Anupambharat News Bureau : News


ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

Anupambharat News Bureau | ଦେଶ | | 239 | Read...

ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

ନୂଆଦିଲ୍ଲୀ: ୧୭ତମ ଲୋକସଭା ପାଇଁ ୭ଟି ପର୍ଯ୍ୟାୟର ଫଳାଫଳ ଗୁରୁବାର ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ଜନତା ପାର୍ଟି (ବିଜେପି)ର ହାୱା ଦେଖିବାକୁ ମିଳିଛି । ଦେଶ ପାଇଁ ସଫଳତା ଆଣିଥିବା କିଛି କ୍ରୀଡ଼ାବିତ ନିଜ ନିଜର ଭାଗ୍ୟ ପରଖି



କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ, ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

Anupambharat News Bureau | ଓଡ଼ିଶା | | 238 | Read...

କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ,   ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

କେନ୍ଦୁଝର, ୨୪ା୫: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେନ୍ଦୁଝର ଜିଲ୍ଲାରେ ବିଜୁ ଜନତା ଦଳ ତା’ର ବିଜୟଧାରାକୁ ଅବ୍ୟାହତ ରଖିଛି । ଜିଲ୍ଲାରେ ଥିବା ୬ଟି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ୫ ଟିରେ ବିଜୁ ଜନତା ଦଳର ପ୍ରାର୍ଥର



ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

Anupambharat News Bureau | ଓଡ଼ିଶା | | 237 | Read...

ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

ଅନୁଗୋଳ,୨୪ା୫ (ଅନୁପମ ମିଡ଼ିଆ): ଅନୁଗୋଳ ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିକୁ ଶତ ପ୍ରତିଶତ ସଫଳତା ମିଳିଛି । ଯାହାକି ଗଡ଼ରକ୍ଷା କରି ବିଜେଡ଼ି ଲଗାତାର ଭାବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ବିଜୟୀ ହୋଇ ବ



ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

Anupambharat News Bureau | ଓଡ଼ିଶା | | 236 | Read...

ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲ,୨୪ା୫(ଅନୁପମ ମିଡିଆ): ଚଳିତ ସାଧାରଣ ନିର୍ବାଚନରେ ମାହାଙ୍ଗା ବିଧାନସଭା ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଲଗାଥର ତିନି ଥର ମାହାଙ୍ଗାରୁ ବିଜୟ ହାସଲ କରି



ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

Anupambharat News Bureau | ଓଡ଼ିଶା | | 235 | Read...

ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

ଭଦ୍ରକ,୨୪ା୫(ଅନୁପମ ମିଡିଆ): ଭଦ୍ରକ ଲୋକସଭା ଓ ପାଞ୍ଚଟି ବିଧାନସଭା ଆସନର ଗଣତି କାର୍ଯ୍ୟକ୍ରମ ଆଜି ଶେଷ ହୋଇଥିବାବେଳେ ଏହାର ଫଳାଫଳ ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ଉକ୍ତ ସୂଚନା ମୁତାବକ ଭଦ୍ରକ ଲୋକସଭା ଆସନର ମୋଟ ୧୨



କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

Anupambharat News Bureau | ଓଡ଼ିଶା | | 234 | Read...

କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

କେନ୍ଦ୍ରାପଡା, ୨୪ା୫ (ଅନୁପମ ମିଡ଼ିଆ) : କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ହୋଇଛି । ଜିଲ୍ଲାର ସମସ୍ତ ବିଧାନସଭା ଆସନ ସମେତ ଲୋକସଭା ଆସନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀମାନେ



ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

Anupambharat News Bureau | ଓଡ଼ିଶା | | 232 | Read...

ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

ପଟ୍ଟାମୁଣ୍ଡାଇ,୨୪ା୫ (ଅନୁପମ ମିଡ଼ିଆ): ରାଜ୍ୟ ରାଜନୀତିରେ ରାଜନଗର ଆସନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ରାଜନððତିକ ଜୀବନ୍ୟାସ ଦେଇଥିବା ଏହି ଆସନକୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହ



ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

Anupambharat News Bureau | ଓଡ଼ିଶା | | 231 | Read...

ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

ସାଲେପୁର,୨୪ା୫ (ଅନୁପମ ମିଡ଼ିଆ): ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ସାଲେପୁର ଅଞ୍ଚଳର ଏକାଧିକ ସ୍ଥାନରେ ଛୋଟବଡ଼ ହିଂସାକାଣ୍ଡ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଗତକାଲି ନିର୍ବା



ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

Anupambharat News Bureau | ଦେଶ | | 230 | Read...

ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

ନୂଆଦିଲ୍ଲୀ, ୨୩ା୫: ସାଧାରଣ ନିର୍ବାଚନ ସହ ଚାରି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆଜି ଘୋଷିତ ହୋଇଛି । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ ହୋଇଥିବା ବେଳେ ଅରୁଣାଚଳରେ ବିଜେପି କ୍ଷମତାସୀନ ହେବାକୁ



ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

Anupambharat News Bureau | ଦେଶ | | 229 | Read...

ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

ନୂଆଦିଲ୍ଲୀ,୨୩ା୫: ଦେଶରେ ପୁଣି ମୋଦି ସୁନାମୀ ଦେଖିବାକୁ ମିଳିଛି । ଏହି ତଥାକଥିତ ସୁନାମୀରେ ବିରୋଧୀ ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିଛନ୍ତି । ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନର ଗୁରୁବାର ଭୋଟ ଗଣତିରେ ଯେଉଁ ଟ୍ରେଣ୍ଡ ଦେଖିବ



ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

Anupambharat News Bureau | ଓଡ଼ିଶା | | 228 | Read...

ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ୨୦୦୦ ମସିହାଠାରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜୁ ଜନତା ଦଳର ଦବ୍‌ଦବା ଜାରି ରହିଛି । ଜିଲ୍ଲାର ୧୩ ଗୋଟି ବିଧାନସଭା ନିର୍ବାଚନମଣ୍ଡଳିରେ ଗୋଟାକୁ ଛାଡ଼ି ସବୁ ଆସନରେ ବିଜେଡି



ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

Anupambharat News Bureau | ଓଡ଼ିଶା | | 227 | Read...

ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

ଭୁବନେଶ୍ୱର,୨୩ ।୫ (ଅନୁପମ ମିଡିଆ): ବିଜୁ ଜନତା ଦଳ ବା ବିଜେଡି ପୁଣିଥରେ ବାଜିମାତ୍‌ କରିଛି । ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରି ଦଳ ପଞ୍ଚମଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦେଶ ତମାମ ମୋଦି ସୁନାମୀ ଦେଖିବାକୁ ମିଳ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page