Anupambharat News Bureau : News


ଗିରଫ ହେବେ ଅମୀଷା

Anupambharat News Bureau | ଦେଶ | | 699 | Read...

ଗିରଫ ହେବେ ଅମୀଷା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଗିରଫ ପର୍‌ୱାନା ଜାରି କରିଛନ୍ତି । ତାଙ୍କ ବିରୋଧରେ ପ୍ରଯୋଜକ ଅଜୟ କୁମାର ଚେକ୍‌ ବାଉନ୍ସ ନେଇ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ କୋ



ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

Anupambharat News Bureau | ଦେଶ | | 698 | Read...

ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

ନୂଆଦିଲ୍ଲୀ: ମାଗଣା କଲ୍‌ ସେବା ଯୋଗାଇ ଗ୍ରାହକ ବୃଦ୍ଧି କରିବା ପରେ ଲୋକଙ୍କୁ ଝଟ୍‌କା ଦେଇଥିବା ଜିଓ ନେଟୱର୍କ ଏବେ ଜନଅସନ୍ତୋଷକୁ ପ୍ରଶମିତ କରିବାକୁ ନୂଆ ଯୋଜନା କରିଛି । ଏବେ ଜିଓ ପକ୍ଷରୁ ତା’ର ଗ୍ରାହକମାନଙ୍କୁ ୩୦ ମିନ



ସୀମା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ: ଜିନ୍‌ପିଙ୍ଗ

Anupambharat News Bureau | ଦେଶ | | 697 | Read...

ସୀମା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ: ଜିନ୍‌ପିଙ୍ଗ

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଆଗାମୀ ଦିନରେ ବିବାଦ ବୋଲି ବୁଝିବେ ନାହିଁ ଭାରତ ଏବଂ ଚାଇନାଛ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତ



ସରାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଉଜାଡିଲା ଫସଲ

Anupambharat News Bureau | ଓଡ଼ିଶା | | 696 | Read...

ସରାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଉଜାଡିଲା ଫସଲ

ତାଳଚେର,୧୨ା୧୦ (ଅନୁପମ ମିଡିଆ): ପର୍ଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ସରାଙ୍ଗ ଗ୍ରାମରେ ଗତ କାଲି ରାତିରେ ଅନୁ୍ୟନ ୩୦ ରୁ ୪୦ ଟି ହାତି ଦୁଇ ଦଳ କରି କଦମନାଳ ଜଙ୍ଗଲ ଓ ପାଣ ଜଙ୍ଗଲରେ ରହିଛନ୍ତି । କାଲି ବିଳମ୍ବିତ ରାତିରେ ସରାଙ୍ଗ ଗ୍ରାମର



ନଦୀରେ ଭାସିଯାଇ ଯୁବକ ନିଖୋଜ

Anupambharat News Bureau | ଓଡ଼ିଶା | | 695 | Read...

ନଦୀରେ ଭାସିଯାଇ ଯୁବକ ନିଖୋଜ

ଚୌଦ୍ୱାର୧୨ା୧୦(ଅନୁପମ ମିଡ଼ିଆ):ବିରୁପା ନଦୀରେ ଗାଧୋଉଥିବାବେଳେ ନଦୀରେ ଭାସିଯାଇ ୨ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ନିଖୋଜ ହୋଇଥିବାବେଳେ ଅନ୍ୟ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।ନିଖୋଜ ଯୁବକ ଜଣକ ହେଲେ



ଏସସିବି ମେଡିସିନ ୱାର୍ଡ ୩ ମହଲାରୁ ଡେଇଁ ବୃଦ୍ଧ ମୃତ

Anupambharat News Bureau | ଓଡ଼ିଶା | | 694 | Read...

ଏସସିବି ମେଡିସିନ ୱାର୍ଡ ୩ ମହଲାରୁ ଡେଇଁ ବୃଦ୍ଧ ମୃତ

କଟକ,୧୨ା୧୦(ଅନୁପମ ମିଡିଆ): ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲର ନୁ୍ୟ ମେଡିସିନ ୱାର୍ଡରେ ଚିକିସିାଧୀନ ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ କୋଠାର ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଗତ ୬ ଦିନ ପୂର୍ବରୁ ଏହ



ଧାମରା ବନ୍ଦରରେ ଅଘଟଣ, ବିଦ୍ୟୁତ ସର୍ଟ ସର୍କିଟରେ ୩ ଗୁରୁତର, ୧ ମୃତ

Anupambharat News Bureau | ଓଡ଼ିଶା | | 693 | Read...

ଧାମରା ବନ୍ଦରରେ ଅଘଟଣ, ବିଦ୍ୟୁତ ସର୍ଟ ସର୍କିଟରେ ୩ ଗୁରୁତର, ୧ ମୃତ

ଭଦ୍ରକ,୧୨ା୧୦(ଅନୁପମ ମିଡିଆ): ଧାମରା ବନ୍ଦରରେ ପୁଣି ଏକ ଅଘଟଣ ଘଟି ଜଣେ ବିହାରୀ ନିବାସୀ ଜଣେ ଶ୍ରମିକର ଚିକିସିାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି । ତେବେ ବିଦ୍ୟୁତ ସର୍ଟ ସର୍କିଟରେ ରାଜାରାମଙ୍କ ବ୍ୟତୀତ ୩ଜଣ ବାହାର ରାଜ୍ୟର ଶ୍ର



ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

Anupambharat News Bureau | ଓଡ଼ିଶା | | 692 | Read...

 ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

ଭୁବନେଶ୍ୱର/ବିଜେପୁର, ୧୧ ।୧୦ ।(ଅନୁପମ ମିଡିଆ) ବିଜେପୁରର ଦାୟିତ୍ୱ ନେବା କହି ଅଞ୍ଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଶୁକ୍ରବାର ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ମଣ୍ଡଳିର ଗା



ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

Anupambharat News Bureau | ଓଡ଼ିଶା | | 691 | Read...

ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଆଜି ଭୋର୍‌ରେ ଜଣେ ମହିଳା ତାଙ୍କର ଦୁଇ ଝିଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ମହିଳା ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଦୁ



ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

Anupambharat News Bureau | ବିଦେଶ | | 690 | Read...

ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

କହୋମ୍‌,୧୧ା୧୦ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଳୀଙ୍କୁ ୨୦୧୯ର ଶାନ୍ତି ପାଇଁ ନୋବେଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତିି । ଇରିଟ୍ରିୟା ସହ ଶାନ୍ତି ପ୍ରତିଷ୍ଠା ଲାଗି ତାଙ୍କର ଉଲ୍ଳେଖନୀୟ ଅବଦାନ ରହିଥିବାରୁ



ମହାବଳୀପୁରମରେ ମୋଦି-ଜିନପିଙ୍ଗ

Anupambharat News Bureau | ଦେଶ | | 689 | Read...

ମହାବଳୀପୁରମରେ ମୋଦି-ଜିନପିଙ୍ଗ

ଚେନ୍ନାଇ, ୧୧ା୧୦: ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ଜିପନିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଚେନ୍ନାଇ ନିକଟସ୍ଥ ମହାବଳୀପୁରମରେ ଭେଟ ସାକ୍ଷାତ ହୋଇଛି ।



ଭାରତ ପାଇଁ ବିରାଟ ଦିନ

Anupambharat News Bureau | କ୍ରୀଡ଼ା | | 688 | Read...

ଭାରତ ପାଇଁ ବିରାଟ ଦିନ

ପୁଣେ,୧୧ ।୧୦: ପ୍ରଥମ ଦିବସରେ ମୟଙ୍କ ମ୍ୟାଜିକ୍‌ରେ ବାଉଳା ହୋଇଥିବା ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଦିବସରେ ‘ବିରାଟ’ ଝଟ୍‌କା ଲାଗିଛି । ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ସପ୍ତମ ଦ୍ୱିଶତକ ବଳରେ ଏଠା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page