ଓଡ଼ିଶା : Category News


ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

Anupambharat News Bureau | ଓଡ଼ିଶା | | 2600 | Read...

ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

ଭୁବନେଶ୍ୱର, ୨ା୧୧(ଅନୁପମ ମିଡ଼ିଆ): ଗ୍ରୀନ୍‌ କ୍ରାକରରେ ପ୍ରଦୂଷଣର ମାତ୍ରା କମ୍‌ । ସରକାରଙ୍କ ନିୟମ ମାନି ଆମେ କମ୍‌ ସମୟ ବାଣ ଫୁଟାଇବା । ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇଲେ ପ୍ରଦୂଷଣର ମାତ୍ରା ବଢିବ । ଏହାଯୋଗୁଁ କେବଳ କୋଭିଡ୍‌


୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

Anupambharat News Bureau | ଓଡ଼ିଶା | | 2599 | Read...

୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

ପୁରୀ,୨ା୧୦(ଅନୁପମ ମିଡ଼ିଆ):ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ୧୯୬.୨୬କୋଟି ଲକ୍ଷ ୫ହଜାର ୩୦୬ଟଙ୍କାର ବଜେଟ ପରିଚାଳନା କମିଟିର ଅନୁମୋଦନଲାଭ କରିଛି । ଆଜି ଗଜପତି ମହାରାଜା ଦ


ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

Anupambharat News Bureau | ଓଡ଼ିଶା | | 2598 | Read...

ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

ସମ୍ବଲପୁର, ୨ା୧୧(ଅନୁପମ ମିଡ଼ିଆ): ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଜରୁରୀ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ


ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉରୁ ଉତ୍ତେଜନା : କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ

Anupambharat News Bureau | ଓଡ଼ିଶା | | 2597 | Read...

ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉରୁ ଉତ୍ତେଜନା : କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ

କେନ୍ଦୁଝର, ୧ା୧୧(ଅନୁପମ ମିଡ଼ିଆ) : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ରାଜ୍ୟ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । କେନ୍ଦୁଝର ଜିଲ୍ଲା ଭାଜପା ପକ୍ଷରୁ ୪ ଦଫା ଦାବି ନେଇ ଏସ୍‌ପି ଅଫିସ ଘେରା


୧୨ରେ ଓଡ଼ିଶା ବନ୍ଦ ଡାକରା

Anupambharat News Bureau | ଓଡ଼ିଶା | | 2596 | Read...

୧୨ରେ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୧ା୧୧(ଅନୁପମ ମିଡ଼ିଆ): ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୨ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ପ୍ରଦେଶ କଂଗ୍ରେସ କା


ଆଉ ଛ’ ସହରରେ ଖୋଲିବ ସ୍ମାର୍ଟ ଆରଟିଓ

Anupambharat News Bureau | ଓଡ଼ିଶା | | 2595 | Read...

 ଆଉ ଛ’ ସହରରେ ଖୋଲିବ ସ୍ମାର୍ଟ ଆରଟିଓ

ଭୁବନେଶ୍ୱର, ୧ା୧୧(ଅନୁପମ ମିଡ଼ିଆ): ଭୁବନେଶ୍ୱର ଆଚାର୍ଯ୍ୟବିହାରଠାରେ ଆରଟିଓ-୧ କାର୍ଯ୍ୟାଳୟର ନୂତନ ବିଲïିଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏଠାରେ ସ୍ମାର୍ଟ କୁ୍ୟ ମ୍ୟାନେଜମେଣ୍ଟର ମଧ୍ୟ ଶୁଭାରମ୍ଭ ହ


ବିଲ୍‌ ପୈଠ ସତ୍ତେ୍ୱର୍ କଟିଲା ଲାଇନ : ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲା ପୁଅ

Anupambharat News Bureau | ଓଡ଼ିଶା | | 2592 | Read...

ବିଲ୍‌ ପୈଠ ସତ୍ତେ୍ୱର୍ କଟିଲା ଲାଇନ : ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲା ପୁଅ

ମାଲକାନଗିରି,୩୧ା୧୦ (ଅନୁପମ ମିଡ଼ିଆ): ବିଲ୍‌ ପୈଠ ସତ୍ତେ୍ୱର୍ କାଟିଲା ବିଦୁ୍ୟତ ସଂଯୋଗ । ଫଳରେ ଘରେ ଥିବା ରୋଗୀଣା ବୃଦ୍ଧା ମା’ ଗରମରେ ଅସବ୍ୟସ୍ତ ହୋଇ ଛଟପଟ ହେବାରୁ ପ୍ରତିବାଦ ସରୂପ ପୁଅ ଟ୍ରଲିେ ଶୁଆଇ ଜିଲ୍ଲାପାଳଙ୍କ ନିକଟକ


ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ ସ୍କୁଲ

Anupambharat News Bureau | ଓଡ଼ିଶା | | 2590 | Read...

ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ ସ୍କୁଲ

ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିପାରେ ସ୍କୁଲ୍‌ । କରୋନା ତୃତୀୟ ଲହର ଆସିବା ସମ୍ଭାବନା କମି କମି ଆସିଲାଣି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସ୍କୁଲ୍‌ରେ ହେଉଛି । ତେଣୁ ପ୍ରଥମରୁ ସ


ନଭେମ୍ବର ଗାଇଡ୍‌ଲାଇନ୍‌ : ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଜାରି

Anupambharat News Bureau | ଓଡ଼ିଶା | | 2589 | Read...

ନଭେମ୍ବର ଗାଇଡ୍‌ଲାଇନ୍‌ : ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଜାରି

ଭୁବନେଶ୍ୱର, ୩୧ା୧୦(ଅନୁପମ ମିଡ଼ିଆ): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ବର ମାସ ଲାଗି କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି । ଗାଇଡ୍‌ଲାଇନ୍‌ ଅନୁସାରେ ସରକାର ପୂର୍ବପରି କଣ୍ଟେନମେଣ୍ଟ ଜୋନ୍‌ ଗୁ


ଦରଦାମ ବୃଦ୍ଧି ପ୍ରତିବାଦ: ବିଜେଡିର ଆଜି ଧାରଣା

Anupambharat News Bureau | ଓଡ଼ିଶା | | 2588 | Read...

ଦରଦାମ ବୃଦ୍ଧି ପ୍ରତିବାଦ:  ବିଜେଡିର ଆଜି ଧାରଣା

ଭୁବନେଶ୍ୱର, ୩୦ା୧୦(ଅନୁପମ ମିଡିଆ): ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ଆସନ୍ତାକାଲି ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ । କେନ୍


ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ

Anupambharat News Bureau | ଓଡ଼ିଶା | | 2587 | Read...

ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର, ୩୦ା୧୦ (ଅନୁପମ ମିଡିଆ): ଆସନ୍ତା ନଭେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଜାନୁଆରୀ ୫ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଚଳିତ ଥର ଅନ ଲାଇନ ମାଧ୍ୟମରେ ସଂଶୋଧନ କରିହେବ । ଏଥିପ


ମମିତା ହତ୍ୟାକାଣ୍ଡ ଘଟଣା : ବିରୋଧୀଙ୍କ ହାଲ୍ଲାବୋଲ ଜାରି

Anupambharat News Bureau | ଓଡ଼ିଶା | | 2585 | Read...

ମମିତା ହତ୍ୟାକାଣ୍ଡ ଘଟଣା : ବିରୋଧୀଙ୍କ ହାଲ୍ଲାବୋଲ ଜାରି

ଭୁବନେଶ୍ୱର, ୨୮ା୧୦(ଅନୁପମ ମିଡ଼ିଆ): ମହାଲିଙ୍ଗ ସନସାଇନ ପାବ୍ଳିକ ସ୍କୁଲ୍‌ର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିରୋଧୀ ବିଜେପି ଓ କଂଗ୍ରେସର ହାଲ୍ଲାବୋଲ ଜାରି ରହିଛି । ତେବେ ଏହି ପ୍ରସଙ୍ଗରେ ସରକାର ବର୍ତ୍ତମା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page