ଓଡ଼ିଶା : Category News


ରାଜ୍ୟରେ ୪୯୫ ଆକ୍ରାନ୍ତ, ୨୨୯ ସୁସ୍ଥ

Anupambharat News Bureau | ଓଡ଼ିଶା | | 1271 | Read...

ରାଜ୍ୟରେ ୪୯୫ ଆକ୍ରାନ୍ତ, ୨୨୯ ସୁସ୍ଥ

ଭୁବନେଶ୍ୱର,୪ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଆଜି ଆଉ ୪୯୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛ


ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

Anupambharat News Bureau | ଓଡ଼ିଶା | | 1270 | Read...

ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୨ା୭ (ଅନୁପମ ମିଡିଆ):ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ସମ୍ମୁଖରେ ଗୁରୁବାର ଅପରାହ୍ନରେ ରଥାରୁଢ଼ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣ ବେଶରେ ଚତୁର୍ଦ୍ଧାମୂର୍ତ୍ତି ସ୍ୱୟଂସମ୍ପନ୍ନ ଭାବେ ଦ


ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

Anupambharat News Bureau | ଓଡ଼ିଶା | | 1269 | Read...

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

ଭୁବନେଶ୍ୱର, ୨ା୭(ଅନୁପମ ମିଡିଆ): ଭୂମିହୀନ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ବଳରାମ ପ୍ରସ୍ତୁତ କରାଯାଇଛି । ଗୁରୁବାର ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ


କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

Anupambharat News Bureau | ଓଡ଼ିଶା | | 1268 | Read...

 କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

ଭୁବନେଶ୍ୱର ,୨ା୭ (ଅନୁପମ ମିଡିଆ): କରୋନା ରୋଗୀଙ୍କ ଲାଗି ଓଡିଶାରେ ପ୍ଲାଜମା ଥେରାପି ଆରମ୍ଭ ହେବ । ରାଜ୍ୟର ୪ ଟି ପ୍ରମୁଖ ହସ୍ପିଟାଲ କଟକର ଏସସିବି ଓ ଅଶ୍ୱିନୀ ହସ୍ପିଟାଲ ଏବଂ ଭୁବନେଶ୍ୱରର ସମ୍‌ ଓ କିମସ୍‌ ହସ୍ପିଟାଲରେ ଏହି ସ୍


୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 1267 | Read...

୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର , ୨ା୭(ଅନୁପମ ମିଡିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୧୭ ଟି ଜିଲ୍ଲାକୁ ୟେଲୋ ୱା


୧୩ରୁ ଡିଗ୍ରୀ କଲେଜରେ ଅନ୍‌ଲାଇନ କ୍ଲାସ

Anupambharat News Bureau | ଓଡ଼ିଶା | | 1266 | Read...

 ୧୩ରୁ ଡିଗ୍ରୀ କଲେଜରେ ଅନ୍‌ଲାଇନ କ୍ଲାସ

ଭୁୁବନେଶ୍ୱର, ୨ା୭(ଅନୁପମ ମିଡିଆ): ଆଗାମୀ ୧୩ ତାରିଖ ଠାରୁ କଲେଜ ପିଲାଙ୍କର ଅନଲାଇନ କ୍ଲାସ ଆରମ୍ଭ ହେବ । ଏଥି ନେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।ପ


ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

Anupambharat News Bureau | ଓଡ଼ିଶା | | 1265 | Read...

ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

ପୁରୀ,୧ା୭(ଅନୁପମମିଡ଼ିଆ): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସନ୍ଧ୍ୟା ପୂର୍


ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

Anupambharat News Bureau | ଓଡ଼ିଶା | | 1264 | Read...

ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

ଭୁବନେଶ୍ୱର, ୧ା୭(ଅନୁପମମିଡ଼ିଆ): ରାଜ୍ୟରେ ଆଜି ଆଉ ୨୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୭୩୧୬କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛ


ବଢିଲା ବସ୍‌ ଭଡ଼ା

Anupambharat News Bureau | ଓଡ଼ିଶା | | 1262 | Read...

ବଢିଲା ବସ୍‌ ଭଡ଼ା

ଭୁବନେଶ୍ୱର, ୧ା୭ (ଅନୁପମ ମିଡ଼ିଆ): ଓଡିଶାରେ ବସ୍‌ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର । ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ଦୁଇ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓଏସି ଡିଲକ୍ସ ବସ୍‌ ଭଡ଼ା ଚାରି ପଇସା ଲେଖାଏଁ ବଢି


ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

Anupambharat News Bureau | ଓଡ଼ିଶା | | 1261 | Read...

ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

ଭୁବନେଶ୍ୱର, ୧ା୭(ଅନୁପମମିଡ଼ିଆ): ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ କରା ଯିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି । ତେଣୁ ଛାତ୍ର ଛାତ୍ରୀଙ୍କୁ ବଳକା ଥିବା ପରୀକ୍ଷା ଦେବାକ


ଆଇନଜୀବିଙ୍କୁ ପୋଲିସର ମାଡ ପ୍ରତିବାଦରେ ଟାଉନ ଥାନା ଘେରାଉ

Anupambharat News Bureau | ଓଡ଼ିଶା | କେନ୍ଦୁଝର | 1260 | Read...

ଆଇନଜୀବିଙ୍କୁ ପୋଲିସର ମାଡ ପ୍ରତିବାଦରେ ଟାଉନ ଥାନା ଘେରାଉ

କେନ୍ଦୁଝର, ୯ା୬: କେନ୍ଦୁଝର ଜିଲ୍ଲା ପୋଲିସ ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ନିନ୍ଦିତ ହୋଇ ଚାଲିଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଆଇନଜୀବିଙ୍କୁ ପୋଲିିସର ଆକ୍ରମଣକୁ ନେଇ ବହୁ ସଂଖ୍ୟାରେ ଆଇନଜୀବି ରାତି ୮ଟା ପର୍ଯ୍ୟନ୍ତ


ପୁରୁମୁଣ୍ଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

Anupambharat News Bureau | ଓଡ଼ିଶା | କେନ୍ଦୁଝର | 1259 | Read...

ପୁରୁମୁଣ୍ଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

କେନ୍ଦୁଝର, ୮ା୬: ଘଟଗାଁ ବ୍ଲକ ପୁରୁମୁଣ୍ଡା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ପୁରୁମୁଣ୍ଡା ଗ୍ରାମବାସୀ । ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page