ଓଡ଼ିଶା : Category News


ପରକୀୟା ପ୍ରୀତିରୁ ଆତ୍ମହତ୍ୟା: ଶୁଭଶ୍ରୀ ମୃତୁ୍ୟ ପାଇଁ ପ୍ରେମିକ ଦାୟୀ

Anupambharat News Bureau | ଓଡ଼ିଶା | | 2818 | Read...

 ପରକୀୟା ପ୍ରୀତିରୁ ଆତ୍ମହତ୍ୟା:  ଶୁଭଶ୍ରୀ ମୃତୁ୍ୟ ପାଇଁ ପ୍ରେମିକ ଦାୟୀ

ଭୁବନେଶ୍ୱର, ୨ା୯(ଅନୁପମ ମିଡ଼ିଆ): ରାଜଧାନୀର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ରଙ୍କ ମୃତୁ୍ୟ ମାମଲାର ପର୍ଦାଫାସ କରିଛି କମିଶନରେଟ୍‌ ପୋଲିସ୍‌ । ଏନେଇ ଶୁକ୍ରବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେ


ବିଚାରପତିଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 2817 | Read...

ବିଚାରପତିଙ୍କ ଆତ୍ମହତ୍ୟା

କଟକ, ୨ା୯(ଅନୁପମ ମିଡ଼ିଆ): କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯) ଆଜି ତାଙ୍କ ସିଡିଏ ସେକଫର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ସିଡିଏର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ମୃତ ଘୋ


ଆସୁଛି ଦୁଇଟି ଲଘୁଚାପ

Anupambharat News Bureau | ଓଡ଼ିଶା | | 2816 | Read...

ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର, ୨ା୯(ଅନୁପମ ମିଡ଼ିଆ): ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ୱିତୀୟଟି ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ । ଏହାର ପ୍ରଭାବରେ ୫ ତାରିଖ


୬ରୁ ଲଘୁଚାପ ସମ୍ଭାବନା

Anupambharat News Bureau | ଓଡ଼ିଶା | | 2813 | Read...

୬ରୁ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୦୧ ।୯ (ଅନୁପମ ମିଡିଆ): ­ ଆସନ୍ତା ୫ ତାରିଖ ପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଇଏମଡିର ସୂଚନା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ


୩,୮୮୪ କୋଟିର ଜିଏସଟି ସଂଗ୍ରହ

Anupambharat News Bureau | ଓଡ଼ିଶା | | 2812 | Read...

୩,୮୮୪ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ, ୦୧ା୯ (ଅନୁପମ ମିଡିଆ): ୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜା


ଆକାଉଣ୍ଟକୁ ଗଲା କାଳିଆ ଟଙ୍କା: ‘ଚାଷୀ ଆମର ଗର୍ବ ଓ ଗୌରବ’

Anupambharat News Bureau | ଓଡ଼ିଶା | | 2811 | Read...

 ଆକାଉଣ୍ଟକୁ ଗଲା କାଳିଆ ଟଙ୍କା:   ‘ଚାଷୀ ଆମର ଗର୍ବ ଓ ଗୌରବ’

ଭୁବନେଶ୍ୱର, ୦୧ା୯ (ଅନୁପମ ମିଡିଆ): ପବିତ୍ର ନୂଆଖାଇ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । କାଳିଆ ଯୋଜନାର କିସ୍ତି ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ଚାଷୀଙ୍କୁ ୮୬୯ କୋଟି ଟଙ୍


ବର୍ଷା ସମ୍ଭାବନା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2810 | Read...

 ବର୍ଷା ସମ୍ଭାବନା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ୦୧/୦୯: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର, ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏଥ


ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଦେଲେ ସରକାର

Anupambharat News Bureau | ଓଡ଼ିଶା | | 2808 | Read...

ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଦେଲେ ସରକାର

ଭୁବନେଶ୍ୱର ୦୧/୦୯: ରାଜ୍ୟର ଚାଷୀଙ୍କୁ ନୂଆଖାଇ ଭେଟି ଭାବେ ଗୁରୁବାର ସରକାର କାଳିଆ ଟଙ୍କା ଦେଇଛନ୍ତି। ରାଜ୍ୟର ବିବିନ୍ନ ଚାଷୀଙ୍କୁ ୮୬୯ କୋଟି ଟଙ୍କା ଦିଆଯାଇଛି। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ୪୧ ଲ


ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

Anupambharat News Bureau | ଓଡ଼ିଶା | | 2805 | Read...

ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ­ ନୂଆଖାଇରେ ଚାଷୀମାନଙ୍କୁ କାଳିଆ ଟଙ୍କା ମିଳିବ । କାଳିଆ ଯୋଜନାର କିସ୍ତି ବାବଦରେ ସମୁଦାୟ ୮୬୯ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ


ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

Anupambharat News Bureau | ଓଡ଼ିଶା | | 2804 | Read...

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ­ ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପ


ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

Anupambharat News Bureau | ଓଡ଼ିଶା | | 2803 | Read...

 ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

ଭୁବନେଶ୍ୱର, ୨୯ା୮ (ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟର ସବୁଠାରୁ ନୂଆ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଟିଆରକୁ ଓଡ଼ିଶା ସରକାର ୧୫୦୦ କୋଟି ଟଙ୍କାର ପ୍ୟାକେଜ ଦେଲେ । ଏହା ପରେ ବିଳମ୍ବରେ ହେଲେ ମଧ୍ୟ ସବୁଠୁ ପୁରୁଣା ବୈଷୟିକ ବିଶ୍ୱବ


୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

Anupambharat News Bureau | ଓଡ଼ିଶା | | 2802 | Read...

୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ଚଳିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି । ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକଫର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଓ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲାର ଚାଷୀ ପ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page