ଓଡ଼ିଶା : Category News


ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

Anupambharat News Bureau | ଓଡ଼ିଶା | | 377 | Read...

ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

ଭୁବନେଶ୍ୱର,୪ ।୬ ।(ଅନୁପମ ମିଡିଆ):ଓଡ଼ିଶା ହାସ୍ୟ ଅଭିନେତା ସଲିଲ୍‌ ମିତ୍ରଙ୍କ ପରଲୋକ ହୋଇଛି । ସୋମବାର ଦିନ ରାତି ଏକ ଘରୋଇ ହସ୍ପିଟାଲରେ ଚିକିସିାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ଗତ ୧୨ ତାରିଖରେ କେନ୍ଦୁଝର ଘଟଗାଁ ଛ


ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

Anupambharat News Bureau | ଓଡ଼ିଶା | | 373 | Read...

ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

ନବରଙ୍ଗପୁର,୪ା୬ (ଅନୁପମ ମିଡିଆ): ନବରଙ୍ଗପୁର ଜିଲାର ୨ ଜଣ ୧୦ମ ଶ୍ରେଣୀ ଛାତ୍ରୀ ଇସ୍ରୋ ଯିବା ପାଇଁ ମନୋନୀତ ହୋଇ ସୋମବାର ଅହମ୍ମଦାବାଦ ଗସ୍ତ କରିଛନ୍ତି । ଛାତ୍ରୀ ୨ ଜଣ ହେଲେ ଇପସିତା ଦାଶ ଓ ମିତା ହରିଜନଛ ଟାଟାଷ୍ଟିଲ ପକ୍ଷରୁ ହୋ


ଗୋଟିଏ ଦିନରେ ୧୧ ଅପରାଧୀ ଗିରଫ

Anupambharat News Bureau | ଓଡ଼ିଶା | | 372 | Read...

ଗୋଟିଏ ଦିନରେ ୧୧ ଅପରାଧୀ ଗିରଫ

ଜୟପୁର,୪ା୬ (ଅନୁପମ ମିଡିଆ): କୋରାପୁଟ ଜିଲା ପୁଲିସ୍‌ କୁ ଏକ ବଡ ସଫଳତା ମିଳିଛି । ସୋମବାର ରାତ୍ରରେ ଜୟପୁର, ବୌପାରିଗୁଡା ଓ ବୋରିଗୁମ୍ମା ଅଂଚଳରୁ ୧୧ ଅପରାଧିଙ୍କୁ ଗିରଫ କରାଯାଇଥିବା ଆଜି ଏସ୍‌ଡିପିଓ ସାଗରିକା ନାଥ ଏକ ସାମ୍


୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

Anupambharat News Bureau | ଓଡ଼ିଶା | | 371 | Read...

୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

ଅନୁଗୋଳ,୪ା୬(ଅନୁପମ ମିଡିଆ): ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଏଦିଗରେ ୧୦୮ ଆମ୍ବୁଲାନ୍ସ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଗ୍ରାମାଞ


ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

Anupambharat News Bureau | ଓଡ଼ିଶା | | 370 | Read...

ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

ନିଶ୍ଚିନ୍ତକୋଇଲି ୪ା୬ (ଅନୁପମ ମିଡିଆ) : ଆଜି ପବିତ୍ର ସାବିତ୍ରୀ ବ୍ରତ ହୋଇଥିଲା ବେଳେ ହିନ୍ଦୁମହିଳାମାନେ ବ୍ରତ ରଖି ପୂଜାର୍ଚ୍ଚନା କରୁଥିଲା ବେଳେ ଅଭିରାମ ମଲ୍ଲିକଙ୍କ ସ୍ତ୍ରୀ ପାର୍ବତ ପୂଜାସାରି ସ୍ୱାମୀଙ୍କୁ ନମସ୍କାର ହେ


ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

Anupambharat News Bureau | ଓଡ଼ିଶା | | 369 | Read...

ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

ସମ୍ବଲପୁର,୪ା୬(ଅନୁପମ ମିଡିଆ): ସମ୍ବଲପୁର ସନ୍ତରଣାଗାର ପରିସର ପାଖ ଉନ୍ନୟନ କର୍ତୃପକ୍ଷ ମାର୍କେଟ କମ୍ପ୍ଲେକ୍ସ ଠାରେ ନିର୍ମାଣାଧୀନ ପ୍ରେକ୍ଷାଳୟ ଆଗାମୀ ବର୍ଷ ଶେଷ ସୁଦ୍ଦା କାର୍ଯ୍ୟକ୍ଷମ ହେବ । ବହୁତଳ ବିଶିଷ୍ଟ ଏହି ପ୍ରକଳ


ହାତୀ ଆକ୍ରମଣରେ ବୃଦ୍ଧା ମୃତ

Anupambharat News Bureau | ଓଡ଼ିଶା | | 368 | Read...

 ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର, ୪ା୬: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ଏହି ଘଟଣା ଉକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ, ତେଲକୋଇ


ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

Anupambharat News Bureau | ଓଡ଼ିଶା | | 367 | Read...

ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

ଜଳେଶ୍ୱର,୪ା୬ (ଅନୁପମ ମିଡିଆ): ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ପାଳନ କରିଥାନ୍ତି ପବିତ୍ର ସାବିତ୍ରୀ ବ୍ରତ । ମାତ୍ର ଏହି ସାବିତ୍ରୀ ବ୍ରତ ଦିନ ବ୍ରତ ପାଳନ କରିଥିବା ନିଜର ସ୍ତ୍ରୀକୁ ମଦ୍ୟପ ସ୍ୱାମୀ ମରଣାନ୍ତକ ମା


ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ, କମିଲା ପାସ୍‌ ହାର

Anupambharat News Bureau | ଓଡ଼ିଶା | | 365 | Read...

ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ,  କମିଲା ପାସ୍‌ ହାର

ଭୁବନେଶ୍ୱର,୩ ।୬(ଅନୁପମ ମିଡିଆ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେଜଲଫ ସୋମବାର ପ୍ରକାଶ ପାଇଛି । ଚଳିତ ବର୍ଷ ୯୭,୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଛାତ୍ରଛା


ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

Anupambharat News Bureau | ଓଡ଼ିଶା | | 361 | Read...

ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

ପାତ୍ରପୁର,୩ ।୬ (ଅନୁପମ ମିଡ଼ିଆ): ଜରଡ଼ା ଥାନା ସୁରଙ୍ଗି ଠାରେ ପୂର୍ବର୍ ଶତ୍ରୁତାକୁ କେନ୍ଦ୍ରକରି ଛୁରା ମାଡ଼ ହୋଇଥିବା ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳଛି । ଏଥିରେ ସୁରଙ୍ଗି ଗ୍ରାମର ପିଙ୍କୁ ନାୟକ ଗୁରୁତର ଭାବେ ଆହତ ହୋଇଛ


ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

Anupambharat News Bureau | ଓଡ଼ିଶା | | 354 | Read...

ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ , ୩ା୬ (ଅନୁପମ ମିଡିଆ): ଜୟପୁର ନିକଟ ମାଳିଗୁଡାରେ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହେବାରୁ କୋରାପୁଟ-ଜୟପୁର ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୈଲାଡିଲାରୁ ଏକ ମାଲବାହି ଟ୍ରେନ ଲୁହାପଥର ନେଇ ବିଶାଖାପାଟଣା


ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

Anupambharat News Bureau | ଓଡ଼ିଶା | | 353 | Read...

ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

ରସୁଲପୁର,୩ା୬(ଅନୁପମ ମିଡିଆ):ରସୁଲପୁର ତହସିଲ ଅଞ୍ଚଳରେ ବାଲି ମାଫିଆ ମାନେ ଖୁବ୍‌ ସକ୍ରିୟ ହୋଇ ପଡିଛନ୍ତି । ବିଭିନ୍ନ ନଦୀରୁ ବେଧଡକ ଚୋରା ବାଲି ଉଠାଇ ବିକ୍ରୀ କରି ମାଲାମାଲ ହେଉଛନ୍ତି । ସେମାନଙ୍କର ନା ଅଛି ପ୍ରଶାସନକୁ ଭୟ ନ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page