: District News


ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା ସରପଞ୍ଚଙ୍କ ସ୍ୱାମୀ ଗିରଫ

Anupambharat News Bureau | ଓଡ଼ିଶା | | 755 | Read...

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା  ସରପଞ୍ଚଙ୍କ ସ୍ୱାମୀ ଗିରଫ

ଯାଜପୁର/ଧର୍ମଶାଳା,୧୯ା୧୦(ଅନୁପମମିଡ଼ିଆ): ଯାଜପୁର ଜିଲ୍ଳାର ଧର୍ମଶାଳା ବ୍ଲକର ଗ୍ରାମସେବୀକା ତଥା ହରିଦାସପୁର ଗ୍ରାମପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତୁ୍ୟ ମାମଲାରେ ରେ ପୋଲିସ ସ୍ଥାନୀୟ ସରପଞ୍ଚଙ୍



ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

Anupambharat News Bureau | ଦେଶ | | 754 | Read...

ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାବା ସହ ପାଠ ପିପାରିବେ । ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇ



୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

Anupambharat News Bureau | ଦେଶ | | 753 | Read...

୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା



କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

Anupambharat News Bureau | ଦେଶ | | 752 | Read...

କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍‌ କରିଛି । ଏହି କଥିତ ଗୁରୁଙ୍କୁ ସମସ୍ତେ କଲକି ଭଗବାନ ବୋଲି ଜାଣିଛନ୍ତି । ତାଙ୍କର ମୂଳ ନାମ କି;ୁ ବିଜୟ



କା-ଅପରେଟିଭ ସୋସାଇଟ ସଭାପତିଙ୍କ ବିରୋଧରେ ଯୈðାନ ନିର୍ଯ୍ୟାତନା ଅଭିଯୋଗ

Anupambharat News Bureau | ଓଡ଼ିଶା | | 748 | Read...

କା-ଅପରେଟିଭ ସୋସାଇଟ ସଭାପତିଙ୍କ  ବିରୋଧରେ ଯୈðାନ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା, ୧୯ା୧୦(ଅନୁପମ ମିଡିଆ) : କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତି ପ୍ରମୋଦ କୁମାର ସାହୁଙ୍କ ନାମରେ ସେହି ସୋସାଇଟର ଜନୈକ ମହିଳା କର୍ମଚାରୀଙ୍କୁ ଯୈðାନ ଶୋଷଣ କରିଥିବା ନେଇ କେନ୍ଦ୍ରାପଡା ଟାଉନ ଥ



ବିଜେପୁର ଉପ ନିର୍ବାଚନ, ଦୁଇଦିନ ପରେ ଭୋଟ

Anupambharat News Bureau | ଓଡ଼ିଶା | | 747 | Read...

ବିଜେପୁର ଉପ ନିର୍ବାଚନ, ଦୁଇଦିନ ପରେ ଭୋଟ

ସମ୍ବଲପୁର, ୧୮ା୧୦,(ଅନୁପମମିଡ଼ିଆ): ବରଗଡ଼ ଜିଲ୍ଳା ବିଜେପୁର ବିଧାନସଭା ଆସନ ପାଇଁ ଆଗାମୀ ୨୧ ତାରିଖ ଦିନ ଭୋଟଗ୍ରହଣ କରାଯିବ । ଆସନ୍ତାକାଲି ଅପରାହ୍ନରେ ଭୋଟ ପ୍ରଚାର ସ୍ଥଗିତ ହେବାକୁ ଯାଉଥିବାରୁ ଏବେ ନିର୍ବାଚନ ମଣ୍ଡଳୀ ସାରା



ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

Anupambharat News Bureau | ଓଡ଼ିଶା | | 746 | Read...

ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

ପିପିଲି,୧୮ା୧୦(ଅନୁପମମିଡ଼ିଆ): ପିପିଲି ଓ ପୁରୀ ତାଳବଣିଆ ପୋଲିସର ମିଳିତ ଏନ୍‌କାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଆହତ ହୋଇ ପୋଲିସ ହାତରେ ଧରାପଡ଼ିଛି । ଭାଗୁର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତ



ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

Anupambharat News Bureau | ଓଡ଼ିଶା | | 745 | Read...

 ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

ଭୁବନେଶ୍ୱର,୧୮ ।୧୦(ଅନୁପମ ମିଡିଆ): ଶୁକ୍ରବାର ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବ



ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

Anupambharat News Bureau | ଦେଶ | | 744 | Read...

ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

ନୂଆଦିଲ୍ଲୀ:ଦୁଇ ବ୍ୟାଙ୍କ୍‌ ୟୁନିୟନ୍‌ ଚେତାବନୀ ସ୍ୱରୁପ ପବ୍ଳିକ୍‌ ସେକଫର ବ୍ୟାଙ୍କ୍‌ ମିଶ୍ରଣକୁ ବିରୁଦ୍ଧ କରି ଦିନିକିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟରେ ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ଗୁଡିକ ପ



ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 743 | Read...

ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଟ୍‌ଲାଭ ୪୫ % ବୃଦ୍ଧି ହୋଇଛି । ସେପେଫମ୍ବର ତ୍ରୈମାସିକରେ ଏହା ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ନିଟ୍‌ଲାଭ ୯୯୦ କୋଟି ହେବା ସହ ସମୀକ୍ଷାରେ ୬୮୧ କୋଟ



ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍‌ରୁ ଆର୍ଥିକ ସହାୟତା ମିଳିବ ନାହିଁ

Anupambharat News Bureau | ବିଦେଶ | | 742 | Read...

ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍‌ରୁ ଆର୍ଥିକ ସହାୟତା ମିଳିବ ନାହିଁ

ପ୍ୟାରିସ୍‌: ଆତଙ୍କୀସ୍ତାନ ପାକିସ୍ତାନକୁ ଆଜି ଶକ୍ତ ଧMା ଦେଇଛି ଫାଇନାନସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍‌ଏଟିଏଫ୍‌) । ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍‌ଏଟିଏଫ୍‌ ପାକିସ୍ତାନ କ୍ଷୁବ୍ଧ ହୋଇଛି



ଆମେରିକା-ତୁର୍କୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ସ୍ଥିତି

Anupambharat News Bureau | ବିଦେଶ | | 741 | Read...

ଆମେରିକା-ତୁର୍କୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ସ୍ଥିତି

ୱାଶିଂଟନ୍‌: ସିରିଆରେ ଆକ୍ରମଣ ପାଇଁ ଆମେରିକା ଓ ତୁର୍କୀ ମୁହାଁମୁହିଁ ହୋଇଛି । ସିରିଆରେ ଥିବା ଆମେରିକା ସହଯୋଗୀ କୁର୍ଦ୍ଦ ସେନା ଉପରେ ତୁର୍କୀ ଘନଘନ ବୋମା ମାଡ଼ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତୁର୍କୀ ଏଭଳ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page