ରାହୁଲ ଗାନ୍ଧୀ କରୋନା ପଜିଟିଭ

April 20, 2021, ଦେଶ, , Anupambharat News Bureau


ରାହୁଲ ଗାନ୍ଧୀ କରୋନା ପଜିଟିଭ
Anupambharat News Bureau
April 20, 2021


ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏ ନେଇ ସେ ନିଜ ଟୁଇଟ କରି ସୂଚନା ଦେଇଛନ୍ତି । ଟୁଇଟରେ ଲେଖାଯାଇଛି ଯେ, ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ମୁଁ ପରୀକ୍ଷା କରାଇଲି । ଏବେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ, ଦୟାକରି ସମସ୍ତ ସୁରକ୍ଷା ପ୍ରୋଟୋକଲ୍‌ ଅନୁସରଣ କର;ୁ ଏବଂ ସୁରକ୍ଷିତ ରହ;ୁ । କିଛି ସମୟ ପୂର୍ବରୁ ମୁଖ୍ୟ ର୍ନିବାଚନ କମିସନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିସନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଥିବା ଖବର ମିଳିଥିଲା । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବିଚାଲିଥିବା ବେଳେ ଆଜି ଦୈନିକ ସଂକ୍ରମଣ ୨,୫୯,୧୭୦ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯ରେ ପହଞ୍ଚିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କର୍ତ୍ତବ୍ୟ ଆଗରେ ହାର୍‌ ମାନିଛି କରୋନା

କର୍ତ୍ତବ୍ୟ ଆଗରେ ହାର୍‌ ମାନିଛି କରୋନା

Read More...

ପରଲୋକରେ ବଲିଉଡର ଅଭିନେତା କିଶୋର

ପରଲୋକରେ ବଲିଉଡର ଅଭିନେତା କିଶୋର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page