Anupambharat News Bureau : News


ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା

Anupambharat News Bureau | ଓଡ଼ିଶା | ଗଞ୍ଜାମ | 41 | Read...

ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା

ବ୍ରହ୍ମପୁର,୧୧ ।୫ (ଅନୁପମ ମିଡ଼ିଆ): ବ୍ରହ୍ମପୁର ବିଶ୍ୱବିିଦ୍ୟାଳୟର ସମସ୍ତ ସ୍ନାତ୍ତୋକତ୍ତର ବିଭାଗର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଦାବି ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୁ



ମୋବାଇଲ ପ୍ରେମରୁ ଅଘଟଣ କଥା ହେଲା ଜଣେ, ଛେଚା ଖାଇଲା ଆଉଜଣେ

Anupambharat News Bureau | ଓଡ଼ିଶା | ଗଞ୍ଜାମ | 40 | Read...

ମୋବାଇଲ ପ୍ରେମରୁ ଅଘଟଣ କଥା ହେଲା ଜଣେ, ଛେଚା ଖାଇଲା ଆଉଜଣେ

ଭଞ୍ଜନଗର,୧୧ ।୫(ଅନୁପମ ମିଡ଼ିଆ) : ଅନ୍ୟର ମୋବାଇଲ ନେଇ ଜଣକୁ ପ୍ରେମ ନିବେଦନ କରିବା ଶେଷରେ ମୋବାଇଲଧାରୀଙ୍କୁ ମହଙ୍ଗା ପଡ଼ିଲା । ମୋବାଇଲ ପ୍ରେମରୁ ଘଟିଲା ଅଘଟଣ । ମୋବାଇଲ ମାଗିନେଇ ପ୍ରେମ ନିବେଦନ କଲା ଜଣେ ହେଲେ ଏହି କାରଣରୁ ନିର



ଆରପାରିରେ ଆଇଟିସି ଅଧ୍ୟକ୍ଷ

Anupambharat News Bureau | ଦେଶ | | 39 | Read...

ଆରପାରିରେ ଆଇଟିସି ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ତଥା ଆଇଟିସି କମ୍ପାନୀର ଅଧ୍ୟକ୍ଷ ୱାଇସି ଦେବେଶ୍ୱର ଆଉ ନାହାନ୍ତି । ମୃତୁ୍ୟ ବଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଆଜି ସକାଳେ ଗୁରୁ ଗ୍ରାମ ସ୍ଥିତ ଏ



୬ କୋଟି ଦେଲେ ମିଳୁଛି ଆପ୍‌ ଟିକେଟ୍‌

Anupambharat News Bureau | ଦେଶ | | 38 | Read...

୬ କୋଟି ଦେଲେ ମିଳୁଛି ଆପ୍‌ ଟିକେଟ୍‌

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ଏଠାରେ କ୍ଷମତାସୀନ ଆପ୍‌ ବିରୋଧ ରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଆପ୍‌ ସାଂସଦ ପ୍ରାର୍ଥୀଙ୍କ ପୁଅ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ



ଚାଳକଙ୍କୁ ଗଛରେ ବାନ୍ଧି ଭ୍ୟାନ୍‌ ଲୁଟିନେଲେ

Anupambharat News Bureau | ଓଡ଼ିଶା | | 37 | Read...

ଚାଳକଙ୍କୁ ଗଛରେ ବାନ୍ଧି ଭ୍ୟାନ୍‌ ଲୁଟିନେଲେ

ଅନୁଗୋଳ, ୧୧ା୫ (ଅନୁପମ ମିଡିଆ) : ନିଶା ଥାନା କଙ୍କରେଇ ଶାଳ ଜଙ୍ଗଲରେ ଏକ ଡ଼କାୟତି ଗ୍ୟାଙ୍ଗ ବନ୍ଧୁକ ମୁନରେ ଚାଳକଙ୍କୁ ଗଛରେ ବାନ୍ଧି ସୋରିଷତେଲ ବୋଝେଇ ପିକଅପ ଭ୍ୟାନ, ୫ହଜାର ଟଙ୍କା ଓ ମୋବାଇଲ ଲୁଟି ପାର ହୋଇଯାଇଛନ୍ତି । ଏହି ଘଟଣ



ବୋଲେରୋ-ବାଇକ୍‌ ଦୁର୍ଘଟଣାରେ ପୋଲିସ ଏଏସ୍‌ଆଇ ମୃତ

Anupambharat News Bureau | ଓଡ଼ିଶା | କେନ୍ଦୁଝର | 36 | Read...

ବୋଲେରୋ-ବାଇକ୍‌ ଦୁର୍ଘଟଣାରେ ପୋଲିସ ଏଏସ୍‌ଆଇ ମୃତ

କେନ୍ଦୁଝର,୧୧ା୫ (ଅନୁପମ ମିଡିଆ): ଝୁମ୍ପୁରା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ଉପରେ ବୋଲେରୋ ଏବଂ ବାଇକ ମୁହାଁ ମୁହିଁ ଧMା ହେବା ଫଳରେ ଜଣେ ପୋଲିସ ଏଏସ୍‌ଆଇଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମିଳିଥିବା ଖବରରୁ ପ୍ରକାଶ ଯ



ଦିନ ଦ୍ୱପ୍ରହରରେ ଟଙ୍କା ଲୁଟ୍‌

Anupambharat News Bureau | ଓଡ଼ିଶା | କେନ୍ଦ୍ରାପଡ଼ା | 35 | Read...

ଦିନ ଦ୍ୱପ୍ରହରରେ ଟଙ୍କା ଲୁଟ୍‌

କେନ୍ଦ୍ରାପଡା ,୧୧ା୫ (ଅନୁପମ ମିଡିଆ): ଦିନ ଦ୍ୱିପ୍ରହରେ ଜନୈକ ପେନସନ ଭୋଗୀ ବୃଦ୍ଧାଙ୍କ ନିକଟରୁ ୫୦ ହଜାର ଟଙ୍କା ଲୁଟ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ



ଜେଇଙ୍କୁ ଅପହରଣ ପରେ ହତ୍ୟା ଧମକ

Anupambharat News Bureau | ଓଡ଼ିଶା | ଗଞ୍ଜାମ | 34 | Read...

ଜେଇଙ୍କୁ ଅପହରଣ ପରେ ହତ୍ୟା ଧମକ

ଖଲ୍ଲିକୋଟ,୧୦ା୫(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଆର୍‌ଡ଼ବ୍ଲୁ୍ୟ ଏସ୍‌ଏସ୍‌ ଜେଇଙ୍କୁ ଅପହରଣ ସହ ହତ୍ୟା ଧମକ ଦେବା ଏବଂ ତାଙ୍କ ଠାରୁ ସରକାରୀ ମୋବାଇଲ୍‌ ଓ ନଗଦ ୧୧ହଜାର ୫୦୦ଟଙ୍କା ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି । ମିଳି



ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

Anupambharat News Bureau | ଓଡ଼ିଶା | ଗଞ୍ଜାମ | 33 | Read...

ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

ଖଲ୍ଲିକୋଟ, ୧୦ା୫ (ଅନୁପମ ମିଡ଼ିଆ): କିଛି ଦିନର ବ୍ୟବଧାନ ପରେ ଖଲ୍ଲିକୋଟ ପୋଲିସ କରିଛି ଏନ୍‌କାଉଣ୍ଟର୍‌ । ଏନ୍‌କାଉଣ୍ଟରରେ ଖୋଜାପଲ୍ଲୀର ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁର ବାମ ଗୋଡ଼ରେ ବାଜିଛି ଗୁଳି । ଡ଼କାୟତି, ରାହାଜ



ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

Anupambharat News Bureau | ଓଡ଼ିଶା | | 32 | Read...

ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର, ୧୦ା୫ (ଅନୁପମମିଡ଼ିଆ): ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଛୁଟି ଦିନରେ ମଧ୍ୟ ଖୋଲା ରହିବ ବ୍ୟାଙ୍କ୍‌ । ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅର୍ଥ ସଚିବ ଓ ବିଭିନ୍ନ ବ୍ୟାଙ୍କ



ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

Anupambharat News Bureau | ଓଡ଼ିଶା | | 31 | Read...

ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

ଭୁବନେଶ୍ୱର, ୧୦ା୫ (ଅନୁପମ ମିଡ଼ିଆ): ପ୍ରଚଣ୍ଡ ତାତିରେ ସିଜୁଛି ସମଗ୍ର ଓଡ଼ିଶା । ଗତ କିଛି ଦିନ ହେଲା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଶୁକ୍ରବାର ମଧ୍ୟ ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଯୋଗୁଁ ଜନ ଜୀବନ ଅସ



ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

Anupambharat News Bureau | ଶିଳ୍ପ ବାଣିଜ୍ୟ | | 30 | Read...

ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ: ଉତ୍ତର ଏବଂ ପୂର୍ବ ଭାରତରେ ସାମୟିକ ବନ୍ଦ ରହିବ ମ୍ୟାକଡୋନାଲï ଆଉଟଲେଟ୍‌ । ଆମେରିକାର ଏହି ଫୁଡ୍‌ ରିଟେଲର୍‌ କମ୍ପାନୀ ଭାରତରେ ବ୍ୟବସାୟ କରିବା ପାଇଁ ବ୍ୟବସାୟୀ ବିକ୍ରମ ବକ୍ସିଙ୍କ ମଧ୍ୟରେ ଯେଉଁ ଚୁକ୍ତି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page