Anupambharat News Bureau : News


ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷାାାାାାାାାାାାାାାାାାା ଏକ ସପ୍ତାହରେ ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ

Anupambharat News Bureau | ଓଡ଼ିଶା | | 1117 | Read...

 ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷାାାାାାାାାାାାାାାାାାା ଏକ ସପ୍ତାହରେ ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର, ୧୪ା୪(ଅନୁପମମିଡ଼ିଆ): ଲକ୍‌ ଡାଉନ୍‌ ସମୟରେ ଚାଷୀମାନେ ସେମାନଙ୍କ ଉପିାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେ



ଗରିବଙ୍କୁ ମିଳିବ ଅତିରିକ୍ତ ପାଞ୍ଚ କେଜି ଚାଉଳ ଓ ଏକ କେଜି ଡାଲି

Anupambharat News Bureau | ଓଡ଼ିଶା | | 1115 | Read...

ଗରିବଙ୍କୁ ମିଳିବ ଅତିରିକ୍ତ ପାଞ୍ଚ  କେଜି ଚାଉଳ ଓ ଏକ କେଜି ଡାଲି

ଭୁବନେଶ୍ୱର, ୧୪ା୪(ଅନୁପମମିଡ଼ିଆ): ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍



ବଦଳିଲା ଦଶମ ଶ୍ରେଣୀ ବହି

Anupambharat News Bureau | ଓଡ଼ିଶା | | 1114 | Read...

ବଦଳିଲା ଦଶମ ଶ୍ରେଣୀ ବହି

ଭୁବନେଶ୍ୱର , ୧୪ା୪ (ଅନୁପମମିଡ଼ିଆ): ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ପରିବର୍ତ୍ତନ କରାଯାଇଛି । ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଥିବା ସୂଚନା ମିଳିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁ



ରାଜ୍ୟରେ ପଜିଟିଭ ସଂଖ୍ୟା ୬୦ ହେଲା, ପାଞ୍ଚ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି

Anupambharat News Bureau | ଓଡ଼ିଶା | | 1113 | Read...

ରାଜ୍ୟରେ ପଜିଟିଭ ସଂଖ୍ୟା ୬୦ ହେଲା,  ପାଞ୍ଚ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି

ଭୁବନେଶ୍ୱର, ୧୪ା୪ (ଅନୁପମ ମିଡ଼ିଆ): ରାଜ୍ୟରେ ସୋମବାର ଜଣେ ଏବଂ ମଙ୍ଗଳାବର ଆଉ ଚାରି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୦ରେ ପହଞ୍ଚିଛି । ରାଜ୍ୟର ଚିହ୍ନଟ ସୋମବାର ଚିହ୍ନଟ ୫୬ତମ



ଦିନକରେ ୧୪୬୩ ପଜିଟିଭ

Anupambharat News Bureau | ଦେଶ | | 1112 | Read...

ଦିନକରେ ୧୪୬୩ ପଜିଟିଭ

ଲାଗିଛି । ଆଜି ପ୍ରାପ୍ତ ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୩କୁ ସ୍ପର୍ଶ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗୋଟିଏ ଦିନରେ ଆଜି ଭାରତରେ ସର୍ବା



ଦେଶରେ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଲା

Anupambharat News Bureau | ଦେଶ | | 1111 | Read...

ଦେଶରେ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଲା

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ମହାମାରୀରୁ ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଚାଲିଥିବା ଲକଡାଉନକୁ ଆସନ୍ତା ମଇ ମାସ ୩ ତାରିଖ ଯାଏ ବଢା ଯିବା ସମ୍ପର୍କ



କରୋନା ସଂକ୍ରମଣ ନେଇ ଟାହିଟାପରା ଯୁବକଙ୍କ ଆତ୍ମହତ୍ୟା, ପୋଲିସର ଖୋଳତାଡ଼

Anupambharat News Bureau | ଓଡ଼ିଶା | | 1110 | Read...

କରୋନା ସଂକ୍ରମଣ ନେଇ ଟାହିଟାପରା  ଯୁବକଙ୍କ ଆତ୍ମହତ୍ୟା, ପୋଲିସର ଖୋଳତାଡ଼

ଧର୍ମଶାଳା,୧୩ା୪(ଅନୁପମମିଡ଼ିଆ): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଦେଓଦା ପଂଚାୟତର ଦେଓଦା ଗ୍ରାମରେ ବେକରେ ଫାଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଗାଁ ଲୋକ କରୋନା ରୋଗୀର ଆଖ୍ୟା ଦେବାରୁ ମାନସିକ ଭାରସାମ୍ୟ ହର



ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

Anupambharat News Bureau | ଦେଶ | | 1109 | Read...

 ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

ନୂଆଦିଲ୍ଲୀ,୧୩ା୪: ଚୀନ୍‌ରୁ ସୃଷ୍ଟି ହୋଇଥିବା ଭୟଙ୍କର ତଥା ମହାମାରୀ କରୋନା ଭୂତାଣୁରେ ସମଗ୍ର ବିଶ୍ୱରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଇତିମଧ୍ୟରେ ପ୍ରାଣ ହରାଇଛନ୍ତି । ଭା



ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଛି

Anupambharat News Bureau | ଓଡ଼ିଶା | | 1108 | Read...

 ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଛି

ଭୁବନେଶ୍ୱର, ୧୩ା୪(ଅନୁପମମିଡ଼ିଆ): ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲ୍‌ଜେସିକ୍ସ ଓ ଆଣ୍ଟିଇନ୍‌ଫ୍ଲାମେଟାରୀ ଉପଲବ୍ଧ ରହିଛି । ଏହା ବ୍ୟତୀତ ଯଥେଷ୍ଟ ପରିମାଣର ତ



ପାଞ୍ଚ ସୁସ୍ଥ ହେଲେ

Anupambharat News Bureau | ଓଡ଼ିଶା | | 1107 | Read...

ପାଞ୍ଚ ସୁସ୍ଥ ହେଲେ

ଭୁବନେଶ୍ୱର, ୧୩ା୪ (ଅନୁପମ ମିଡିଆ): ରାଜ୍ୟରେ କରୋନା ପଜିଟିଭଙ୍କ ମଧ୍ୟରୁ ସୋମବାର ରାତିରେ ଆଉ ପାଞ୍ଚ ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚୀତ କରାଯଇଛି । ଏହାକୁ ମିଶାଇ ବର୍



ଆଉ ଜଣେ ପଜିଟିଭ୍‌ ଚିହ୍ନଟ

Anupambharat News Bureau | ଓଡ଼ିଶା | | 1106 | Read...

ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, ୧୩ା୪(ଅନୁପମମିଡ଼ିଆ): ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବମିଖାଲରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍‌ ଆସିଛି । ସେ ବମିଖାଲରେ ପୂର୍ବରୁ ଚିହ୍ନଟ ୪ ଜଣ କରୋନା ପଜ



କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

Anupambharat News Bureau | ଓଡ଼ିଶା | | 1105 | Read...

କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

ଦିଗପହଣ୍ଡି,୧୩ ।୪(ଅନୁପମ ମିଡ଼ିଆ): ଭୂବନେଶ୍ୱର ସାଲିଆସାହିର ଜଣେ ଶ୍ରମିକ ଲକ୍‌ ଡାଉନ ସମୟରେ ଅନ୍ୟ ୩ ସମ୍ପର୍କୀୟଙ୍କ ସହ ଖସି ନିଜ ଗ୍ରାମ ସାନଖେମୁଣ୍ଡି ଅଞ୍ଚଳକୁ ଫେରି ଆସିଥିବା ଏବଂ ୧୨ ଦିନ ପରେ ଜ୍ୱର ରୋଗରେ ପୀଡିତ ହୋଇ ମୃତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page