: District News


ସାଙ୍ଗର ବ୍ୟାଟ୍‌ ମାଡ଼ରେ ନାବାଳକ ମୃତ

Anupambharat News Bureau | ଓଡ଼ିଶା | | 1097 | Read...

 ସାଙ୍ଗର ବ୍ୟାଟ୍‌  ମାଡ଼ରେ ନାବାଳକ ମୃତ

ହିିଳିକାଟୁ, ୧୧ା୪(ଅନୁପମମିଡ଼ିଆ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ଶନିବାର ପୂର୍ବାହ୍ନରେ ଜଣେ ନାବାଳକ ବନ୍ଧୁଙ୍କ ବ୍ୟାଟ୍‌ ମାଡ଼ରେ ଅନ୍ୟ ଜଣେ ନାବାଳକଙ୍କ ମୃତୁ୍ୟ ଘଟିଛି । ମୃତକ ଜଣକ ସମ୍ପୃକ୍ତ ଗ୍ରାମର କେ



ଗୋଟିଏ ଦିନରେ ସୁସ୍ଥ ହେଲେ ୧୦

Anupambharat News Bureau | ଓଡ଼ିଶା | | 1096 | Read...

ଗୋଟିଏ ଦିନରେ ସୁସ୍ଥ ହେଲେ ୧୦

ଭୁବନେଶ୍ୱର, ୧୦ା୪(ଅନୁପମମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ୧୦ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନାନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ନେଗଟିଭ ସହୁ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ହ



ମୁମ୍ବାଇରୁ ଆସିଲା ଟେଷ୍ଟ କିଟ୍‌

Anupambharat News Bureau | ଓଡ଼ିଶା | | 1095 | Read...

ମୁମ୍ବାଇରୁ  ଆସିଲା ଟେଷ୍ଟ କିଟ୍‌

ଭୁବନେଶ୍ୱର, ୧୦ ।୪(ଅନୁପମମିଡ଼ିଆ): କୋବିଡ-୧୯ର ମୁକାବିଲା ପାଇଁ ୪୦୦୦ ଟେଷ୍ଟ ପାଇଁ ଟେଷ୍ଟ କିଟ ଓ ଅନ୍ୟାନ୍ୟ ସାମଗ୍ରୀ ମୁମ୍ବାଇରୁ ଅଣା ଯାଇଛି । ମୁମ୍ବାଇରୁ ସ୍ପେଶାଲ ଏୟାର କାର୍ଗୋ ଜରିଆରେ ଏହା ଅଣା ଯାଇଛି । ସ୍ୱାସ୍ଥ୍ୟ ଓ ପର



ରାୟର ସଂଶୋଧନ, ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ

Anupambharat News Bureau | ଓଡ଼ିଶା | | 1094 | Read...

ରାୟର ସଂଶୋଧନ, ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ

କଟକ,୧୦ା୪ (ଅନୁପମମିଡ଼ିଆ): ‘କରୋନା’ ଲକଡାଉନ୍‌ ବେଳେ ଅଣ୍ଡରଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ରାୟ ଶୁଣାଇଥିଲେ । ଆଜି କୋର୍ଟ ଏହି ରାୟର ସଂଶୋଧନ କରିଛନ୍ତ । କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତ



ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

Anupambharat News Bureau | ଓଡ଼ିଶା | | 1093 | Read...

ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

ଭୁବନେଶ୍ୱର, ୧୦ା୪(ଅନୁପମମିଡ଼ିଆ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪୮ ଜଣ କରୋନା ପଜିଟିଭ୍‌୍‌ଙ୍କ ମଧ୍ୟରେ ଦୁଇଜଣ ଶିଶୁ କନ୍ୟା ରହିଛନ୍ତି । ଆକ୍ରାନ୍ତ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ



ଢ଼େଙ୍କାନାଳରେ ପ୍ରଥମ ପଜିଟିଭ ଚିହ୍ନଟ

Anupambharat News Bureau | ଓଡ଼ିଶା | | 1092 | Read...

ଢ଼େଙ୍କାନାଳରେ  ପ୍ରଥମ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ,୯ା୪(ଅନୁପମମିଡ଼ିଆ): ରାଜ୍ୟରେ ଗୁରୁବାର ଆଉ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ୫୧ ବର୍ଷୀୟା ମହିଳା କରୋନା ସଂକ୍ରମିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ମେଦିନୀପୁର ଆମ୍



ଓଡ଼ିଶାରେ ୩୦ ଯାଏ ବଢିଲା ଲକ୍‌ ଡାଉନ , ଜୁନ୍‌ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Anupambharat News Bureau | ଓଡ଼ିଶା | | 1091 | Read...

ଓଡ଼ିଶାରେ ୩୦ ଯାଏ ବଢିଲା ଲକ୍‌ ଡାଉନ , ଜୁନ୍‌ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୯ା୪ (ଅନୁପମ ମିଡ଼ିଆ): କରୋନା ସଂକ୍ରମଣର ଆଶଙ୍କାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକ୍‌ ଡାଉନକୁ ଆଗାମୀ ୩୦ ଯାଏ ବଢାଇଛନ୍ତି । ରାଜ୍ୟ କ୍ୟାବିନେଟର ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାର



ତୁରନ୍ତ ଜବତ ଗାଡି ଛାଡ: ହାଇକୋର୍ଟ

Anupambharat News Bureau | ଓଡ଼ିଶା | | 1090 | Read...

  ତୁରନ୍ତ ଜବତ ଗାଡି ଛାଡ: ହାଇକୋର୍ଟ

କଟକ ୯ା୪(ଅନୁପମିଡ଼ିଆ): ଲକ୍‌ ଡାଉନ ବେଳେ ଚାଲିବା ଦୂରତାରେ ଅତ୍ୟାବଶକ ସାମଗ୍ରୀ ନମିଳିବା ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇ ପାରିବ ନାହିଁ । ଏଥି ସହିତ ଲକ୍‌ ଡାଉନ ବେଳେ ଜବତ କରାଯ



୧୫ ହଜାର କୋଟିର ଜରୁରୀ ପ୍ୟାକେଜ୍‌ ମଞ୍ଜୁର

Anupambharat News Bureau | ଦେଶ | | 1089 | Read...

 ୧୫ ହଜାର କୋଟିର ଜରୁରୀ ପ୍ୟାକେଜ୍‌ ମଞ୍ଜୁର

ନୂଆଦିଲ୍ଲୀ,୮ା୪:ସମଗ୍ର ବିଶ୍ୱରେ ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ସମଗ୍ର ବିଶ୍ୱର ପ୍ରଭାବିତ ରାଷ୍ଟ୍ରମାନଙ୍କରେ ତାଲା ବନ୍ଦ ସ୍ଥିତି ଜାରି ରହିଛି । ବିଶ୍ୱବ୍ୟାପୀ ଯାନବାହାନ ଚଳାଚ



ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘଞ୍ଚିଲା

Anupambharat News Bureau | ଓଡ଼ିଶା | | 1088 | Read...

ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘଞ୍ଚିଲା

ଭୁବନେଶ୍ୱର ,୯ା୪(ଅନୁପମମିଡ଼ିଆ): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ତଥା ରାଜ୍ୟ ସରକାର ଜାରି କରିଥିବା ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଆଗାମୀ



ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

Anupambharat News Bureau | ବିଦେଶ | | 1087 | Read...

ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ  କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

ନୁ୍ୟୟର୍କ, ୮ା୪: କରୋନା ଭାଇରସକୁ ନେଇ ଆମେରିକା ଡେଥ୍‌ ଜୋନ ଘୋଷିତ କରିଛି । ଏହି ମହାମାରୀରେ ଏ ପର୍ଯ୍ୟନ୍ତ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତୁ୍ୟ ଘଟିଛି । ହପକିନ୍ସ ୟୁନିଭର୍ସିଟି ଅନୁସାରେ କ୍ରମାଗତ ଦ୍ୱିତୀୟ ଦିନରେ ଆମେ



ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ, ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

Anupambharat News Bureau | ଓଡ଼ିଶା | | 1086 | Read...

ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ,  ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

ଛତ୍ରପୁର ,୮ା୪(ଅନୁପମମିଡ଼ିଆ): କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଯାଞ୍ଚ୍‌ କରାଯିବ । ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଓ ସହରାଞ୍ଚଳର ପ୍ରତ୍ୟେକ ସାହିରେ ର୍ନି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page