Anupambharat News Bureau : News


ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

Anupambharat News Bureau | ଓଡ଼ିଶା | | 675 | Read...

ତୃତୀୟ ସପ୍ତାହରେ  ଓଡ଼ିଶା ଛାଡ଼ିବ ‘ମୌସୁମୀ’

ଭୁବନେଶ୍ୱର, ୧୦ା୧୦ (ଅନୁପମ ମିଡିଆ) : ବିଳମ୍ବରେ ଭାରତ ଭୂଖଣ୍ଡକୁ ଛୁଇଁଥିବା ଦକ୍ଷିଣ ପଶ୍ଚିମ ବାୟୁ ଡେରିରେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି । ନିର୍ଦ୍ଧାରିତ ସମୟର ୧୫ ଦିନପରେ ଅର୍ଥାତ୍‌ ଆଜିଠାରୁ ଉତ୍ତର ପଶ୍ଚିମ ଭାରତରୁ ମ



ନିର୍ବାଚନ ପୂର୍ବରୁ ଶିବସେନା-ବିଜେପି ମେଣ୍ଟକୁ ଝଟ୍‌କା n ୨୬ କର୍ପୋରେଟର ଓ ୩୦୦ କର୍ମୀଙ୍କ ଇସ୍ତଫା

Anupambharat News Bureau | ଦେଶ | | 674 | Read...

ନିର୍ବାଚନ ପୂର୍ବରୁ ଶିବସେନା-ବିଜେପି ମେଣ୍ଟକୁ ଝଟ୍‌କା  n ୨୬ କର୍ପୋରେଟର ଓ ୩୦୦ କର୍ମୀଙ୍କ ଇସ୍ତଫା

ଥାନେ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଏକାଠି ଲିବାକୁ ମେଣ୍ଟ କରିଥିବା ଶିବସେନା ଓ ବିଜେପିକୁ ଆଜି ବଡ଼ ଝଟକା ଲାଗିଛି । ମେଣ୍ଟ ବୁଝାମଣା ଅନୁଯାୟୀ, କଲ୍ୟାଣ ପୂର୍ବ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଦେଇଥିବାରୁ ଏ



ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

Anupambharat News Bureau | ଦେଶ | | 673 | Read...

ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଭୋପାଲ: ବିବାହ ପୂର୍ବରୁ ବର କନ୍ୟା ମୋଟା ଅଙ୍କର ଖର୍ଚ୍ଚ କରି ଏବେ ପ୍ରି-େୱଡିଂ ଫଟୋ ଶୁଟ୍‌ କରୁଛନ୍ତି । ବିଭିନ୍ନ ମନୋରମ ସ୍ଥାନରେ ଭାବି ଦମ୍ପତ୍ତି ଭିଡିଓ ସାଙ୍ଗକୁ ଫଟୋ ଶୁଟ କରି ବାହାଘର ପୂର୍ବରୁ ବିବାହପୂର୍ବ ଉତ୍ସବକୁ ଆହ



ବନ୍ଦ ହେଲା ଦେଶର ପ୍ରମୁଖ ଦୈନିକ ଖବର କାଗଜ ଡିଏନଏ

Anupambharat News Bureau | ଦେଶ | | 672 | Read...

ବନ୍ଦ ହେଲା ଦେଶର ପ୍ରମୁଖ ଦୈନିକ ଖବର କାଗଜ ଡିଏନଏ

ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ହୋଇଛି ଦେଶର ପ୍ରମୁଖ ଓ ନିର୍ଭରଯୋଗ୍ୟ ଖବରକାଗଜ ଡିଏନଏ । ଗତକାଲି ଥିଲା ଡିଏନଏର ଅନ୍ତିମ ସଂସ୍କରଣ । ଇଂରାଜୀରେ ପ୍ରକାଶ ପାଉଥିବା ଏହି ଖବରକାଗଜ ତାର ଅହମଦାବାଦ ଏବଂ ମୁମ୍ୱାଇ ସଂସ୍କରଣକୁ ଆଜିଠାର



ଚାଇନାର କଶ୍ମୀର ପ୍ରୀତି, ଭାରତର କଡ଼ା ବିରୋଧ

Anupambharat News Bureau | ଦେଶ | | 671 | Read...

ଚାଇନାର କଶ୍ମୀର ପ୍ରୀତି, ଭାରତର କଡ଼ା ବିରୋଧ

ନୂଆଦିଲ୍ଲୀ: ଆସନ୍ତାକାଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେ । ଚେନ୍ନାଇ ଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା କରିବେ । ତେବେ ଏହା ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତ ଓ ଚାଇନା



ଗୁଟଖା ପାଇଁ ଗୁଳି

Anupambharat News Bureau | ଓଡ଼ିଶା | | 670 | Read...

ଗୁଟଖା ପାଇଁ ଗୁଳି

ଅଲିଗଡ: ବୁଧବାର ଉତ୍ତର ପ୍ରଦେଶ ଅଲିଗଡ଼ର ମଧୋପୁରରେ ଗୁଟଖା ପଇସା ମାଗିବାରୁ ଦୋକାନୀକୁ ଗୁଳି କରିଛି ଗ୍ରାହକ । ଏବେ ଦୋକନୀ ଛଟୁ ଅଗ୍ରଓ୍ଲାଲ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି । ଗତକାଲି ଏଭଳି ଅଭବନୀୟ ଘଟଣା ଦେଖିବାକୁ ମ



ଅଧୁରା ରହିଲା ଆଖଣ୍ଡଳମଣିଙ୍କ ଦର୍ଶନ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ, ୪ ଗୁରୁତର ୩ ଆହତ

Anupambharat News Bureau | ଓଡ଼ିଶା | | 669 | Read...

ଅଧୁରା ରହିଲା ଆଖଣ୍ଡଳମଣିଙ୍କ ଦର୍ଶନ  ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ, ୪ ଗୁରୁତର ୩ ଆହତ

ଭଦ୍ରକ, ୧୦ା୧୦ - ଆଜି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରୁ ଏକ ନାଲି ଟାଟାମ୍ୟାଜିକ ଗାଡିରେ ୧୦/୧୨ଜଣ ଶ୍ରଦ୍ଧାଳୁ ଆସୁଥିବା ସମୟରେ ପୀଠର ବାଇପାସ ରାସ୍ତା ନିକଟରେ ଏକ ସାଇକେଲ ଆରୋହ



ବ୍ରହ୍ମଣୀ ନଦୀରେ କୁମ୍ଭିର ଆତଙ୍କ

Anupambharat News Bureau | ଓଡ଼ିଶା | | 668 | Read...

ବ୍ରହ୍ମଣୀ ନଦୀରେ କୁମ୍ଭିର ଆତଙ୍କ

ଯାଜପୁର,୧୦ । ୧୦( ଅନୁପମ ମିଡିଆ): ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀର କୁସ୍ତିରା-କଲଣ ସେତୁର ନଦୀ ପଠାରେ କୁମ୍ଭୀର ଆତଙ୍କ । ଆଜି ସକାଳୁ କଲଣ ନଦୀ ପଠା ନିକଟରେ ଏକ କୁମ୍ଭୀର ନଦୀରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ଘଟଣା ପ୍



ଏସ୍‌ପିଙ୍କ ସ୍କୋର୍ପିଓକୁ ପିଟିଲା ମିକ୍ସର ମେସିନ୍‌ ଗାଡି, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

Anupambharat News Bureau | ଓଡ଼ିଶା | | 667 | Read...

  ଏସ୍‌ପିଙ୍କ ସ୍କୋର୍ପିଓକୁ ପିଟିଲା ମିକ୍ସର ମେସିନ୍‌ ଗାଡି, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

କେନ୍ଦୁଝର, ୧୦ା୧୦: କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଗୁରୁବାର ବାରିଆ ଥାନା ପରିଦର୍ଶନରେ ଯାଇ ସେଠାରୁ ତୁରୁୁମୁଙ୍ଗା ଥାନା ପରିଦର୍ଶନ ପାଇଁ ଆସୁଥିବାବେଳେ ଚମ୍ପୁଆ ରାସ୍ତାରୁ ଝାରବେଡା ଛକ ନିକଟରେ ୪୯ନଂ ଜାତୀୟ ରା



ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ପେଟ୍ରୋଲ ପମ୍ପ୍‌ରେ ଭଙ୍ଗାରୁଜା, ଦୁଇ ଗିରଫ

Anupambharat News Bureau | ଓଡ଼ିଶା | | 666 | Read...

ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ପେଟ୍ରୋଲ ପମ୍ପ୍‌ରେ ଭଙ୍ଗାରୁଜା, ଦୁଇ ଗିରଫ

ବାଲେଶ୍ୱର,୧୦ା୧୦(ଅନୁପମ ମିଡିଆ): ରେମୁଣା ଥାନା ଅଧୀନ ବାଲଗୋପାଳପୁର ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଦୁଇଜଣ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ସମ୍ପୃକ୍ତ ଦୁଇଜଣ ଯୁବକ ହେଲେ ପ୍ରଭାକର ଦାସ (୨୪) ଓ ପ୍ରକାଶ



ଆମ୍ବୁଲାନ୍ସରୁ ସରିଲା ତେଲ, ହସ୍‌ପିଟାଲ ଯିବା ବାଟରେ ମା’ଓ ଶିଶୁର ମୃତ

Anupambharat News Bureau | ଓଡ଼ିଶା | | 665 | Read...

 ଆମ୍ବୁଲାନ୍ସରୁ ସରିଲା ତେଲ,  ହସ୍‌ପିଟାଲ ଯିବା  ବାଟରେ ମା’ଓ ଶିଶୁର ମୃତ

ବାରିପଦା,୫ା୧୦(ଅନୁପମମିଡ଼ିଆ): ଅଧାବାଟରେ ଆମ୍ବୁଲାନ୍ସରେ ତେଲ ସରିଯିବାରୁ ପ୍ରାଣ ହରାଇଲେ ମା’ଏବଂ ଗର୍ଭସ୍ଥ ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ବାରିପଦାରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବାଙ୍ଗିରିପୋଷି ହାଣୁଦାର ତୁଳ



ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଆହତ

Anupambharat News Bureau | ଓଡ଼ିଶା | | 664 | Read...

ଏନ୍‌କାଉଣ୍ଟରରେ  ଦୁଇ ଅପରାଧୀ ଆହତ

କେନ୍ଦ୍ରାପଡା,୫ା୧୦(ଅନୁପମ ମିଡିଆ): ଶୁକ୍ରବାର ବିଳମ୍ବିତ ରାତିରେ ମାର୍ଶାଘାଇ ପୋଲିସର ଏନ୍‌କାଉଣ୍ଟରେ ଦୁଇ ଅପରାଧୀ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ କିଛିଦି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page