: District News


ରାଜ୍ୟରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା

Anupambharat News Bureau | ଓଡ଼ିଶା | | 1158 | Read...

ରାଜ୍ୟରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା

ଭୁୁବନେଶ୍ୱର, ୨ା୫(ଅନୁପମମିଡ଼ିଆ): ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ରାଜ୍ୟରେ ୩୬,୫୯୩ ଟି କୋଭିଡ୍‌ - ୧୯ ନମୂନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୫୭ ଟି ରିପୋର୍ଟ ପଜିଟିଭ୍‌ ରହିଛି । ରାଜ୍ୟରେ ପଜିଟିଭ୍‌ ବ୍ୟକ୍ତିଙ୍କ ହାର



କରୋନା ଆକ୍ରାନ୍ତରେ ଯାଜପୁର ନମ୍ବର ୧

Anupambharat News Bureau | ଓଡ଼ିଶା | | 1157 | Read...

କରୋନା ଆକ୍ରାନ୍ତରେ ଯାଜପୁର ନମ୍ବର ୧

ଭୁବନେଶ୍ୱର, ୨ା୫(ଅନୁପମମିଡ଼ିଆ): କରୋନା ଭାଇରସ ପଜିଟିଭ କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଜିଲ୍ଲା ହୋଇଛି ଯାଜପୁର । ଶନିବାର ୮ଟି ନୂଆ ପଜିଟିଭ୍‌ ମାମଲା ଆସିବା ପରେ ଯାଜପୁର ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୪୮ ଛୁଇଁଛି । ଗତକ



୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

Anupambharat News Bureau | ଦେଶ | | 1156 | Read...

୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

ନୂଆଦିଲ୍ଲୀ,୨ା୫: ଭାରତରେ କରୋନା ମୁକାବିଲା ପାଇଁ ଲକ୍‌ଡ଼ାଉନକୁ ପୁଣି ବୃଦ୍ଧି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତା ୩ ତାରିଖରେ ଶେଷ ହେବାକୁ ରହିଥିବା ବେଳେ ଏହା ପୂର୍ବରୁ ଏହାର ଅବଧିରେ ଦୁଇ ସପ୍ତାହ ବୃଦ୍ଧ



ସୁରତରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ଦୁଇ ମୃତ, ୧୫ ଆହତ

Anupambharat News Bureau | ଓଡ଼ିଶା | | 1155 | Read...

ସୁରତରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ଦୁଇ ମୃତ, ୧୫ ଆହତ

ଜି.ଉଦୟଗିରି/ଭଞ୍ଜନଗର,୨ା୫ (ଅନୁପମମିଡ଼ିଆ): ସୁରତରୁ ଓଡ଼ିଆ ଶ୍ରମିକଙ୍କୁ ନେଇ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ବସ୍‌ ଶନିବାର ରାତିରେ ଜି.ଉଦୟଗିରି ଥାନା ସ୍ଥିତ କଳିଙ୍ଗା ଘାଟିରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି । ଏହି ଘଟଣାରେ ଦୁ



ପରଲୋକରେ ଋଷି

Anupambharat News Bureau | ଦେଶ | | 1154 | Read...

ପରଲୋକରେ ଋଷି

ମୁମ୍ବାଇ,୩୦ା୪: ­ ବଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ଋଷି କାପୁରଙ୍କର ୬୭ ବର୍ଷରେ ପରଲୋକ ଘଟିଛି । ବୁଧବାର ଋଷି ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ସାର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିିଟାଲର ଆଇସିୟୁରେ ଭର



ଚିନ୍ତା ବଢ଼ାଇଲା ଯାଜପୁର ଜିଲ୍ଲା

Anupambharat News Bureau | ଓଡ଼ିଶା | | 1153 | Read...

ଚିନ୍ତା ବଢ଼ାଇଲା ଯାଜପୁର ଜିଲ୍ଲା

ଭୁୁବନେଶ୍ୱର, ୩୦ା୪(ଅନୁପମମିଡ଼ିଆ): ଯାଜପୁର ଜିଲ୍ଲାରେ ଗୁରୁବାର ଗୋଟିଏ ଦିନରେ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୧୭ ଜଣ ପଜିଟିଭ୍&



ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଲା ୟୁହାନ୍‌ ନଗରୀରେ ଆଜି କୌଣସି ପଜିଟିଭ ନାହିଁ

Anupambharat News Bureau | ଦେଶ | | 1152 | Read...

ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଲା ୟୁହାନ୍‌ ନଗରୀରେ ଆଜି କୌଣସି ପଜିଟିଭ ନାହିଁ

ନୂଆଦିଲ୍ଲୀ: ଚୀନ୍‌ରୁ ସୃଷ୍ଟି ହୋଇଥିବା ଭୟଙ୍କର ତଥା ଅତ୍ୟଧିକ ମାରାତ୍ମକ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁର ସଂକ୍ରମଣରେ ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହ



ସୁସ୍ଥ ହେଲେ ଆଉ ଜଣେ

Anupambharat News Bureau | ଓଡ଼ିଶା | | 1151 | Read...

ସୁସ୍ଥ ହେଲେ ଆଉ ଜଣେ

ଭୁବନେଶ୍ୱର, ୨୬ା୪(ଅନୁପମମିଡ଼ିଆ): ରାଜ୍ୟର ଆଉ ଜଣେ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କ ଘର ଭୁବନେଶ୍ୱର ହୋଇଥିବାବେଳେ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜଣକ



ସୁନ୍ଦରଗଡ଼ରୁ ପୁଣି ତିନି ଆକ୍ରାନ୍ତ ଚିହ୍ନଟ

Anupambharat News Bureau | ଓଡ଼ିଶା | | 1150 | Read...

ସୁନ୍ଦରଗଡ଼ରୁ ପୁଣି ତିନି ଆକ୍ରାନ୍ତ ଚିହ୍ନଟ

ରାଉରକେଲା/ଭୁବନେଶ୍ୱର, ୨୬ା୪(ଅନୁପମ ମିଡ଼ିଆ): ରାଜ୍ୟରେ ରବିବାର ସକାଳେ ଆଉ ତିନି କରୋନା ସଂକ୍ରମିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ



ରାଜ୍ୟରେ ପଜିଟିଭ୍‌ ୮୩କୁ ବୃଦ୍ଧି

Anupambharat News Bureau | ଓଡ଼ିଶା | | 1149 | Read...

ରାଜ୍ୟରେ ପଜିଟିଭ୍‌ ୮୩କୁ ବୃଦ୍ଧି

ଭୁବନେଶ୍ୱର, ୨୨ା୪ (ଅନୁପମ ମିଡିଆ): ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୩,୭୭୫ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୮୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩୨ ଜଣ ରୋଗୀ ସଂପୂର୍ଣ୍ଣ ସୁ



ବଢିବନି ବିଜୁଳି ଦର

Anupambharat News Bureau | ଓଡ଼ିଶା | | 1148 | Read...

 ବଢିବନି ବିଜୁଳି ଦର

ଭୁବନେଶ୍ୱର, ୨୨ା୪ (ଅନୁପମ ମିଡିଆ): କରୋନା ସଂକ୍ରମଣ ଆଶଙ୍କାରେ ଦେଶବ୍ୟାପୀ ଲକଡାଉନ୍‌ ଲାଗୁ ହୋଇଥିବାବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଧ୍ୟ ବିଦ୍ୟୁତ ଦରକୁ ଅପରିବର୍ତିତ ରଖିଛନ୍ତ



ବାସୁଦେବପୁର ବ୍ଲକର ୨୨ ଗ୍ରାମ କଣ୍ଟେନ୍‌ମେଣ୍ଟ, ଭଦ୍ରକରୁ ପୁଣି ତିନି କରୋନା ପଜିଟିଭ୍‌ ଚିହ୍ନଟ ୍‌

Anupambharat News Bureau | ଓଡ଼ିଶା | | 1147 | Read...

ବାସୁଦେବପୁର ବ୍ଲକର ୨୨ ଗ୍ରାମ କଣ୍ଟେନ୍‌ମେଣ୍ଟ,  ଭଦ୍ରକରୁ ପୁଣି ତିନି କରୋନା ପଜିଟିଭ୍‌ ଚିହ୍ନଟ ୍‌

ଭଦ୍ରକ, ୨୨ା୪ (ଅନୁପମ ମିଡିଆ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ ଆଜି ତିନି ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତପିର ହୋଇଉଠିଛି । ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବାସୁଦେବପୁର ବ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page