: District News


ଏଣିକି ସପ୍ତାହର ସାତ ଦିନ ଶ୍ରୀଜୀଉ ଦର୍ଶନ

Anupambharat News Bureau | ଓଡ଼ିଶା | | 1841 | Read...

ଏଣିକି ସପ୍ତାହର  ସାତ ଦିନ ଶ୍ରୀଜୀଉ ଦର୍ଶନ

ପୁରୀ, ୧୦ା୨(ଅନୁପମ ମିଡ଼ିଆ): ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ନୂତନ ସ୍ପେଶାଲ ଅପରେଟିଙ୍ଗ ପ୍ରୋସିଜୁ୍ୟର (ଏସଓପି) ଜାରୀ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦ



ପ୍ରଗତିକୁ କେହି ରୋକି ପାରିବେନି:ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1840 | Read...

ପ୍ରଗତିକୁ କେହି ରୋକି ପାରିବେନି:ମୁଖ୍ୟମନ୍ତ୍ରୀ

ପୁରୀ, ୮ା୨(ଅନୁପମ ମିଡ଼ିଆ): ଶ୍ରୀମନ୍ଦିରରୁ କୋଭିଡ଼୍‌ କଟକଣା ପ୍ରତ୍ୟାହାର ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀକ୍ଷେତ୍ରକୁ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କର



ହିଂସାତ୍ମକ ରାଜନୀତି ଆଡକୁ ମୁହାଁଉଛି ଓଡ଼ିଶା !

Anupambharat News Bureau | ଓଡ଼ିଶା | | 1839 | Read...

ହିଂସାତ୍ମକ ରାଜନୀତି ଆଡକୁ ମୁହାଁଉଛି ଓଡ଼ିଶା !

ଭୁବନେଶ୍ୱର, ୯ା୨ (ସ୍ୱତନ୍ତ୍ର ପ୍ରତିନିଧି): ପଡୋଶୀ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ଖୁବ୍‌ ସରଗରମ । କ୍ଷମତାସୀନ ତୃଣମୂଳ କଂଗ୍ରେସ ଓ କ୍ଷମତା ଦଖଲ ଆଶାୟୀ ବିଜେପି ମଧ୍ୟରେ ଛକାପrା ଚରମ ସ୍ଥିତ



ମଇ ୩ରୁ ମାଟ୍ରିକ ପରୀକ୍ଷା

Anupambharat News Bureau | ଓଡ଼ିଶା | | 1838 | Read...

ମଇ ୩ରୁ ମାଟ୍ରିକ ପରୀକ୍ଷା

କଟକ, ୮ା୨(ଅନୁପମ ମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୧ ମାଟ୍ରିକ ପରୀକ୍ଷା ମଇ ୩ରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇସ୍କୁଲ ଉଭୟ ରେଗୁଲାର ଓ ଏକ୍ସ ର



ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ

Anupambharat News Bureau | ଓଡ଼ିଶା | | 1837 | Read...

ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର, ୮ା୨(ଅନୁପମ ମିଡ଼ିଆ):­ କରୋନା କାରଣରୁ ପାଠପଢା ଦୀର୍ଘ ଦଶ ମାସ ବନ୍ଦ ରହିବା ପରେ ସୋମବାର ଠାରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି । ପୂର୍ବ ନିର୍ଧାରିତ ନିଷ୍ପତ୍ତିି ଅନୁ



ପ୍ରସ୍ତାବିତ ‘ବାଇ-ଲ’ ପ୍ରତ୍ୟାହୃତ

Anupambharat News Bureau | ଓଡ଼ିଶା | | 1836 | Read...

ପ୍ରସ୍ତାବିତ ‘ବାଇ-ଲ’ ପ୍ରତ୍ୟାହୃତ

ପୁରୀ,୭ା୧(ଅନୁପମ ମିଡ଼ିଆ):ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ଆଜି ପ୍ରତ୍ୟାହୃତ ହୋଇଛି । କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଏସମ୍ପର୍କରେ ଟୁଇଟି କରି ସୂଚନା ଦେଇଛନ୍ତି । ଏନ୍‌ଏମ୍‌ଏ ଅଧ୍ୟକ୍ଷଙ୍କ ଅଜାଣ



- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

Anupambharat News Bureau | ଦେଶ | | 1835 | Read...

- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

ନୂଆଦିଲ୍ଲୀ - ଦିଲ୍ଲୀ ଲାଲ୍‌ କିଲ୍ଲାରେ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ସୁଖଦେବ ସିଂହ ଗିରଫ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଚଣ୍ଡିଗଡ଼ରୁ ଗିରଫ କରିଛି। ସୁଖଦେବଙ୍କ ନାଁରେ ଥିଲା ୫



ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

Anupambharat News Bureau | ଓଡ଼ିଶା | | 1834 | Read...

ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

ଭୁବନେଶ୍ୱର, ୭ା୨(ଅନୁପମ ମିଡ଼ିଆ): ଆସନ୍ତାକାଲି (ସୋମବାର)ଠାରୁ ନବମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ । କୋଭିଡ୍‌ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ । ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ଏପ୍ରିଲ୍&



ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

Anupambharat News Bureau | ଦେଶ | | 1833 | Read...

ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

ନୂଆଦିଲ୍ଲୀ,୭ା୨: ଉତ୍ତରାଖଣ୍ଡରେ ରବିବାର ସକାଳେ ଭୟଙ୍କର ହିମÕଳନ ଯୋଗୁ ୧୦ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୭୦ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ଜଣାପଡ଼ିଛି । ଘଟଣାରେ ନିଖୋଜକଙ୍କ ପତ୍ତା ମିଳିପାରୁ ନଥିବାରୁ ମୃତୁ୍ୟ ସଂଖ୍ୟ୍ରା ୧



ଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କରୋନା ଟିକା

Anupambharat News Bureau | ଓଡ଼ିଶା | | 1832 | Read...

ଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କରୋନା ଟିକା

ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ): ­ ଆଗ ଧାଡ଼ିର ପ୍ରମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ଆଜିଠାରୁ ଆରମ୍ଭ ହୋଇଛି । ଏହି କ୍ରମରେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ କରୋନା ଟିକା ନେଇଛନ୍ତି । କଟକର ଇଣ୍ଡୋର ଷ୍ଟାଡିୟମ ଠାରେ ସେ ଏହି ଟ



ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବ

Anupambharat News Bureau | ଓଡ଼ିଶା | | 1831 | Read...

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବ

ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପ୍ରଥମରୁ ଅଷ୍ଟମ ଖୋଲିବାକୁ ଏସଆରସି ମାର୍ଗଦର୍ଶିକା ଜ



ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

Anupambharat News Bureau | ଦେଶ | | 1830 | Read...

ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

ନୂଆଦିଲ୍ଲୀ,୬ା୨: କୋଭିଡ଼-୧୯ କରୋନା ରୋଗରୁ ମୁକ୍ତ ହେବା ପାଇଁ ବିଶ୍ୱରେ ପ୍ରଥମ ଥର ପାଇଁ ବହୁମାତ୍ରାରେ ଭାରତରେ ହିିଁ ଟିକାକରଣ ଆରମ୍ଭ ହୋଇଛି । ଏପରିକି ୫୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରଥମ ପର୍ଯ୍ୟାୟରେ ଟିକା ପାଇଛନ୍ତି । ତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page