ଓଡ଼ିଶା : Category News


ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

Anupambharat News Bureau | ଓଡ଼ିଶା | | 231 | Read...

ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

ସାଲେପୁର,୨୪ା୫ (ଅନୁପମ ମିଡ଼ିଆ): ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ସାଲେପୁର ଅଞ୍ଚଳର ଏକାଧିକ ସ୍ଥାନରେ ଛୋଟବଡ଼ ହିଂସାକାଣ୍ଡ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଗତକାଲି ନିର୍ବା


ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

Anupambharat News Bureau | ଓଡ଼ିଶା | | 228 | Read...

ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ୨୦୦୦ ମସିହାଠାରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜୁ ଜନତା ଦଳର ଦବ୍‌ଦବା ଜାରି ରହିଛି । ଜିଲ୍ଲାର ୧୩ ଗୋଟି ବିଧାନସଭା ନିର୍ବାଚନମଣ୍ଡଳିରେ ଗୋଟାକୁ ଛାଡ଼ି ସବୁ ଆସନରେ ବିଜେଡି


ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

Anupambharat News Bureau | ଓଡ଼ିଶା | | 227 | Read...

ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

ଭୁବନେଶ୍ୱର,୨୩ ।୫ (ଅନୁପମ ମିଡିଆ): ବିଜୁ ଜନତା ଦଳ ବା ବିଜେଡି ପୁଣିଥରେ ବାଜିମାତ୍‌ କରିଛି । ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରି ଦଳ ପଞ୍ଚମଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦେଶ ତମାମ ମୋଦି ସୁନାମୀ ଦେଖିବାକୁ ମିଳ


ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

Anupambharat News Bureau | ଓଡ଼ିଶା | | 226 | Read...

ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

ଭଞ୍ଜନଗର,୨୩ ।୫(ଅନୁପମ ମିଡ଼ିଆ): ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭଞ୍ଜନଗର, ସୋରଡ଼ା, ଆସିକା, ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀମାନେ ବିପୁଳ ଭୋଟରେ ଜୟଲାଭ କରିଛନ୍ତି । ସେହିପରି କନ୍ଧମାଳ ଲୋକସଭା ଆସନ ଏବଂ ଆସିକା ଲ


ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

Anupambharat News Bureau | ଓଡ଼ିଶା | | 225 | Read...

ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

ଆସିକା,୨୩ା୫(ଅନୁପମ ମିଡ଼ିଆ): ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌ ହୋଇ କାଳିଆ ବେହେରା(୫୫) ନାମ୍ନୀ ମହିଳାଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଏଥି


ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

Anupambharat News Bureau | ଓଡ଼ିଶା | | 215 | Read...

ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

ଭଦ୍ରକ, ୨୧ା୫ (ଅନୁପମ ମିଡିଆ): ଆଜି ପ୍ରକାଶ ପାଇଥିବା ଚଳିତବର୍ଷର ମ୍ୟାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଏହି ଜିଲାର କାଜଲ ପ୍ରଥମ କିନ୍ନର ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଜିଲାର ଚାନ୍ଦବାଲିର ଦାଖା ହାଇସ୍କୁଲରେ ପାଠ ପଢି ଚର


ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

Anupambharat News Bureau | ଓଡ଼ିଶା | | 214 | Read...

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

ସାଲେପୁର,୨୩ା୫(ଅନୁପମ ମିଡିଆ): ଆଜି ସାଲେପୁର ନିର୍ବାଚନ ମଣ୍ଡଳୀର ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ବେହେରା ପ୍ରାୟ ୧୭ହଜାରରୁ ଉର୍ଦ୍ଧ୍ୱଭୋଟ୍‌ ଅଧିକ ପାଇ ବିଜୟର ଦ୍ୱାର ଦେଶରେ ପହଞ୍ଚିବ


ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

Anupambharat News Bureau | ଓଡ଼ିଶା | | 213 | Read...

 ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା  ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

ତାଳଚେର,୨୩ା୫(ଅନୁପମ ମିଡିଆ): ୬୦ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ବିଜୟ ପଥରେ ଆଗୁସାର ହେଉଥିଲା ବେଳେ ୨୪ ରାଉଣ୍ଡ ସୁଦ୍ଧା ସେ ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ ଥିବା ଜଣାପଡ଼ିଛି ।


ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

Anupambharat News Bureau | ଓଡ଼ିଶା | | 212 | Read...

ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

ଆନନ୍ଦପୁର,୨୩ା୫(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡର ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳରେ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଜେଡ଼ି ପ୍ରାର୍ଥୀ ଭାଗିରଥି ସେଠୀ ବିପୁଳ ଭୋଟ ବ୍ୟବଧାନରେ କ


ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

Anupambharat News Bureau | ଓଡ଼ିଶା | | 211 | Read...

ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

ବିରଜାକ୍ଷେତ୍ର ,୨୩ା୫(ଅନୁପମ ମିଡିଆ): ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ୭ଜଣ ବିଧାୟକ / ବିଧାୟିକା ଓ ଲୋକସଭା ପ୍ରାର୍ଥିନୀ ଙ୍କ ବିଜୟଲାଭ ଘଟିଛି । ଚଳିତ ନିର୍ବାଚନରେ ବିଜେଡି ୨ଜଣ ନୁଆଁମୁହଁ କୁ ପ୍ରାର୍ଥୀ ଦେଇଥି


ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

Anupambharat News Bureau | ଓଡ଼ିଶା | | 210 | Read...

ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

ଜୁନାଗଡ଼,୨୨ା୫(ଅନୁପମ ମିଡ଼ିଆ): ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧMାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି ।


ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

Anupambharat News Bureau | ଓଡ଼ିଶା | | 209 | Read...

ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ଭୁବନେଶ୍ୱର,୨୨ ।୫ (ଅନୁପମ ମିଡିଆ): ଗୁରୁବାର ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭାର ଭୋଟ୍‌ ଗଣତି ହେବ । ସରକାର ଗଠନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ନେତାଙ୍କ ଛାତି ଧଡ୍‌ ଧଡ୍‌ ହେଉଛି । ତେବେ ହାତୀ କ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page