: District News


ଦାମ-ବୈଜୟନ୍ତ ହତାଶ !

Anupambharat News Bureau | ଓଡ଼ିଶା | | 535 | Read...

ଦାମ-ବୈଜୟନ୍ତ ହତାଶ !

ଭୁବନେଶ୍ୱର,୨୬ା୬(ଅନୁପମ ମିଡ଼ିଆ) : ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ଓ ବିଜେଡିର ସମ୍ପର୍କ ଦେଖି ପ୍ରକୃତରେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ଦୁଇ ନେତା ଡା. ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଚିନ୍ତା ବଢ



୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

Anupambharat News Bureau | ଦେଶ | | 534 | Read...

୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

ମୁମ୍ବାଇ: ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ । ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟ୍‌କୁ ନେଇ ଗ୍ରାହକଙ୍କ ସହ ବଛସା ହେବା ପରେ ପରିବା ବିକାଳୀ ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ



ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

Anupambharat News Bureau | ଦେଶ | | 533 | Read...

ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

ହାଇଦ୍ରାବାଦ: ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପ୍ରତିଷ୍ଠା ଆସେ ବା ଉଦ୍ଦେଶ୍ୟ ସଫଳ ହୋଇଥାଏ । ଏବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ । ତାଙ୍କର ଦୀର୍ଘ ଦିନ



ବର୍ବରତାର ସବୁ ସୀମା ଟପିଲା, ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

Anupambharat News Bureau | ଓଡ଼ିଶା | | 532 | Read...

ବର୍ବରତାର ସବୁ ସୀମା ଟପିଲା,  ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

ଜଳେଶ୍ୱର,୨୬ା୬ (ଅନୁପମ ମିଡିଆ): ଜଳେଶ୍ୱର ପୈାରାଂଚଳର ଶାସନବାଡ ଗ୍ରାମରେ ଜଣେ ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ସଂଘବଦ୍ଧ ଭାବେ ନିର୍ମମ ଭାବେ ଅତ୍ୟାଚାର କରିବା ଓ ପରେ ପୋଲିସ ଦ୍ୱାରା ଗୁରୁତର ଅବସ୍ଥାରେ ମହିଳାଙ୍କୁ



ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

Anupambharat News Bureau | ଓଡ଼ିଶା | | 531 | Read...

ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

କେନ୍ଦ୍ରାପଡା ,୨୬ା୬ (ଅନୁପମ ମିଡିଆ): ଥାନାରେ ରୁଜୁ ହୋଇଥିବା ଏକ ମାମଲାର ରଫାଦଫା କରିଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଆଳି ଥାନାର ଏଏସଆଇ ର



ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

Anupambharat News Bureau | ଓଡ଼ିଶା | | 530 | Read...

ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

ନିଶ୍ଚିନ୍ତକୋଇଲି ୨୬ା୬ (ଅନୁପମ ମିଡିଆ) : ପ୍ରତିଦିନ ଅସାବଧାନତା ଯୋଗୁ ସଡକ ଦୁର୍ଘଟଣା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ଧନ ଜୀବନ ହାନୀ ହେଉଥିବା ଦେଖାଯାଉଛି । ଗତ ମାହାବାତ୍ୟା ଫଣିରେ ବହୁ ବୃକ୍ଷ କ୍ଷୟକ୍ଷତି ହୋଇଥିଲା ବ



ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

Anupambharat News Bureau | ଓଡ଼ିଶା | | 529 | Read...

ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

ଅନୁଗୋଳ,୨୬ା୬ (ଅନୁପମ ମିଡିଆ): ବଅଁରପାଳ ଥାନା ଅଞ୍ଚଳର ଜଣେ ଶିକ୍ଷିତ ଯୁବକ ଚାକୀରି ଆଶାରେ ଠକେଇର ଶିକାର ହୋଇଛନ୍ତି । ଗ୍ରାମୀଣ ଆଶାରେ ଚାକିରି କରାଇଦେବା ନାମରେ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟ ପରିଚୟ ଦେଇ ଜଣେ ବ୍ୟକ୍ତି



ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 528 | Read...

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

ଆନନ୍ଦପୁର,୨୬ା୬ (ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ବାରିଗାଁର ଏକ ପାରିବାରିକ କଳହରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟି ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥ



ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

Anupambharat News Bureau | ଓଡ଼ିଶା | | 527 | Read...

 ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

ରାୟଗଡ଼ା,୨୫ା୬(ଅନୁପମମିଡ଼ିଆ): ରାୟଗଡ଼ା ନିକଟ କେଉଟଗୁଡ଼ା ଓ ସିଙ୍ଗାପୁର ରୋଡ ମଧ୍ୟରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ୧୮୦୦୫ ହାୱଡ଼ା - ଜଗଦଲପୁର ସମଲେଶ୍ୱରୀ ସହ ବିଦୁ୍ୟତ ମେଣ୍ଟନାନ୍ସ ଇଞ୍ଜିନ ଧMାରୁ ଏକ୍ସପ୍ରେସ୍‌ର ଇଞ୍ଜିନ ଏ



ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର, * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

Anupambharat News Bureau | ଓଡ଼ିଶା | | 526 | Read...

ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର,  * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି  *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୫ ।୬(ଅନୁପମ ମିଡିଆ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।ନିଜର ଅଭିଭାଷଣରେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ରଖିଛନ୍ତି ରାଜ୍ୟପାଳ । ଗମନାଗମନ ସୁବ



ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

Anupambharat News Bureau | ଓଡ଼ିଶା | | 525 | Read...

ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

କେନ୍ଦୁଝର/ଯୋଡ଼ା,୨୫ା୬ (ଅନୁପମମିଡ଼ିଆ): ମଙ୍ଗଳବାର ସକାଳେ ଯୋଡା ଥାନା ଅନ୍ତର୍ଗତ ଆଜାଦବସ୍ତି ସ୍ଥିତ ପଣଷଗୁଡା ପଡିଆରେ ମୁର୍ମୂଷ ଅବସ୍ଥାରେ ଜନୈକା ନାବାଳିକାକୁ ଠାବ ହେବା ଏବଂ ଡାକ୍ତରୀ ମାଇନାରେ ପୀଡିତା ଗଣଦୁଷ୍କର୍ମ ଶିକାର



ବସ୍‌ ଦୁର୍ଘଟଣାରେ, ୬ ମୃତ, ୪୦ ଆହତ

Anupambharat News Bureau | ଦେଶ | | 524 | Read...

ବସ୍‌ ଦୁର୍ଘଟଣାରେ,  ୬ ମୃତ, ୪୦ ଆହତ

ରାଞ୍ଚି, ୨୫ା୬: ଝାଡ଼ଖଣ୍ଡର ଗଡ଼ୱା ଜିଲ୍ଲା ଆନ୍ନାରାଜା ନାବାଦି ଘାଟିରେ ଆଜି ଏକ ଘରୋଇ ବସ୍‌ ଓଲଟି ପଡ଼ିବା ଯୋଗୁଁ ଅତିକମ୍‌ରେ ୬ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ସକାଳେ ଏକ ଘ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page