ଓଡ଼ିଶା : Category News


ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 76 | Read...

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

କେନ୍ଦୁଝର, ୧୪ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଚିକିସିା ଅବହେଳାରୁ ମହିଳା ଜଣଙ୍କର ମୃତୁ୍ୟ


ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

Anupambharat News Bureau | ଓଡ଼ିଶା | | 74 | Read...

ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

ଅନୁଗୋଳ,୧୪ା୫ (ଅନୁପମ ମିଡିଆ): ରାସ୍ତା ଜବଲଦଖଲ କରି ଜିନିଷପତ୍ର ରଖିଥିବା ଜଣେ ବ୍ରବସାୟୀ ଆଜି ଅନୁଗୋଳ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା କରିଛନ୍ତି । ଘଟଣା ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଶୁଭେ


ବାପା ଆଗରେ ଗଲା ପୁଅର ଜୀବନ

Anupambharat News Bureau | ଓଡ଼ିଶା | | 73 | Read...

ବାପା ଆଗରେ ଗଲା ପୁଅର ଜୀବନ

ବ୍ୟାସନଗର,୧୪ ।୦୫(ଅନୁପମ ମିଡ଼ିଆ): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁଢିଆ ଆନିକଟସ୍ଥିତ ବୁଢା ନଦୀରେ ୫ ଜଣ ଗୋଧୋଇବାକୁ ଯାଇଥିବା ବେଳେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର


ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

Anupambharat News Bureau | ଓଡ଼ିଶା | | 72 | Read...

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

କଟକ,୧୪ା୫ (ଅନୁପମ ମିଡିଆ): ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗତ ଏପ୍ରିଲ ୧୪ ତାରିଖରେ ହତ୍ୟା କରାଯାଇଥିଲେ ହେଁ ଗତ ୨୦୧୬ ମସିହାରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏହି ଘଟଣାରେ କ୍ରାଇମବ୍ରାଂଚ ୫ ଜଣ ଦୁର୍ଦ୍ଦାନ୍ତ ଅପରା


ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

Anupambharat News Bureau | ଓଡ଼ିଶା | | 70 | Read...

 ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

ଭୁବନେଶ୍ୱର, ୧୩ା୫ (ଅନୁପମ ମିଡିଆ) : ରବିବାର ମଧ୍ୟରାତ୍ର ସୁଦ୍ଧା ଭୁବନେଶ୍ୱର ସହରରେ ୧୦୦ ପ୍ରତିଶତ ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ବାସ୍ତବ କ୍ଷେତ୍ରରେ କେତେକ ଅଞ୍ଚଳ ଏଥିରୁ ବଞ୍ଚ


କାର-ବାଇକ ଧMା, ପ୍ରସୂତି ସମେତ ତିନି ମୃତ

Anupambharat News Bureau | ଓଡ଼ିଶା | | 64 | Read...

କାର-ବାଇକ ଧMା, ପ୍ରସୂତି ସମେତ ତିନି ମୃତ

ସମ୍ବଲପୁର,୧୩ା୫(ଅନୁପମମିଡ଼ିଆ): ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ୧୫ର ଉଲୁଣ୍ଡା ନିକଟସ୍ଥ ଏସ୍‌ .ପତ୍ରାପାଲିରେ କାର ସହ ବାଇକ୍‌ ଧMା ହେବାରୁ ପ୍ରସୂତି ସମେତ ତିନି ଜଣଙ୍କ ମୃତୁ୍ୟ ଘଟିଛି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘ


କଣ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ?

Anupambharat News Bureau | ଓଡ଼ିଶା | ଅନୁଗୁଳ | 63 | Read...

କଣ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ?

ଅନୁଗୋଳ ,୧୩ା୫ (ଅନୁପମ ମିଡିଆ):ଦେଶରେ ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସଂପ୍ରସାରଣ ପ୍ରକଳ୍ପ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭବିଷ୍ୟତ ଏବେ ଅନିଶ୍ଚିତତାରେ ଗତି କରୁଛି । ମହାବଳ ମହାବୀରର ଆକସ୍ମିକ ମୃତ୍ୟୁ ଓ ଅନ୍ୟପଟେ ବାଘୁଣୀ ସୁ


‘ଫନି’ର ୧୦ ଦିନ ପରେ ବି ଦୁର୍ଦ୍ଦଶାରେ ଜନସାଧାରଣ : ଅନ୍ଧାରରେ ଗ୍ରାମବାସୀ ,ମିଳୁନି ପଲିଥିନ୍‌

Anupambharat News Bureau | ଓଡ଼ିଶା | | 62 | Read...

‘ଫନି’ର ୧୦ ଦିନ ପରେ ବି ଦୁର୍ଦ୍ଦଶାରେ ଜନସାଧାରଣ : ଅନ୍ଧାରରେ ଗ୍ରାମବାସୀ ,ମିଳୁନି ପଲିଥିନ୍‌

ନିଶ୍ଚିନ୍ତକୋଇଲି ୧୩.୫ (ଅନୁପମ ମିଡିଆ) : ରାଜ୍ୟରେ ସୃଷ୍ଟି ହୋଇଥିବା ମହାବାତ୍ୟା ଫନି ପ୍ରଭାବରେ ପ୍ରାୟ ୬ ଟି ଜିଲ୍ଲାରେ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ପରିବାର ସର୍ବସ୍ୱ ହରାଇଛନ୍ତି । ସେମାନଙ୍କର ମୁଣ୍ଡ ଗୁଞ୍ଜି


ସୋସିଆଲ ମିଡ଼ିଆରୁ ମିଳିଲା ନିଖୋଜ ଶ୍ରମିକର ସନ୍ଧାନ

Anupambharat News Bureau | ଓଡ଼ିଶା | | 61 | Read...

ସୋସିଆଲ ମିଡ଼ିଆରୁ ମିଳିଲା ନିଖୋଜ ଶ୍ରମିକର ସନ୍ଧାନ

କାଶୀପୁର, ୧୩ ।୫ (ଅନୁପମ ମିଡ଼ିଆ): ଗତ ଦୁଇ ମାସ ତଳେ କାଶୀପୁରା ଠାରୁ ହରିଦ୍ୱାର ଯାଇ ନିଖୋଜ ଥିବାର ଶ୍ରମିକ ଗୋପିମାଝୀର ସନ୍ଧାନ ସୋସିଆଲ ମିଡ଼ିଆରୁ ମିଳିଥିବା ଜଣାଯାଇଛି । ମୁମ୍ବାଇରେ ରହୁଥିବା ମହମ୍ମଦ ଇଲାମ ନାମକ ଦୈନିକ ସମୁଦ


ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

Anupambharat News Bureau | ଓଡ଼ିଶା | | 60 | Read...

ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

କୋରାପୁଟ, ୧୩ା୫ (ଅନୁପମ ମିଡିଆ): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦିଆଯାଇଥିବାର କାରଣ ବେଳେ ବେଳେ ଡାକ୍ତରମାନେ ହିଁ ତାର ଉତ୍ତମ ଉଦାହରଣ ପ୍ରଦାନ କରିଥାନ୍ତି । ଏହିପରି ଏକ ଘଟଣାକ୍ରମରେ ଜଣେ ଡାକ୍ତର କିପରି ଗୋଟିଏ ପ୍ରସ


ପାନୀୟ ଜଳ ଦାବିରେବ୍ଲକ ଘେରିଲେ ମହିଳା

Anupambharat News Bureau | ଓଡ଼ିଶା | | 59 | Read...

ପାନୀୟ ଜଳ ଦାବିରେବ୍ଲକ ଘେରିଲେ ମହିଳା

ରାମନାଗୁଡ଼ା, ୧୩ ।୫ (ଅନୁପମ ମିଡ଼ିଆ): ପାଣି ପାଇଁ ଲୋକ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଦୀର୍ଘ ୯ ମାସ ହେବ ଯୋଗାଣ ଅସୁବିଧା ଲାଗି ରହିଥିବା ବେଳେ ଯାହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲ


କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 58 | Read...

 କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତୁ୍ୟ

ଯୋଡା,୧୩ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଦେଓଝର ଠାରେ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର ଲିଃ ପରିଚାଳିତ ଜିନ୍ଦଲ ପିଲେଟ୍‌ କାରଖାନାରେ ସୋମବାର ପୂର୍ବାହ୍ନରେ କାର୍ଯ୍ୟରତ ଅବସ୍ଥାରେ ସନାତନ ମୁଣ୍ଡା ନାମକ ଜୈ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page