: District News


ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1146 | Read...

 ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ ।୪ (ଅନୁପମ ମିଡିଆ): ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୬୭୯୮ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥ ପାଠ କରାଇଛନ୍ତି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋ



୨୪ ଘଣ୍ଟାରେ ୪୯ ମୃତ

Anupambharat News Bureau | ଦେଶ | | 1145 | Read...

୨୪ ଘଣ୍ଟାରେ ୪୯ ମୃତ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି । ପ୍ରଥମେ ଚୀନ୍‌ ଓ ପରେ ପରେ ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକା ସମେତ ବହୁ ବୃହତ ରାଷ୍ଟ୍ରରେ କରୋନାର ବ୍ୟାପକତା ଅଗ୍ନି ଓ ପବନ ବେଗରେ ବ୍ୟାପୀ ଯାଇଛି ।



ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

Anupambharat News Bureau | ଓଡ଼ିଶା | | 1144 | Read...

 ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

ଚିକିଟି,୨୧ ।୪(ଅନୁପମ ମିଡ଼ିଆ): ଓଡ଼ିଶା-ଆନ୍ଧ୍ର ସୀମା ସୋରଳ ଗ୍ରାମର ସାତ ଜଣ ଶ୍ରମିକ ଚେନ୍ନାଇରୁ ପୁଣି ସାଇକେଲ୍‌ ଯୋଗେ ନିଜ ଗ୍ରାମକୁ ଫେରିଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ତାମିଲନାଡ଼ୁର ଚେନ୍ନାଇରେ ଦାଦନ ଭାବେ ଖଟୁଥି



ଦେଶରେ ମୃତୁ୍ୟ ସଂଖ୍ୟା ୬୦୦ ଟପିଲା

Anupambharat News Bureau | ଦେଶ | | 1143 | Read...

ଦେଶରେ ମୃତୁ୍ୟ ସଂଖ୍ୟା ୬୦୦ ଟପିଲା

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ କରୋନା ଭୂତାଣୁରେ ସଂକ୍ରମଣ ସଂଖ୍ୟାର ବ୍ୟାପକତା କ୍ରମେ ବୃଦ୍ଧି ପାଇ ମଙ୍ଗଳବାର ସୁଦ୍ଧା ୧୮,୯୮୫ ସଂଖ୍ୟାକୁ ପହଞ୍ଚିଛି । ଆଜି ସୁଦ୍ଧା ଏହି ରୋଗରେ ସମୁଦାୟ ୬୦୩ ଜଣ ରୋଗୀ ପ୍ରାଣ ହରାଇଛନ୍ତି ।



ସୀମା ଜଗିବା କଷ୍ଟକର: ବାଗଚୀ

Anupambharat News Bureau | ଓଡ଼ିଶା | | 1142 | Read...

ସୀମା ଜଗିବା କଷ୍ଟକର: ବାଗଚୀ

ଭୁବନେଶ୍ୱର ,୨୧ା୪ (ଅନୁପମମିଡ଼ିଆ): ନିକଟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପଡୋଶୀ ରାଜ୍ୟରୁ ଫେରିଥିବାର ସୂଚନା ମିଳିଛି । ତେବେ କରୋନା ମୁକାବିଲା ପାଇଁ ରାଜ୍ୟର ସୀମା ଜଗିବା କଷ୍ଟକର ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ମ



ରାଜ୍ୟରେ ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି, ଆଜି ଆଉ ପାଞ୍ଚ ନୂଆ ମାମଲା,ସମସ୍ତେ ବାଲେଶ୍ୱରର

Anupambharat News Bureau | ଓଡ଼ିଶା | | 1141 | Read...

ରାଜ୍ୟରେ ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି,  ଆଜି ଆଉ ପାଞ୍ଚ ନୂଆ ମାମଲା,ସମସ୍ତେ ବାଲେଶ୍ୱରର

ଭୁବନେଶ୍ୱର, ୨୧ା୪(ଅନୁପମମିଡ଼ିଆ): ରାଜ୍ୟରେ ମଙ୍ଗଳବାର ଆଉ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ



ଆଖିବୁଜିଲେ ୪୪ତମ ଆକ୍ରାନ୍ତ, କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ, ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

Anupambharat News Bureau | ଓଡ଼ିଶା | | 1140 | Read...

  ଆଖିବୁଜିଲେ ୪୪ତମ ଆକ୍ରାନ୍ତ,  କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ,   ପଶ୍ଚିମବଙ୍ଗରୁ ଆସି  ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

ଭୁବନେଶ୍ୱର, ୨୧ା୪(ଅନୁପମମିଡ଼ିଆ): ଓଡିଶାରେ କରୋନା ଯୋଗୁଁ ପୁଣି ଜଣେ ଆଖି ବୁଜିଛନ୍ତି । ମୃତକ ଜଣକ ହେଉଛନ୍ତି ପଶ୍ଚିମ ବଙ୍ଗର ତଥା ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ୍‌ । ମଙ୍ଗଳବାର ସକାଳେ ସେପଫିକ୍‌ ଶକ୍‌ ,ହାଇପୋପିଟୁଇଟା



ମୁମ୍ବାଇ, ପୁନେ, ଇନ୍ଦୋର ଓ ଜୟପୁରେ ସ୍ଥିତି ଉଦ୍‌ବେଗଜନକ

Anupambharat News Bureau | ଦେଶ | | 1139 | Read...

ମୁମ୍ବାଇ, ପୁନେ, ଇନ୍ଦୋର ଓ ଜୟପୁରେ ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋଭିଡ଼-୧୯ ପଜିଟିଭ ନମୁନା ଏକ ଭୟଙ୍କର ମହାମାରୀ ରୋଗର କାରଣ ଘଟିଛି । ପ୍ରତିଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ୟୁରୋପୀୟ ଓ ଆମେରିକୀୟ ରାଷ୍ଟ୍ର ଭଳି ସାଂଘାତିକ ମ



ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

Anupambharat News Bureau | ଓଡ଼ିଶା | | 1138 | Read...

ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର/ଯାଜପୁର, ୨୦ା୪(ଅନୁପମମିଡ଼ିଆ): ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରି ଗତକାଲି ସପରିବାରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ



ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ , ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

Anupambharat News Bureau | ଓଡ଼ିଶା | | 1137 | Read...

ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ ,  ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

ଚିକିଟି,୨୦ ।୪(ଅନୁପମ ମିଡ଼ିଆ): ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ନେଇ ରାଜ୍ୟ ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସିଲ୍‌ ଓ ଯାଞ୍ଚ ଚାଲିଥିବା ବେଳେ ଆଜି ୧୦ ଜଣ ଓଡ଼ିଆଙ୍କ ସମେତ ୨୭ ଜଣ ଡ଼ଙ୍ଗା ଯୋଗେ ଅନୁପ୍ରବ



ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

Anupambharat News Bureau | ଓଡ଼ିଶା | | 1136 | Read...

 ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): ସୋମବାର ଗୋଟିଏ ଦିନରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଭଦ୍ରକର ୫ ଜଣ, ଯାଜପୁରର ୫ ଜଣ , ବାଲେଶ୍ୱରର ୨ ଜଣ ଓ ସୁନ୍ଦରଗଡର ଜଣେ ଆକ୍ରାନ୍ତ



ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

Anupambharat News Bureau | ଓଡ଼ିଶା | | 1135 | Read...

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ସେମାନଙ୍କ ସହ ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍‌ କରିବେ । ଏହାପରେ ସେମାନଙ୍କ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page