: District News


ଆଇଜିଏଚ୍‌ରେ ଖୋଲିବ ପ୍ଲାଜମା ବ୍ୟାଙ୍କ୍‌

Anupambharat News Bureau | ଓଡ଼ିଶା | | 1335 | Read...

ଆଇଜିଏଚ୍‌ରେ ଖୋଲିବ ପ୍ଲାଜମା ବ୍ୟାଙ୍କ୍‌

ଭୁବନେଶ୍ୱର, ୨୨ା୭(ଅନୁପମ ମିଡ଼ିଆ): ରାଉରକେଲାର ଆଇଜିଏଚ୍‌ରେ ଖୋଲିବ ପ୍ଲାଜମା ବ୍ୟାଙ୍କ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋ



କମିବ ସିଲାବସ୍‌

Anupambharat News Bureau | ଓଡ଼ିଶା | | 1334 | Read...

କମିବ ସିଲାବସ୍‌

ଭୁବନେଶ୍ୱର, ୨୨ା୭(ଅନୁପମ ମିଡ଼ିଆ): କରୋନା ପାଇଁ ଚଳିତ ବର୍ଷ ଓଡ଼ିଆ ମାଧ୍ୟମ ସ୍କୁଲ୍‌ରେ ପାଠ୍ୟଖସଡ଼ା କମାଯିବ । ସିଲାବସ୍‌ କମ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମିଳିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା



ଦିନରେ ରେକର୍ଡ଼ ୧୦୭୮ ପଜିଟିଭ

Anupambharat News Bureau | ଓଡ଼ିଶା | | 1333 | Read...

ଦିନରେ ରେକର୍ଡ଼ ୧୦୭୮ ପଜିଟିଭ

ଭୁବନେଶ୍ୱର, ୨୨ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଆଜି ରେକର୍ଡ଼ ଆଉ ୧୦୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା କରୋନା ରୋଗୀଙ୍କ ସଂଖ୍ୟା ୧୯୮୩୫ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୧୦୭୮ ଜଣଙ୍କ ମଧ୍ୟରୁ ୭୨୧ ଜଣ ସଂ



କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

Anupambharat News Bureau | ଓଡ଼ିଶା | | 1332 | Read...

 କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୭(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରି ପରିଷଦର ବୈଠକ ଅନୁଷ୍ଠିତ ହୋଇ ଯାଇଛି । କୋବିଡ ଲଢେଇରେ ସହିଦ ଆଠ କରୋନା ଯୋଦ୍ଧାଙ୍କର ଅମର ଆତ୍ମାର ସଦଗତି ପାଇଁ ବୈଠକରେ ଏ



ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

Anupambharat News Bureau | ଓଡ଼ିଶା | | 1331 | Read...

ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

ଭୁବନେଶ୍ୱର, ୨୧ା୭(ଅନୁପମ ମିଡ଼ିଆ): ­ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ୱର) ଓ କଟକ ଜିଲ୍ଲାରେ କୋଭିଡ଼ ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି । ଖୋର୍ଦ୍ଧା ଜି



ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

Anupambharat News Bureau | ଓଡ଼ିଶା | | 1330 | Read...

ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

ବ୍ରହ୍ମପୁର/ଛତ୍ରପୁର, ୨୧ ।୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନିମନ୍ତେ ପ୍ଲାଜମା ଥେରାପି ସେବାକୁ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ମହାରାଜା କୃଷ



ଭାରତ ସୀମାକୁ ଜଗିବ ‘ଭାରତ ’

Anupambharat News Bureau | ଦେଶ | | 1329 | Read...

ଭାରତ ସୀମାକୁ ଜଗିବ ‘ଭାରତ ’

ନୁଆଦିଲ୍ଲୀ,୨୧ା୭: ଏଣିକି ଭାରତ ସୀମାକୁ ଜଗିବ ‘ଭାରତ’ । ଏହାର ଅର୍ଥ ହେଉଛି ଯେ, ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ ‘ଭାରତ’ ସୀମାରେ ରହି ଏଠାରେ ଅନ୍ୟଦେଶର ଗତିବିଧି ଉପରେ ସୂଚନା ପ୍ରଦାନ କରିବ । ଭାରତ ଚୀନ ମଧ୍ୟରେ



ମୃତ୍ୟହାର କମିଛି :କେନ୍ଦ୍ର

Anupambharat News Bureau | ଦେଶ | | 1328 | Read...

ମୃତ୍ୟହାର କମିଛି :କେନ୍ଦ୍ର

ନୂଆଦିଲ୍ଲୀ,୨୧ା୭: ଭାରତରେ କରୋନା ଭୁତାଣୁର ପ୍ରବେଶ ପରେ ପରେ ଭୟଙ୍କର ପରିଣତି ଦେଖାଦେଇଛି । ଫେବୃୟାରୀ ମାସରୁ ଜୁଲାଇ ମାସ ମଧ୍ୟରେ ଦେଶରେ ବହୁ ଜୀବନ ନଷ୍ଟ ହୋଇଛି । ବର୍ତ୍ତମାନ ମଧ୍ୟ ସ୍ଥିତି ଅତ୍ୟନ୍ତ ଗମ୍ଭୀରଜନକ ରହିଛି । ଗ



ପଞ୍ଚଭୂତରେ ଲୀନ ହେଲେ ବିଜୟ

Anupambharat News Bureau | ଓଡ଼ିଶା | | 1327 | Read...

ପଞ୍ଚଭୂତରେ ଲୀନ ହେଲେ ବିଜୟ

ଭୁବନେଶ୍ୱର ,୨୧ା୭(ଅନୁପମ ମିଡ଼ିଆ): ପଞ୍ଚଭୂତରେ ଲୀନ ହୋଇଛି ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର । ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍



ଆଉ ଛ’ ମୁଣ୍ଡ ନେଲା

Anupambharat News Bureau | ଓଡ଼ିଶା | | 1326 | Read...

ଆଉ ଛ’ ମୁଣ୍ଡ ନେଲା

ଭୁବନେଶ୍ୱର, ୨୦ା୭(ଅନୁପମ ମିଡ଼ିଆ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଛ’ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର



ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

Anupambharat News Bureau | ଓଡ଼ିଶା | | 1325 | Read...

ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

ବୁଗୁଡ଼ା,୨୦ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁ ଦିନ ମୁଣ୍ଡ ନେଉଥିବା ବେଳେ ସମ୍ପ୍ରତି ଶବକୁ କାନ୍ଧ ଦେବାକୁ ରକ୍ତ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ସାହିପଡିଶା ପଛଘୁଞ୍ଚା ଦେଉଥିବା ଭଳି ଏକ ଅଭାବନୀୟ ସ୍ଥିତି ଦ



ଆରପାରିରେ ବିଜୟ

Anupambharat News Bureau | ଓଡ଼ିଶା | | 1324 | Read...

ଆରପାରିରେ ବିଜୟ

ଭୁବନେଶ୍ୱର, ୨୦ା୭(ଅନୁପମ ମିଡ଼ିଆ): ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସୋମବାର ରାତିରେ ଦେହାନ୍ତ ଘଟିଛି । ୭୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ ଅଭିନେତା । ଆଜି ସନ୍ଧ୍ୟାରେ ତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page