Anupambharat News Bureau : News


ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

Anupambharat News Bureau | ଓଡ଼ିଶା | | 1129 | Read...

ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

ବିରଜାକ୍ଷେତ୍ର, ୧୮ା୪(ଅନୁପମମିଡ଼ିଆ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପିନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍



ସୁସ୍ଥ ହୋଇ ଫେରିଲେ ଆଉ ତିନି

Anupambharat News Bureau | ଓଡ଼ିଶା | | 1128 | Read...

 ସୁସ୍ଥ ହୋଇ  ଫେରିଲେ ଆଉ ତିନି

ଭୁବନେଶ୍ୱର, ୧୮ା୪(ଅନୁପମମିଡ଼ିଆ): ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି । ଏଥିସହିତ ମୋଟ ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯ



ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

Anupambharat News Bureau | ଓଡ଼ିଶା | | 1127 | Read...

ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

ଭୁବନେଶ୍ୱର, ୧୮ା୪(ଅନୁପମମିଡ଼ିଆ): ଶେଷରେ ଉତ୍ତର ଓଡ଼ିଶାକୁ ପ୍ରବେଶ କରିଛି କରୋନା ମହାମାରୀ । ବାଲେଶ୍ୱର ସହର ନିଳିମାବାଗ ଅଞ୍ଚଳରେ ଜଣେ ପଜିଟିଭ ରୋଗୀକୁ ଚିହ୍ନଟ କରାଯିବା ପରେ ମୟୂରଭଞ୍ଜ ଜିଲ୍ଲାରେ କଟକଣାକୁ କଡ଼ାକଡ଼ି କରାଯାଇ



ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

Anupambharat News Bureau | ଓଡ଼ିଶା | | 1126 | Read...

ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

ଭୁବନେଶ୍ୱର, ୧୭ା୪(ଅନୁପମମିଡ଼ିଆ): କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ କୋଟି



ତିନି ସଂସ୍ଥାକୁ ୫୦ ହଜାର କୋଟିର ସହାୟତା, ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ

Anupambharat News Bureau | ଦେଶ | | 1125 | Read...

ତିନି ସଂସ୍ଥାକୁ ୫୦ ହଜାର କୋଟିର ସହାୟତା, ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ

ନୂଆଦିଲ୍ଲୀ,୧୭ା୪: କରୋନା ଭାଇରସ୍‌ ମହାମାରୀ ଓ ଲକଡାଉନ କାରଣରୁ ଦେଶରେ ଉପୁଜଥିବା ଆର୍ଥିକ ସଙ୍କଟରେ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅନେକ ବଡ ବଡ ଘୋଷଣା



ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

Anupambharat News Bureau | ଓଡ଼ିଶା | | 1124 | Read...

ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

ପୁରୀ, ୧୭ା୪(ଅନୁପମମିଡ଼ିଆ): ଲକ୍‌ ଡାଉନ୍‌ ପାଇଁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାରୁ ପ୍ରତ୍ୟେକ ସେବାୟତ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନି



ଥାନା ଅଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

Anupambharat News Bureau | ଓଡ଼ିଶା | | 1123 | Read...

ଥାନା ଅଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

ଭୁବନେଶ୍ୱର,୧୭ା୪(ଅନୁପମମିଡ଼ିଆ): ଲକ୍‌ ଡାଉନ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଆଇପିସି ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ସରକାର ଏହି କ୍ଷମତା ପ୍ରଦାନ କରିଛନ



ରାଜ୍ୟରେ ବଢିନି ପଜିଟିଭ୍‌ଙ୍କ ସଂଖ୍ୟା, ସୁସ୍ଥ ହେଲେ ଆଉ ଦୁଇ

Anupambharat News Bureau | ଓଡ଼ିଶା | | 1122 | Read...

ରାଜ୍ୟରେ ବଢିନି ପଜିଟିଭ୍‌ଙ୍କ ସଂଖ୍ୟା,   ସୁସ୍ଥ ହେଲେ ଆଉ ଦୁଇ

ଭୁବନେଶ୍ୱର,୧୭ା୪(ଅନୁପମ ମିଡ଼ିଆ): ରାଜ୍ୟର ଆଉ ଦୁଇ ଜଣ କରୋନା ପଜିଟିଭ୍‌ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଉଭୟ ଭୁବନେଶ୍ୱର ଅଞ୍ଚଳର । ସେମାନଙ୍କ ନମୁନା ଯାଞ୍ଚ ରିଂପୋର୍ଟ ନେଗେଟିଭ୍‌ ବାହାରିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡ



ହଟସ୍ପଟ୍‌ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି

Anupambharat News Bureau | ଓଡ଼ିଶା | | 1121 | Read...

 ହଟସ୍ପଟ୍‌ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି

ଭୁବନେଶ୍ୱର, ୧୭ା୪(ଅନୁପମମିଡ଼ିଆ): ରାଜ୍ୟରେ ଗତ ଦୁଇ ଦିନ ମଧ୍ୟରେ ନୂଆ କରୋନା ପଜିଟିଭ ମାମଲା ସାମନାକୁ ଆସି ନାହିଁ । ଅନ୍ୟ ପକ୍ଷରେ ଭୁବନେଶ୍ୱର ସହର କରୋନାର ହଟ ସ୍ପଟ ହୋଇଛି ଓ ସହରରେ ମୋଟ ୪୬ଟି କରୋନା ମାମଲା ସାମନାକୁ ଆସିଛି ।



ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

Anupambharat News Bureau | ଓଡ଼ିଶା | | 1120 | Read...

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର, ୧୭ା୪(ଅନୁପମମିଡ଼ିଆ): ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ସହରାଇ ଓରାମଙ୍କ ଶୁକ୍ରବାର ଦିନ ପରଲୋକ ହୋଇଛି । କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ଭଦ୍ରାସାହିଠ



ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

Anupambharat News Bureau | ଓଡ଼ିଶା | | 1119 | Read...

 ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

ଭୁବନେଶ୍ୱର,୧୭ା୪ (ଅନୁପମ ମିଡ଼ିଆ):କରୋନା ସ୍ଥିତିରେ ରଥଯାତ୍ରା ହେବା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଦେବ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ।



ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

Anupambharat News Bureau | ଓଡ଼ିଶା | | 1118 | Read...

 ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

ଭୁବନେଶ୍ୱର,୧୭ା୪ (ଅନୁପମ ମିଡ଼ିଆ):କରୋନା ସ୍ଥିତିରେ ରଥଯାତ୍ରା ହେବା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଦେବ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ।




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page