଣ୍ଟାକଫ ଟ୍



ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

Anupambharat News Bureau | ଦେଶ | | 1072 | Read...

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

ନୂଆଦିଲ୍ଲୀ, ସମଗ୍ର ବିଶ୍ୱକୁ ସଂକ୍ରମଣର କାୟା ବିସ୍ତାର କରିଥିବା କରୋନା ଭୂତାଣୁ କ୍ରମେ ଭୟଙ୍କର ରୂପ ଧାରଣ କରିଛି । ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ବିଶ୍ୱର ପ୍ରମୁଖ ବିକଶିତ ରାଷ୍ଟ୍ରମାନଙ୍କୁ ବ୍ୟାପି ଯାଇଛି ।



ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

Anupambharat News Bureau | ଦେଶ | | 1071 | Read...

ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

ନୂଆଦିଲ୍ଲୀ,୩ା୪: ଦେଶରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଗୋଟିଏ ଦିନରେ ଭାରତରେ ୯୫୦ ଜଣ ବ୍ୟକ୍ତିଙ୍କ ଶରୀରରେ ଏହି ଭୂତାଣୁର ପଜିଟିଭ୍‌ ଚିହ୍ନଟ ହୋଇଛି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୨୫୭୫କୁ ସ୍ପର୍ଶ କ



ଏକଜୁଟ ନିଦର୍ଶନ ପାଇଁ ମୋଦିଙ୍କ ଆହ୍ୱାନ ପାଞ୍ଚ ତାରିଖ ରାତି ୯ରେ ଦୀପ ଜଳାଅ

Anupambharat News Bureau | ଦେଶ | | 1070 | Read...

ଏକଜୁଟ ନିଦର୍ଶନ ପାଇଁ ମୋଦିଙ୍କ ଆହ୍ୱାନ ପାଞ୍ଚ ତାରିଖ ରାତି ୯ରେ ଦୀପ ଜଳାଅ

ନୂଆଦିଲ୍ଲୀ,୩ା୪: ଆସନ୍ତା ପାଞ୍ଚ ତାରିଖ ରାତ୍ର ୯ଟା ବେଳେ ୯ମିନିଟ୍‌ ପାଇଁ ନିଜ ବାସଗୃହର ବିଜୁଳି ଆଲୋକ ବନ୍ଦ କରି ନିଜ ଘର ଦ୍ୱାର ନିକଟରେ କିମ୍ବା ବାଲ୍‌କୁନିରେ ସାମାଜିକ ଦୂରତ୍ୱ ରଖି ଦୀପ ପ୍ରଜ୍ୱଳନ କରିବାକୁ ପ୍ରଧାନମନ୍



ସୁସ୍ଥ ହେଲେ ପ୍ରଥମ ସଂକ୍ରମିତ

Anupambharat News Bureau | ଓଡ଼ିଶା | | 1069 | Read...

 ସୁସ୍ଥ ହେଲେ ପ୍ରଥମ ସଂକ୍ରମିତ

ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ତାଙ୍କର କୋବିଡ-୧୯ ରିପୋର୍ଟ ନେଗେଟିଭ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page