ଇଣ୍ଡିଗୋ ସମସ୍ୟା, ଦୁଇ ପ୍ରୋମେଟର ରାକେଶ ଓ ରାହୁଲ୍‌ଙ୍କ ମଧ୍ୟରେ ବିବାଦ

May 17, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଇଣ୍ଡିଗୋ ସମସ୍ୟା, ଦୁଇ ପ୍ରୋମେଟର ରାକେଶ ଓ ରାହୁଲ୍‌ଙ୍କ ମଧ୍ୟରେ ବିବାଦ
Anupambharat News Bureau
May 17, 2019

ଦୁଇ ପ୍ରୋମେଟର ରାକେଶ ଗଙ୍ଗୱାଲ ଓ ରାହୁଲ ଭାଟିଆ ମଧ୍ୟରେ ବିବାଦ ଦେଖାଦେଇଛି । ଉଭୟ ପ୍ରୋମେଟର ସମାନ ପ୍ରକାରର ଇକୁ୍ୟଟି ଏୟାର ୍‌ଲାଇନ୍ସରେ ରହିିଛି । ଏୟାର୍‌ଲାଇନ୍ସର ଚୁକ୍ତି ହୋଇନଥିବା ଫଳରେ ଭବିଷ୍ୟତ ନେଇ ଅନିଶ୍ଚିତା ଦେଖାଦେଇଛି । ରାକେଶ ଗଙ୍ଗୱାଲ୍‌ ହେଉଛନ୍ତି ଭେଟେରାନ୍‌ ବିମାନଚଳାଚଳ କରୁଥିବା ସହ ୟୁନାଇଟେଡ୍‌, ଏୟାର୍‌ ଫ୍ରାନ୍ସ ଓ ଅନ୍ୟ ଆମେରିକା ଏୟାର୍‌େୱଜ୍‌ର ଚେୟାର୍‌ମ୍ୟାନ୍‌ ଓ ସିଇଓ ଭାବରେ କିଛି ବର୍ଷ ଧରି କାର୍ଯ୍ୟ କରିଥିଲେ । ନିଜର ଦୂରଦୃଷ୍ଟି ଯୋଗୁଁ ଏୟାର୍‌କ୍ରାଫଫ ଆଦେଶ ଅନୁସାରେ ଏୟାର୍‌ବସ୍‌ (ଏୟାର୍‌କ୍ରାଫଫ ଗୁଡିକ ରିହାତି ମୂଲ୍ୟରେ ବିକି୍ର ହେଉଥିଲା ।
ଯାହା ତାଲିକା ପ୍ରସ୍ତìତ କରାଯାଉଥିଲା । ଅନ ୍ୟ ପଟେ ରାହୁଲ ଭାଟିଆ ନିଜ କାର୍ଯ୍ୟଦକ୍ଷତା ବଳରେ ଏୟାର୍‌ଲାଇନ୍ସ ସୁପରିଚାଳନା ଦିଗରେ ଗୁରୁତ୍ୱ ଦେଇଥିଲେ । ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟ ମୁତାବକ ପୂର୍ବ ସପ୍ତାହିକ ଗୁହିକରେ ଗୋଟିଏ ପ୍ରୋମେଟର ଯୋଜନା ଗୁଡିକ କାର୍ଯ୍ୟକାରୀ ଅନ୍ୟ ଗୁହିକ ତୁଳନା କରୁଥିବା ଜଣାଯାଇଛି । ବିଭିନ୍ନ ରିପୋର୍ଟରେ ସ୍ତମ୍ଭରେ ରାହୁଲ୍‌ ଭାଟିଆଙ୍କ ପାଖରେ ଅଧିକ ଅଧିକାର ରହିବା ସହ ଯାହାର ସାମାନ୍ୟତମ ତୁଳନା ରାକେଶ ଗଙ୍ଗୱାଲ୍‌ ସହ ରହିଛି । ସମସ୍ତ ପ୍ରକାର ପ୍ରମୁଖ ପରିଚାଳନା ସ୍ଥିତି ପ୍ରତ୍ୟକ୍ଷ ଭାବରେ ଇଣ୍ଟରଗ୍ଳୋବାଲ୍‌ ଇଣ୍ଟରପ୍ରାଇଜ୍‌ରେ ଡାଇରେକଫର ଭାବେ ନିଯୁକ୍ତ ହୋଇଥିଲେ । ରାହୁଲ ଭାଟିଆ କମ୍ପାନୀ ସହ ରହିଛି । ପରିଚାଳନା ଓ ପ୍ରୋମେଟରଙ୍କ ମଧ୍ୟରେ ଯେଉଁ ଦୂରତା ରହିବା ଆବଶ୍ୟକ ନୁହେଁ । ଗୋଟିଏ ପ୍ରୋମେଟର ସହ କ୍ଷମତ । ରହିବା ସହ ଉଚିତ ପ୍ର୍ରତ୍ୟେକ କର୍ତ୍ତ ବ୍ୟ ରହିବା ସହ କମ୍ପାନୀର ଲାଇସେନ୍ସ କିଛିକାଂଶରେ ହ୍ରାସ ହୋଇଛି ।
ହ ।ଉସିଂ ଡଟ୍‌ କମ୍‌ ଓ ଜେଟ୍‌ ଏୟାର୍‌େୱଜ୍‌ ରହିଛି । କିନ୍ତୁ ଏଭଳି ମାମଲାରେ ଏୟାର୍‌ଲାଇନ୍ସ ସୁଯୋଗ ହାତଛଡ଼ା କରୁଥିବା ଦେଖିବାକୁ ମିଳୁଛି । ଯାହାର ଆଦେଶ ଅନୁସାରେ ଜେଟ୍‌ ଏୟାର୍‌େୱଜ୍‌ର ଲାଭକୁ ବଜାରରେ ହାତଛଡ଼ା କରିଛି । ଇଣ୍ଡିଗୋ ପ୍ରତ୍ୟେକ ବର୍ଷ ସିଙ୍ଗଲ୍‌ କ୍ୟାବିନ୍‌ ଏୟାର୍‌କ୍ରାଫଫ, ଏ୩୨୦ ରହିଛି । ଗତ କିଛିବର୍ଷ ମଧ୍ୟରେ ଅନ୍ୟ ଏୟାରକ୍ରାଫ୍‌ଟ ଗୁଡିକ ବିଭିନ୍ନବଜାରରେ ଏଟିଆର୍‌ କ୍ଷୁଦ୍ର ବଜାର ଏବଂ ଏ୩୨୧ ନୁ୍ୟଉସ୍‌ ଡେନ୍ସ ବଜାର ଏବଂ ଦୀର୍ଘମିଆଦୀରହିଛି । ଅଥବା ରାହୁଲ ଭାଟିଆ ଦ୍ୱିଗୁଣିତ ଏସ୍‌ଲି ଏୟାରକ୍ରାଫଫ ଅନବରତ ବିମାନ ପ୍ରାୟତଃ ୧୦ଘଣ୍ଟା ଧରି ଚଳାଇବା ସହ ଯାତ୍ରୀମାନଙ୍କ ଅଧିକ ଆରାମଦାୟକ ହେବା ଅଭିଜ୍ଞତା ଗଙ୍ଗୱାଲ୍‌ ଏହାର ପ୍ଳେବୁକ୍‌ ରହିବା ସହ ୱାଇଡ୍‌ବୋର୍ଡି ଏବଂ ନିଯୁକ୍ତି ପ୍ରକି୍ରୟା ଆରମ୍ଭ ହୋଇଛି । ନରେୱ ଏୟାର୍‌ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପରିଲକ୍ଷିତ ହୋଇଛି ।
ଗଙ୍ଗୱାଲ୍‌ ସର୍ବାଧିକ ଅଭିଜ୍ଞତା ବିମାନଚଳାଚଳ ହେବା ସହ ନିଯୁକ୍ତି ପ୍ରକି୍ରୟା ପାଞ୍ଚବର୍ଷ ପାଇଁ ଯୋଜନା ଏୟାର୍‌ଲାଇନ୍ସ ଆଦେଶ ଅନୁସାରେ ଏ୩୨୧ ନୁ୍ୟଉସ୍‌ ବିମାନ ଲଞ୍ଚ ଇଷ୍ଟାନ୍‌ବୁଲ ଏବଂ କୋଡ୍‌ସେୟାର୍‌ ସହିତ ତୁର୍କି ଏୟାର୍‌ଲାଇନ୍ସ ସଂକେଶ ଅନୁସାରେ ପ୍ଳେବୁକ୍‌ ଅନୁକରଣ କରାଯାଉଛି । ଇଣ୍ଡିଗୋ ସିଇଓ ରୋନୋଜୟ ଦତ୍ତ କୌଣସି ମତ୍ତେ୍ୱ ସମସ୍ୟାଥିବା ପ୍ରକାଶ କରିନାହାନ୍ତି । ଏୟାର୍‌ଲାଇନ୍ସର ଅଭିବୃଦ୍ଧି ଯୋଜନା ଅପରିବର୍ତ୍ତନ ଶୀଳ ବୋଲି କହିବା ସହ ପରିଚାଳନାରେ ସମ୍ପୂର୍ଣ୍ଣ ଚାର୍ଜ ରହିବା ସହ ବୋର୍ଡ କାର୍ଯ୍ୟକାରୀ ହୋଇଛି । ଇଣ୍ଡିଗୋ ଘରୋଇ ବିମାନ ଚଳାଚଳ କରିବାରେ କମ୍‌ ହେବା ସହ ସମ୍ପୂର୍ଣ୍ଣ ଭାବରେ ବଜାରରେ ରହିଛି । କିନ୍ତୁ ଇଣ୍ଡିଗୋ ପାଇଁ ଜଟିଳ ସମୟ ହୋଇଛି । ନିର୍ଦ୍ଦେଶ ଅନୁସାରେ ଅର୍ନ୍ତଜାତୀୟ ଅଧିକାର ଜେଟ୍‌ ଏୟାର୍‌େୱଜ୍‌ ରହିଛି । ବଜାରରେ ପ୍ୟାରିସ୍‌, ଆର୍ମଷ୍ଟରଡମ୍‌,
ଲଣ୍ଡନ, ସିଙ୍ଗାପୁର, ଦୁବାଇ, ଆବୁଧାବି ଓ ହଂକଂ ଏସମସ୍ତ ରୁଟ୍‌ରେ ବିମାନ ଚଳାଚଳ ଅଧିକାର ହରାଇଛି । ଅର୍ନ୍ତଜାତୀୟ ରୁଟ୍‌ରେ ଅଧିକାର ପାଇବା ପରେ ସାମାନ୍ୟ ସ୍ଥିତି ସୁଧୁରିବ । ଅର୍ନ୍ତଜାତୀୟ ସୁଯୋଗ ଦ୍ୱିପାକ୍ଷିକରେ ସୀମିତ ରହିଥାଏ ଓ ଏୟାର୍‌ଲାଇନ୍ସ ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ପ୍ରତି ଯୋଗିତାରେ ସାମାନ୍ୟ ଭୁଲ୍‌ ହେବ । ଏହି ମାମଲାରେ ଭୁଲ୍‌ ହୋଇଛି । ଏକ୍ଷେତ୍ରରେ ଏୟାର୍‌ ଲାଇନ୍ସ ଓ ପ୍ରୋମେଟର ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Read More...

ଆଇସିସି ଜାରି କଲା ବିଶ୍ୱକପ୍‌ ଗୀତ

ଆଇସିସି ଜାରି କଲା ବିଶ୍ୱକପ୍‌ ଗୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page