Anupambharat News Bureau : News


ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1600 | Read...

ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

ନୂଆଦିଲ୍ଲୀ:ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛିଛ ଏହି କ୍ରମରେ ଘhଚ୍ଚଟ୍ଟଟଅଞ୍ଛଞ୍ଛ ଏବେ ଆପ୍ରେ ଶପିଂ ବଟନ୍‌ ଆଡ୍‌ କରୁଛିଛ କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେ



ବିହାର ଭୋଟ: ଏନ୍‌ଡିଏ ଆଗରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠତା ଦଳ

Anupambharat News Bureau | ଦେଶ | | 1599 | Read...

ବିହାର ଭୋଟ: ଏନ୍‌ଡିଏ ଆଗରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠତା ଦଳ

ପାଟନା,୧୦ା୧୧: ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ମିଳିଥିବା ସୂଚନାନୁଯାୟୀ ଜେଡିୟୁ ନେତୃତ୍ୱାଧିନ ଏନ୍‌ଡିଏ ଆଗରେ ରହିଛି । ତେବେ ନିର୍ବାଚନ ଶେଷ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍&zwnj



ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

Anupambharat News Bureau | ଦେଶ | | 1598 | Read...

ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

ଦୁବାଇ,୧୦ା୧୧: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଆଧିପତ୍ୟ ଜାହିର କରିଛି । ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌-୧୩ର ଫାଇନାଲରେ ମୁମ୍ବାଇ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରେକର୍ଡ ପଞ୍ଚମ ଥର ପାଇଁ ଟାଇଟଲ ଜି



ଉପନିର୍ବାଚନରେ ବିଜେଡିର ବାଜିମାତ୍‌, ତିର୍ତ୍ତୋଲରେ ଗଡ଼ ବଜାୟ, ବାଲେଶ୍ୱରକୁ ଦଖଲ

Anupambharat News Bureau | ଓଡ଼ିଶା | | 1597 | Read...

ଉପନିର୍ବାଚନରେ ବିଜେଡିର ବାଜିମାତ୍‌, ତିର୍ତ୍ତୋଲରେ ଗଡ଼ ବଜାୟ, ବାଲେଶ୍ୱରକୁ ଦଖଲ

ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ବାଲେଶ୍ୱର ସିଟ୍‌ ବିଜେପି ହାତମୁଠାରୁ ଖସି ବିଜେଡି ହାତକୁ ଯାଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ତାର ଗ



ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି

Anupambharat News Bureau | ବିଦେଶ | | 1596 | Read...

ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି

ୱାସିଂଟନ,୭ା୧୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜି.ବାଇଡ଼େନ ନିର୍ବାଚିତ ହୋଇଛନ୍ତି । ଗତ ୩ତାରିଖରେ ଏନେଇ ଭୋଟ ପରେ ଗଣତି ଆରମ୍ଭ ହୋଇଥିଲେ ସୁଦ୍ଧା କିଏ ହ୍ୱାଇଟ ହାଉସ ଦଖଲ କରିବ ସେ ନେଇ ସ୍ପଷ୍ଟ ହୋଇନଥିଲା । ଡେମୋକ୍ରାଟିକ୍&



ଟ୍ରମ୍ପ-ବାଇଡେନ୍‌ଙ୍କ ବିବାଦ ଯୋଗୁଁ ଗଣତି ସ୍ଥଗିତ କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ?

Anupambharat News Bureau | ବିଦେଶ | | 1595 | Read...

ଟ୍ରମ୍ପ-ବାଇଡେନ୍‌ଙ୍କ ବିବାଦ ଯୋଗୁଁ ଗଣତି ସ୍ଥଗିତ କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ?

ୱାଶିଂଟନ୍‌: ଏବେ ବି ଜାରି ରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ, ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍‌ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଏସବୁ ଭିତରେ



ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳିଲା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

Anupambharat News Bureau | ଓଡ଼ିଶା | | 1594 | Read...

ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳିଲା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର,୬ା୧୧(ଅନୁପମ ମିଡ଼ିଆ):­ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । କରୋନା ସଂକ୍ରମଣ ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏ ନେଇ ବିଜ୍



ଓଡ଼ିଶାରେ ଉପିାଦନ ହେବ କରୋନା ଟୀକା, ତିନି ଶହ କୋଟି ବ୍ୟୟରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ

Anupambharat News Bureau | ଓଡ଼ିଶା | | 1593 | Read...

ଓଡ଼ିଶାରେ ଉପିାଦନ ହେବ କରୋନା ଟୀକା, ତିନି ଶହ କୋଟି ବ୍ୟୟରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ

ଭୁବନେଶ୍ୱର, ୬ା୧୧(ଅନୁପମ ମିଡ଼ିଆ): ­ ଭୁବନେଶ୍ୱର ଉପକଣ୍ଠସ୍ଥ ଅନ୍ଧାରୁଆରେ ଏକ ଟିକା ପ୍ରସ୍ତୁତିକରଣ କାରଖାନା ନିର୍ମାଣ କରାଯିବ । ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିଃ ଏଠାରେ ଟିକା ଉତ୍ପାଦନ କରିବ । କରୋନା ଓ ମ୍ୟାଲେରି



‘ପିନାକ’ର ସଫଳ ପରୀକ୍ଷଣ

Anupambharat News Bureau | ଦେଶ | | 1592 | Read...

‘ପିନାକ’ର ସଫଳ ପରୀକ୍ଷଣ

ବାଲେଶ୍ୱର,୪ା୧୧(ଅନୁପମ ମିଡ଼ିଆ):ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ର ଆଇଟିଆରରୁ ମଲଟି ବେରେଲ୍‌ ରକେଟ୍‌ ଲଞ୍ଚର ‘ପିନାକ’ର ଆଜି ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ପିନାକ ରକେଟ ଲଞ୍ଚ



ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

Anupambharat News Bureau | ଦେଶ | | 1591 | Read...

ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

ନୂଆଦିଲ୍ଲୀ: ଏଣିକି କେରଳରେ ପ୍ରବେଶ କରିପାରିବନି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)! ଅଣ ବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି କେରଳ । କେରଳରେ ବି



କଡା ସୁରକ୍ଷାର ସହିତ ଭୋଟ ଗଣତି ହେଉଛି? ଚାଲିଛି ଟ୍ରମ୍ପ ଏବଂ ବିଡେନ୍‌ଙ୍କ ମଧ୍ୟରେ କଡା ଟMର

Anupambharat News Bureau | ବିଦେଶ | | 1590 | Read...

କଡା ସୁରକ୍ଷାର ସହିତ ଭୋଟ ଗଣତି ହେଉଛି? ଚାଲିଛି ଟ୍ରମ୍ପ ଏବଂ ବିଡେନ୍‌ଙ୍କ ମଧ୍ୟରେ କଡା ଟMର

ୱାଶିଂଟନ୍‌: ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ରାଜ୍ୟମାନଙ୍କରେ ନିୟୁତ ନିୟୁତ ଭୋଟ୍‌ ଗଣତି ବାକି ଥିବା ବେଳେ ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବା ସହ ଭୋଟ୍‌ ଜାଲିଆତି ହୋଇଥିବା ଅଭିଯୋଗ କରି ସୁପ୍ରିମ





ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page