ଓଡ଼ିଶା : Category News


ମା’ ସାମ୍ନାରେ ଜଳିଗଲା ଝିଅ

Anupambharat News Bureau | ଓଡ଼ିଶା | | 848 | Read...

ମା’ ସାମ୍ନାରେ ଜଳିଗଲା ଝିଅ

ଭଦ୍ରକ, ୨ା୧୧ (ଅନୁପମ ମିଡିଆ) ମା’ ସାମ୍ନାରେ ଜଳିଗଲା ଝିଆ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଝିଅକୁ ବଞ୍ଚାଇ ପାରିଲାନି ମା’ । ୯୯ପ୍ରତିଶତ ପୋଡ଼ିଯାଇଥିବା ଝିଅକୁ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍


ଏମିତି ବି ମୃତୁ୍ୟ ଆସେ, ଭାଇ ପଛରେ ଚାଲିଗଲା ଭାଇର ଜୀବନ

Anupambharat News Bureau | ଓଡ଼ିଶା | | 847 | Read...

ଏମିତି ବି ମୃତୁ୍ୟ ଆସେ, ଭାଇ ପଛରେ ଚାଲିଗଲା ଭାଇର ଜୀବନ

ପାଲଲହଡ଼ା,୨ ।୧୧(ଅନୁପମ ମିଡ଼ିଆ): ପାଲଲହଡ଼ା ରାଜବଂଶରେ ଗତକାଲି ଏକ ଅଭାବନୀୟକ ଘଟଣା ଘଟିଯାଇଛି । ସିତଙ୍ଗ ରାଜ ପରିବାରର ସ୍ୱର୍ଗତ ସାହେବଙ୍କର ବଡ଼ ପୁଅ ଦୀପକ କୁମାର ପାଳ(୬୨) କିଛିଦିନ ହେଲା କ୍ୟାନସର ରୋଗରେ ଚିକିତ୍ସିତ ହେଉଥିଲେ


ସ୍ମୀତାରାଣୀ ଘଟଣାରେ ଗିରଫ ରୂପେଶ ଭଦ୍ରକୁ ରଗଡି ଜେଲ୍‌ରେ ଭିଆଇପି ସୁବିଧା?

Anupambharat News Bureau | ଓଡ଼ିଶା | | 846 | Read...

ସ୍ମୀତାରାଣୀ ଘଟଣାରେ ଗିରଫ ରୂପେଶ ଭଦ୍ରକୁ ରଗଡି ଜେଲ୍‌ରେ ଭିଆଇପି ସୁବିଧା?

ଯାଜପୁର,୨ା୧୧(ଅନୁପମ ମିଡିଆ): ପି.ଇ.ଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଦୈନିକ ନୁଆନୁଆ ଘଟଣା ସମ୍ମୁଖକୁ ଆସୁଛି । ଏହି ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ତୁମ୍ବିତୋଫାନ ଚଳାଇଛନ୍ତି । ସ୍ମୀତାରାଣୀଙ୍କ ବାପ


ପୁଣି ଆସୁଛି ଲଘୁଚାପ, ୩ରୁ ବର୍ଷା ସମ୍ଭାବନା

Anupambharat News Bureau | ଓଡ଼ିଶା | | 842 | Read...

ପୁଣି ଆସୁଛି ଲଘୁଚାପ,  ୩ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧ ।୧୧(ଅନୁପମ ମିଡିଆ): ବଙ୍ଗୋପସଗାରରେ ପୁଣି ଘନୀଭୂତ ହେଉଛି ଏକ ଲଘୁଚାପ । ଆସନ୍ତା ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ରୂପ ନେବାର ସମ୍ଭାବନା ରହିଛି । ଯାହାଫଳରେ ୨ରୁ ୩ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ଯଦି ଏହା ଆହୁର


ଅମରେଶ ହତ୍ୟା ମାମଲା ଦୁଇ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଗିରଫ

Anupambharat News Bureau | ଓଡ଼ିଶା | | 840 | Read...

ଅମରେଶ ହତ୍ୟା ମାମଲା  ଦୁଇ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଗିରଫ

ଭୁବନେଶ୍ୱର, ୧ା୧୧ (ଅନୁପମ ମିଡିଆ) : ଦୀପାବଳି ରାତିରେ ଭୁବନେଶ୍ୱର ଏୟାରଫିଲï ଥାନା ନିକଟରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡରେ ଦୁଇଜଣ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ଭୁବନେଶ୍ୱର ବାହାରୁ ଏହି


ଖଡିଆଳ ପିଡବ୍ଲì୍ୟଡି ବିଭାଗର ମନମୁଖୀ କାର୍ଯ୍ୟ ରାସ୍ତା ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ

Anupambharat News Bureau | ଓଡ଼ିଶା | | 832 | Read...

ଖଡିଆଳ ପିଡବ୍ଲì୍ୟଡି ବିଭାଗର ମନମୁଖୀ କାର୍ଯ୍ୟ  ରାସ୍ତା ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ

ସିନାପାଲି , ୧ା୧୧ (ଅନୁପମ ମିଡିଆ): ନୂଆପଡା ଜିଲ୍ଲା ଖଡିଆଳ ପିଡବ୍ଲì୍ୟଡି ବିଭାଗ ତରଫରୁ ସିନାପାଲି ଗୋଲାମୁଣ୍ଡା ପିଡବ୍ଲì୍ୟଡି ରାସ୍ତାର ଦୁଇପାଶ୍ୱର୍ର ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତ କରି କାର୍ଯ୍ୟ


ଶିକୁଳିରେ ବନ୍ଧା ଶୈଶବ ଜୀବନ

Anupambharat News Bureau | ଓଡ଼ିଶା | | 831 | Read...

ଶିକୁଳିରେ ବନ୍ଧା ଶୈଶବ ଜୀବନ

ସିନାପାଲି, ୧ା୧୧ (ଅନୁପମ ମିଡିଆ): ସରକାର ମାନସିକ ଅନଗ୍ରସର ଗରିବ ଜନସାଧାରଣଙ୍କ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକରୀ କରୁଛନ୍ତି । ହେଲେ ସରକାରୀ ବାବୁମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଅନେକ ମହତ ଯୋଜନାରୁ ଲୋକେ


ମଧ୍ୟାହ୍ନଭୋଜନ ଖାଇଲେ ଶିକ୍ଷକ : ପିଲା ଉପାସ

Anupambharat News Bureau | ଓଡ଼ିଶା | | 830 | Read...

ମଧ୍ୟାହ୍ନଭୋଜନ ଖାଇଲେ ଶିକ୍ଷକ : ପିଲା ଉପାସ

ମାହାଙ୍ଗା : ୧ା୧୧(ଅନୁପମମିଡିଆ) ସରକାର ଛାତ୍ରଛାତ୍ରୀଙ୍କ ପାଠ ପଢିବା ନିମନ୍ତେ ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି । ଏପରିକି ପିଲାଙ୍କର ବହିପତ୍ରଠାରୁ ଆରମ୍ଭ କରି ପୋଷାକ ଓ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି । କି


ଘାଟିରେ ଓଲଟିଲା ଇଷ୍ଟନ୍‌ ଅପେରାର ଟ୍ରକ୍‌ , ପାଞ୍ଚ ଗୁରୁତର

Anupambharat News Bureau | ଓଡ଼ିଶା | | 829 | Read...

ଘାଟିରେ ଓଲଟିଲା ଇଷ୍ଟନ୍‌ ଅପେରାର ଟ୍ରକ୍‌ , ପାଞ୍ଚ ଗୁରୁତର

ଆନନ୍ଦପୁର,୧ା୧୧(ଅନୁପମ ମିଡ଼ିଆ): କେନ୍ଦୁଝର ଓ ମୟୁରଭ ଜିଲ୍ଲା ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ୦୧ତାରିଖ ଶୁକ୍ରବାର ଅପରାହ@ ୨ଘଟିକା ସମୟରେ ଇଷ୍ଟନ୍‌ ଅପେରାର ଏକ ଟ୍ରକ୍‌ ଓଲଟି ୫ଜଣ ଗୁାରୁତର ହୋଇଥିବାର ଜଣାଯାଇଛି । ଖବରନେବାରୁ


କୂଅରୁ ଉଦ୍ଧାର ହେଲା ଚୋରି ହେଇଥିବା ଗରୁଡ଼ ମୂର୍ତ୍ତି

Anupambharat News Bureau | ଓଡ଼ିଶା | | 828 | Read...

କୂଅରୁ ଉଦ୍ଧାର ହେଲା ଚୋରି ହେଇଥିବା ଗରୁଡ଼ ମୂର୍ତ୍ତି

ସୁକିନ୍ଦା, ୧ା୧୧(ଅନୁପମ ମିଡିଆ)ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମୁଖଶାଳା ନିକଟରୁ ଚୋରୀ ହୋଇଯାଇଥିବା ଗରୁଡଙ୍କ ମୂର୍ତ୍ତୀ ଶୁକ୍ରବାର ସେହି ମନ୍ଦିର ପରିସରରେ ଥିବା କୂଅ ଭି


ଭଦ୍ରକ ଡିଏସ୍‌ପି ଗୌତମ ମଲ୍ଲିକ ଗିରଫ

Anupambharat News Bureau | ଓଡ଼ିଶା | | 827 | Read...

ଭଦ୍ରକ ଡିଏସ୍‌ପି ଗୌତମ ମଲ୍ଲିକ ଗିରଫ

ଭଦ୍ରକ, ୧ା୧୧ (ଅନୁପମ ମିଡ଼ିଆ):ଏକ ଠକେଇ ମାମଲାରେ ଭଦ୍ରକ ଡିଏସ୍‌ପି ଗୌତମ ମଲ୍ଲିକଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଏନ.ବି.ଡବ୍ଲì୍ୟ ବଳରେ ଗିରଫ କରିଛି ଭଦ୍ରକ ପୁଲିସ୍‌ । ଗିରଫ ପରେ ତାଙ୍କୁ ଡିଜି ନିଲମ୍ବିତ କରିଥିବାର ସୂଚନା ମ


ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

Anupambharat News Bureau | ଓଡ଼ିଶା | | 826 | Read...

ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

ଭୁବନେଶ୍ୱର, ୩୦ ।୧୦(ଅନୁପମ ମିଡିଆ): ୧୦ ଜଣ ଅତି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୧୩ଟି ମେଡ଼ିକାଲ କଲେଜର ସଂଯୋଜକ ଦାୟିତ୍ୱରେ ରଖାଯାଇଛି । ଏ ସମ୍ପର୍କରେ ଏକ ଆଦେଶନାମା ବୁଧବାର ପ୍ରକାଶ ପାଇଛି । ସମ୍ପୃକ୍ତ ଅଧିକାରୀମାନେ ମେଡ଼ିକା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page