: District News


ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

Anupambharat News Bureau | ଓଡ଼ିଶା | | 692 | Read...

 ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

ଭୁବନେଶ୍ୱର/ବିଜେପୁର, ୧୧ ।୧୦ ।(ଅନୁପମ ମିଡିଆ) ବିଜେପୁରର ଦାୟିତ୍ୱ ନେବା କହି ଅଞ୍ଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଶୁକ୍ରବାର ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ମଣ୍ଡଳିର ଗା



ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

Anupambharat News Bureau | ଓଡ଼ିଶା | | 691 | Read...

ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଆଜି ଭୋର୍‌ରେ ଜଣେ ମହିଳା ତାଙ୍କର ଦୁଇ ଝିଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ମହିଳା ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଦୁ



ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

Anupambharat News Bureau | ବିଦେଶ | | 690 | Read...

ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

କହୋମ୍‌,୧୧ା୧୦ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଳୀଙ୍କୁ ୨୦୧୯ର ଶାନ୍ତି ପାଇଁ ନୋବେଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତିି । ଇରିଟ୍ରିୟା ସହ ଶାନ୍ତି ପ୍ରତିଷ୍ଠା ଲାଗି ତାଙ୍କର ଉଲ୍ଳେଖନୀୟ ଅବଦାନ ରହିଥିବାରୁ



ମହାବଳୀପୁରମରେ ମୋଦି-ଜିନପିଙ୍ଗ

Anupambharat News Bureau | ଦେଶ | | 689 | Read...

ମହାବଳୀପୁରମରେ ମୋଦି-ଜିନପିଙ୍ଗ

ଚେନ୍ନାଇ, ୧୧ା୧୦: ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ଜିପନିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଚେନ୍ନାଇ ନିକଟସ୍ଥ ମହାବଳୀପୁରମରେ ଭେଟ ସାକ୍ଷାତ ହୋଇଛି ।



ଭାରତ ପାଇଁ ବିରାଟ ଦିନ

Anupambharat News Bureau | କ୍ରୀଡ଼ା | | 688 | Read...

ଭାରତ ପାଇଁ ବିରାଟ ଦିନ

ପୁଣେ,୧୧ ।୧୦: ପ୍ରଥମ ଦିବସରେ ମୟଙ୍କ ମ୍ୟାଜିକ୍‌ରେ ବାଉଳା ହୋଇଥିବା ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଦିବସରେ ‘ବିରାଟ’ ଝଟ୍‌କା ଲାଗିଛି । ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ସପ୍ତମ ଦ୍ୱିଶତକ ବଳରେ ଏଠା



ଜିନପିଙ୍ଗଙ୍କୁ ବିରୋଧ କରୁଥିବା ତି³ତୀୟଙ୍କୁ ହେପାଜତକୁ ନେଲା ପୁଲିସ୍‌

Anupambharat News Bureau | ଦେଶ | | 687 | Read...

ଜିନପିଙ୍ଗଙ୍କୁ ବିରୋଧ କରୁଥିବା ତି³ତୀୟଙ୍କୁ ହେପାଜତକୁ ନେଲା ପୁଲିସ୍‌

ଚେନ୍ନାଇ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଭାରତ ଗସ୍ତରେ ଆସି ଚେନ୍ନାଇ ଠାରେ ପହଞ୍ଚିଛନ୍ତି । ସେ ଆଇଟିସି ଗ୍ରାଣ୍ଡ ଛୋଲା ହୋଟେଲରେ ରହିଛନ୍ତି । ତେବେ ଚେନ୍ନାଇର ଏହି ହୋଟେଲ ସାମ୍ନାରେ ଜିନପିଙ୍ଗକୁ ବିରୋଧ କରାଯାଇଛି



ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ତାପସୀ

Anupambharat News Bureau | ଦେଶ | | 686 | Read...

ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ତାପସୀ

ମୁମ୍‌ୱାଇ : ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ତାଙ୍କ ଫିଲ୍ମ ‘ସା„ କି ଆଁଖ୍‌’ର ପ୍ରୋମୋସନ୍‌ କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରଶ୍ନରେ ତାପସୀ ରାଗି ଯାଇଥିବା ଖ



ତୈଳ ଜାହାଜକୁ ରେକଟ ମାଡ଼ କଲା ସାଉଦି

Anupambharat News Bureau | ବିଦେଶ | | 685 | Read...

ତୈଳ ଜାହାଜକୁ ରେକଟ ମାଡ଼ କଲା ସାଉଦି

ତେହେରାନ୍‌: ସାଉଦି ଆରବ ଉପକୂଳ ଦେଇ ରେଡ୍‌ ସି’ରେ ଯାଉଥିବା ଇରା[୍ର ସିନୋପା ନାମକ ତେଲ ଜାହାଜ ଉପରେ ଦୁଇଟି ରେକଟ୍‌ ମାଡ଼ କରାଯାଇଛି । ରକେଟ୍‌ ମାଡ଼ ଯୋଗୁ ଜାହାଜଟିରେ ନିଆଁ ଲାଗିଯାଇଛି । ସେହିପରି ଏହା ମଧ୍ୟରେ ଥିବା ତେ



ରାଜ୍ୟ ସରକାରଙ୍କ ୫-T ସଫଳତା ନେଇ ଏସ୍‌ପିଙ୍କ ଅଭିଯାନ

Anupambharat News Bureau | ଓଡ଼ିଶା | | 684 | Read...

ରାଜ୍ୟ ସରକାରଙ୍କ ୫-T ସଫଳତା ନେଇ ଏସ୍‌ପିଙ୍କ ଅଭିଯାନ

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ଆଜି ଅଚାନକ ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପହଞ୍ଚି ବିଭିନ୍ନ କାର୍ଯ୍ୟଧାରା ନେଇ ତଦାରଖ କରିଥିବା ଜଣାପଡ଼ିଛି । ର



କୋଣାର୍କ ଏକ୍ସପ୍ରେସ୍‌ରୁ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

Anupambharat News Bureau | ଓଡ଼ିଶା | | 683 | Read...

କୋଣାର୍କ ଏକ୍ସପ୍ରେସ୍‌ରୁ ଅଚିହ୍ନା ଯୁବକଙ୍କ  ଶବ ଉଦ୍ଧାର

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ଗତକାଲି ରାତି ପ୍ରାୟ ୧ଟାରେ ବ୍ରହ୍ମପୁର ଜିଆର୍‌ପି ଥାନା ପୋଲିସ କୋଣାର୍କ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଥିବା ସୂଚନା ମିଳିଛି ।ଗତକାଲି ରାତି ପ୍ରାୟ ୧ଟାରେ



ବ୍ରହ୍ମପୁରରେ ବଡ଼ଧରଣର ଜୁଆଆzା ଚଢ଼ଉ

Anupambharat News Bureau | ଓଡ଼ିଶା | | 682 | Read...

ବ୍ରହ୍ମପୁରରେ ବଡ଼ଧରଣର ଜୁଆଆzା ଚଢ଼ଉ

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ବ୍ରହ୍ମପୁର ମହାନଗର ଭୀମାରାଓ ପେଟା, ଆଙ୍କୋଲି ଓ ଲକ୍ଷ୍ମୀନୃସିଂହ ସାହିରେ ଗତକାଲି ରାତିରେ ପୋଲିସ ଚଢ଼ଉ କରି ୨୩ ଜଣଙ୍କୁ ଗିରଫ କରି ୮,୧୯,୪୪୦ଟଙ୍କା ସହ ୨୦ଟି ମୋବାଇଲ୍‌, ୫ଟି ବାଇକ୍‌ ଓ ତା



ବିରଜା ମନ୍ଦିରରେ ଭିନ୍ନକ୍ଷମଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ

Anupambharat News Bureau | କ୍ୟାରିୟର ନିଯୁକ୍ତି | | 681 | Read...

ବିରଜା ମନ୍ଦିରରେ ଭିନ୍ନକ୍ଷମଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ

ବିରଜାକ୍ଷେତ୍ର,୧୧ା୧୦(ଅନୁପମ ମିଡିଆ): ଗତ ମହାଷ୍ଟମୀ ଦିନ ବିରଜାମନ୍ଦିର ପରିସରରେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣେ ଭିନ୍ନକ୍ଷମ ବ୍ୟକ୍ତି କରୁଣାକର ସାହୁଙ୍କୁ କେତେକ ଆକ୍ରମଣ କରିଥିଲେ । ଘଟଣା ନେଇ ଶ୍ରୀ ସାହୁ ଯାଜପୁର ଥା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page