Anupambharat News Bureau : News


ଜାତୀୟ ଦଳଗୁଡ଼ିକୁ ମିଳିଛି ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ

Anupambharat News Bureau | ଦେଶ | | 2795 | Read...

ଜାତୀୟ ଦଳଗୁଡ଼ିକୁ ମିଳିଛି ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ,୨୬ା୮: ଭାରତରେ ସକ୍ରିୟ ଥିବା ଜାତୀୟ ରାଜନୈତିକ ଦଳମାନେ ବହୁ ଅଜଣାସୂତ୍ରରୁ କୋଟି କୋଟି ଟଙ୍କା ଆଦାୟ କରୁଥିବାର ଏକ ବାସ୍ତବ ଚିତ୍ର ପ୍ରକାଶ ପାଇଛି । ଗତ ୧୫ ବର୍ଷ ମଧ୍ୟରେ ଏଭଳି ରାଜନୈତିକ ଦଳମାନେ ୧୫,୦୭୮ କୋଟି ଟଙ



କେନ୍ଦ୍ରକୁ ନବୀନଙ୍କ ଚିଠି : ଆବଶ୍ୟକ ପରିମାଣର ସାର ଯୋଗାଅ

Anupambharat News Bureau | ଓଡ଼ିଶା | | 2794 | Read...

କେନ୍ଦ୍ରକୁ ନବୀନଙ୍କ ଚିଠି : ଆବଶ୍ୟକ ପରିମାଣର ସାର ଯୋଗାଅ

ଭୁବନେଶ୍ୱର, ୨୬ା୮(ଅନୁପମ ମିଡ଼ିଆ):­ ରାଜ୍ୟକୁ ଆବଶ୍ୟକ ପରିମାଣର ସାର ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍



ଆଜି ଏଏସ୍‌ଓ ପରୀକ୍ଷା

Anupambharat News Bureau | ଓଡ଼ିଶା | | 2793 | Read...

ଆଜି ଏଏସ୍‌ଓ ପରୀକ୍ଷା

ଭୁବନେଶ୍ୱର, ୨୬ା୮(ଅନୁପମ ମିଡ଼ିଆ): ଆସନ୍ତାକାଲି (ଶନିବାର) ଏଏସଓର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରରେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫଫରେ ହେବ ପରୀକ୍ଷା । ପ



ବ୍ରହ୍ମପୁର ବଡ଼ ଡାକ୍ତରଖାନା :ସୁପରସ୍ପେଷିଆଲିଷ୍ଟ୍‌ କୋଠାରେ ଅଗ୍ନିକାଣ୍ଡ

Anupambharat News Bureau | ଓଡ଼ିଶା | | 2792 | Read...

ବ୍ରହ୍ମପୁର ବଡ଼ ଡାକ୍ତରଖାନା :ସୁପରସ୍ପେଷିଆଲିଷ୍ଟ୍‌ କୋଠାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨୬ା୮(ଅନୁପମ ମିଡ଼ିଆ): ବ୍ରହ୍ମପୁର ବଡ଼ ଡାକ୍ତରଖାନା ସୁପରସ୍ପେଷିଆଲିଷ୍ଟ୍‌ କୋଠାର ୫ ମହଲା ସ୍ଥିତ ଅପରେସନ୍‌ ଥିଏଟର୍‌ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ଏବଂ ସେଠାରେ ଥିବା ଡାକ୍ତର, କର୍ମଚାରୀ ଓ ନିକଟସ୍ଥ ୟୁରୋ



ଦିଲ୍ଲୀ ସରକାର ଭାଙ୍ଗିବାକୁ ୮୦୦ କୋଟିର ଡିଲ୍‌ , ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

Anupambharat News Bureau | ଦେଶ | | 2791 | Read...

ଦିଲ୍ଲୀ ସରକାର ଭାଙ୍ଗିବାକୁ  ୮୦୦ କୋଟିର ଡିଲ୍‌ ,  ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ,୨୫ା୮: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀ ତଥା ଦିଲ୍ଲୀର ରାଜନୀତି ଦିନକୁ ଦିନ ଚାଞ୍ଚଲ୍ୟକର ହେବାରେ ଲାଗିଛି । କେଉଁ ମୁହୂର୍ତ୍ତରେ ମଧ୍ୟ ସୁଯୋଗ ଖୋଜି ଦିଲ୍ଲୀରେ କ୍ଷମତାସୀନ ଥିବା ଆପ୍‌ ସରକାରକୁ ଦୋହଲାଇବ



ଜାତୀୟ ସ୍ତରରେ ବଢୁଛି ନବୀନଙ୍କ ପତିଆରା

Anupambharat News Bureau | ଓଡ଼ିଶା | | 2790 | Read...

ଜାତୀୟ ସ୍ତରରେ ବଢୁଛି ନବୀନଙ୍କ ପତିଆରା

ଭୁବନେଶ୍ୱର,୨୫ା୮(ସ୍ୱତନ୍ତ୍ର ପ୍ରତିନିଧି) : ରାଜ୍ୟ ସ୍ତରରେ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ନୀତିକୁ ଜାବୁଡ଼ି ଧରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିର ଜାତୀୟ ସ୍ତରର ନେତାଙ୍କ ସହ ସୁସମ୍ପର୍କ ରଖିଛନ୍



ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

Anupambharat News Bureau | ଦେଶ | | 2789 | Read...

ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି । ଅଭିନେତ୍ରୀଙ୍କ ଅଧିକାରୀମାନେ ତାଙ୍କ ଡିପୋସିଟ୍‌ ବା ଜମା କରିଥିବା ଟଙ୍କାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ପ୍



ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

Anupambharat News Bureau | ଦେଶ | | 2788 | Read...

 ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

ନୂଆଦିଲ୍ଲୀ: ଦରଦାମ୍‌ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା କେନ୍ଦ୍ର ସରକାର ପାଣ୍ଠି ସଂଗ୍ରହ ଲାଗି ସରକାରୀ ସମ୍ପତ୍ତି ବିକ୍ରିକୁ ତ୍ୱରାନ୍ୱିତ କରିବା ଉପରେ ଜୋର ଦେଉଛନ୍ତି । ଏହି



ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

Anupambharat News Bureau | ଦେଶ | | 2787 | Read...

ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ୫ଜି ସେବାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୂରସଞ୍ଚାର କମ୍ପାନି ଗୁଡିକ ଏହି ଦିଗରେ କାମ କରୁଛନ୍ତି



ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

Anupambharat News Bureau | ଦେଶ | | 2786 | Read...

ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ଭାରତର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ଯୋଜନା କରିଛନ୍ତି । ଟୋଲ୍‌ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରିଡର(ଏନପିଆର) କ୍ୟାମେରା ଲଗାଯିବ । ଏହି କ୍ୟାମେରା ଗା



ହୀରାକୁଦ ଡ୍ୟାମରେ ଫାଟ !

Anupambharat News Bureau | ଓଡ଼ିଶା | | 2785 | Read...

ହୀରାକୁଦ ଡ୍ୟାମରେ ଫାଟ !

ଭୁବନେଶ୍ୱର, ୨୪ା୮(ଅନୁପମ ମିଡ଼ିଆ): ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ମିଳିଛି । ଡ୍ୟାମ୍‌ର ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ଫାଟ ରହିଛି । ଉଭୟ ବାମ ଓ ଦକ୍ଷିଣ ସ୍ପିଲେେୱ ଗେଟ୍‌ ସାଫଫ,



ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନା: କିନ୍ନରଙ୍କୁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

Anupambharat News Bureau | ଦେଶ | | 2784 | Read...

ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନା: କିନ୍ନରଙ୍କୁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ନୂଆଦିଲ୍ଲୀ, ୨୪ା୮: ଏକ ଐତିହାସିକ ନିଷ୍ପତ୍ତି କ୍ରମେ କିନ୍ନରଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚ୍‌ଏ) ଓ ସାମାଜିକ ନ୍ୟାୟ ଓ ସଶକ୍ତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page